ସାଇକେଲ ଚାଳକଙ୍କ ଉପରେ ଚିତାବାଘ ଆକ୍ରମଣର ଭିଡିଓ ଦେହରାଡୁନ୍-ରିଷିକେଶ ରାଜପଥର ନୁହେଁ ଆସାମର ଅଟେ। 

ନାମିବିଆରୁ ଭାରତକୁ 8 ଟି ଚିତା ଆସିବା ସହିତ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲେଗିଛି , ଯେଉଁଥିରେ ଜଣେ ସାଇକେଲ ଚାଳକ ଉପରେ ବାଘ ଆକ୍ରମଣ କରୁଥିବାର ଦେଖିବାକୁ ମୁଳୁଛି। ଭିଡିଓ ସହ ଦାବି କରାଯାଇଛି ଯେ, ଏହି ଭିଡିଓଟି ଉତ୍ତରାଖଣ୍ଡର ଦେହରାଡୁନ୍ ରିଷିକେଶ ରାଜପଥର ଅଟେ। Argus News ଭାଇରାଲ ଭିଡିଓ ପୋଷ୍ଟରେ ଲେକାଯାଇଛି ଯେ, ଜାତୀୟ ରାଜପଥ । ଗାଡି ଯାଉଛି । […]

Continue Reading

ଗାଈକୁ ବାଘ ଟାଣିନେଉଥିବା ଏହି ଭିଡିଓ କୋରୋପୁଟର ନୁହେଁ ବରଂ ଉତ୍ତରାଖଣ୍ଡର ଅଟେ।

ସୋସିଆଲ ମିଡିଆରେ ଅନେକ ପ୍ରକାରର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଚିତା ବାଘ ରାସ୍ତା ପାର୍ଶ୍ୱରେ ଗାଈ ଶିକାର କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଇଛି ଯେ, ଏହି ଭିଡିଓ ଓଡ଼ିଶା କୋରାପୁଟର ଅଟେ। Mati Aamor Maa ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ଚି। ପୋଷ୍ଟରେ ଲେଖାଯାଇଛି ଯେ, ସତ କି ମିଛ କି, ଗାଈ କି ଖାଇଲା ବାଘ, ବିହନ ଅଛି ହେଲେ, ଏହି ଭିଡିଓ […]

Continue Reading

କ’ଣ ଉତ୍ତରପ୍ରଦେଶ ସରକାର ଦ୍ୱାରା ସ୍କୁଲ ଏବଂ ମଧ୍ୟାନଭୋଜନରେ ଏତେ ଉନ୍ନତି ହୋଇଛି ?

ସୋସିଆଲ ମିଡିଆରେ ଏକ ବିଦ୍ୟାଳୟର ଚିତ୍ରର ଏକ କୋଲାଜ ସେୟାର କରାଯାଉଛି ଯେଉଁଥିରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ଦାବି କରାଯାଉଛି।   ଏହି ସ୍କୁଲ ଏତେ ସୁନ୍ଦର ହେବା ସହ ଏଠାରେ ମଧ୍ୟାନ ଭୋଜନ ଏତେ ଭଲ ଦିଆଯାଉଛି। ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଯଦି ସ୍କୁଲ ଦିଲ୍ଲୀର ହୋଇଥାନ୍ତା, ତେବେ ଏହା ବିଦେଶୀ ଖବରକାଗଜରେ ଲେଖା ହୋଇଥାନ୍ତା। ରଞ୍ଜନ କୁମାର ସାହୁ ନାମକ ଜଣେ […]

Continue Reading

ଦଶକ ପୁରୁଣା ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଇଂଲାଣ୍ଡର ମହାରାଣୀ ଏଲିଜାବେଥଙ୍କ ବିୟୋଗ ହୋଇଥିଲା। ଏହା ନେଇ ସଂସାରର ସମସ୍ତ ଦେଶ ନିଜ ଦୁଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଶୋକ ପାଳନ କରୁଛନ୍ତି ଏବଂ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଦ୍ଵାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଥିରେ ଇଂଲାଣ୍ଡରେ ରାଣୀଙ୍କ ନିବାସ ସ୍ଥାନ ବେକିଂଘମ ପେଲେସରେ ଲୋକଙ୍କ ଏକ ସମାଗମ ଦେଖିବାକୁ ମିଳିଛି। ଏହା […]

Continue Reading

ପାକିସ୍ତାନ ଓ ଆଫଗାନିସ୍ତାନ ସମର୍ଥକଙ୍କ ମଧ୍ୟରେ ଆକ୍ସନ ରିଆକ୍ସନ ଦାବି କରାଯାଉଥିବା ପ୍ରଥମ ଭିଡିଓ ପୁରୁଣା ଅଟେ।

ଏସିଆ କପ୍ ସିରିଜରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ  ଝଗଡା ଆରମ୍ଭ ହୋଇଥିଲା। ଏହି ଘଟଣା ସମ୍ବନ୍ଧୀୟ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଭିଡିଓରେ ଆପଣ ପାକିସ୍ତାନୀ ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସି ଆଫଗାନିସ୍ତାନକୁ ଥଟ୍ଟା କରୁଥିବା ଦେଖିପାରିବେ। ଦାବି ହେଉଛି ଯେ ଏହି ପାକିସ୍ତାନୀ ପ୍ରଶଂସକ ଆଫଗାନିସ୍ତାନକୁ ଥଟ୍ଟା କରିବାରୁ ଷ୍ଟାଡିୟମରେ ଝଗଡ଼ା ଆରମ୍ଭ ହୋଇଥିଲା।  Susanta Sahoo ନାମକ ଜଣେ ଫେସବୁକ ୟୂଜର […]

Continue Reading

କ’ଣ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ମଧ୍ୟରେ ଗୋଟିଏ ବୁଲ୍ଦୋଜର ରାସ୍ତାରୁ ପାଣି ହଟାଉଚି? ଜାଣନ୍ତୁ ସତ୍ୟ?

