WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।
କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ […]
Continue Reading