କ’ଣ ଏହା ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ କାର୍ଯ୍ୟ କରୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ କିଛି ମହିଳା ମାନେ ଏକାଠି ବସିଛନ୍ତି, ଯାହା ମଧ୍ୟରେ କିଛି ଜଣ ବିଦେଶରୁ ଆସିଥିବା ଜଣା ପଡୁଛି। ଦ୍ଵିତୀୟ ଫୋଟୋରେ କିଛି ଲୋକେ ବସ୍ ରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଅଛି। ଦାବି କରା ଯାଉଛି ଯେ ଏହି ଫୋଟୋ ହେଉଛି ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ ଦାଦନ ଖଟୁଥିବା ଶ୍ରମିକଙ୍କ ଫୋଟୋ […]
Continue Reading