ଗତ କିଛି ସପ୍ତାହ ହେବ ପ୍ରବଳ ବର୍ଷା ହେତୁ ବେଙ୍ଗାଲୁରୁ ସହରରେ ବନ୍ୟା ପରିସ୍ଥିତି ହୋଇ ସହର ପାଣିରେ ବୁଡି ରହିଛି। ଏହା ଦ୍ଵାରା ଜନସାଧାରଣ ଲୋକଙ୍କୁ ସମସ୍ଯାର ସାମନା କରିବାକୁ ପଡୁଛି। ସହରରେ ପରିବହନ ସହିତ ଅନେକ ସାମାନ୍ୟ ସୁବିଧାରେ ମଧ୍ୟ ଅମସ୍ୟା ଉତପନ ହୋଇଛି।  ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ପଣି ଜମି ରହିଥିବା ସମୟରେ ଗୋଟିଏ ବୁଲ୍ଦୋଜର ପାଣି […]

Continue Reading

ଲକ୍ଷ୍ନୌର ଏକ ସ୍କୁଲରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧାଗଲା? ଜାଣନ୍ତୁ ସତ୍ୟତା. . 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ସହ ଦାବି ହେଉଛି ଯେ ସ୍ୱାଧୀନତା ଦିବସ ଅବସରରେ ଲକ୍ଷ୍ନୌର ଏକ ବିଦ୍ୟାଳୟରେ ଭାରତ ମାତାର ଭୂମିକାରେ ଅଭିନୟ କରୁଥିବା ଝିଅର ମୁକୁଟ ହଟାଇ ତାକୁ ନମାଜ ପଢ଼ିବାକୁ କୁହାଗାଲା। ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ରେ ବିଜେପି ଥାଇ ମଧ୍ୟ କଂଗ୍ରେସ ସମୟ ର ଅବସ୍ଥା ଆଜି ମଧ୍ୟ ବଜାୟ ଅଟେ । ମୁସଲମାନ ବହୁଳ ସ୍ଥାନ ଏକ ସ୍କୁଲ୍ ରେ ଭାରତ ମାତା ମୁଣ୍ଡରୁ […]

Continue Reading

ଭୁଲ ଦାବି ସହିତ ରାହୁଲ ଗାନ୍ଧୀଙ୍କ ପୁସ୍ତକ ରିଲିଜ୍ ଭିଡିଓ ଡିଜିଟାଲ୍ ଏଡିଟ୍ ହୋଇ ଭାଇରାଲ୍ କରାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଲିପ ହୋଇଥିବା ଭିଡିଓଗୁଡ଼ିକ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହୋଇଥାଏ। ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଭିଡିଓଗୁଡିକ ଅନେକ ଥର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ପାଠକମାନଙ୍କୁ ତାଙ୍କ ସତ୍ୟତା କହିଛନ୍ତି।  ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।  ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କୁ ଏକ ପୁସ୍ତକ ଉନ୍ମୋଚନରେ ଦେଖିପାରିବେ।  ତାଙ୍କ ସହ ଦାବି କରାଯାଉଛି ଯେ ଯେତେବେଳେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ପଛ କଭର ଦେଖାଇବାକୁ […]

Continue Reading

କ’ଣ ବନ୍ୟା ପାଣିରେ ଏହି କୁମ୍ଭୀରଟି ଓଡିଶାର ବୈତରଣୀ ନଦୀରେ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ପ୍ରବଳ ବର୍ଷା କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ଯା ସୃଷ୍ଟି ହୋଇଛି। ନିକଟରେ ଗଣମାଧ୍ୟମରେ ବନ୍ୟା ପାଣିରେ କୁମ୍ଭୀର ଦେଖା ଯାଇଥିବାର ଅନେକ ସମ୍ବାଦ ଆସିଛି। ଗତ ମାସ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଧ୍ୟ ଏକ ଆବାସିକ ସ୍ଥାନରେ କୁମ୍ଭୀରର ଆତଙ୍କ ଖବର ସାମନାକୁ ଆସିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ଓଡ଼ିଶାର ଧାମନଗର […]

Continue Reading

ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର। କେତେ ସତ୍ୟ ଏହି ଘଟଣା?

ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ସହର ପାଣିରେ ବୁଡି ରହିଛି ଏହା ଫଳରେ ସହରରେ ଲୋକଙ୍କୁ ଅନେକ ଅସୁବିଧା ଏବଂ ସମସ୍ଯାର ସାମନା କରିବାକୁ ପଡୁଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଙ୍ଗାଲୁରୁ ସହରର ପରିସ୍ଥିତି ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହା ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ଇଲିଛି ଯେ ରାସ୍ତାରେ ପଣି ଜମି ରହିଥିବା ବେଳେ ସେଠାରେ ଏକ କୁମ୍ଭୀର ବୁଲୁଛି। ସୋସିଆଲ […]

Continue Reading

କ’ଣ ମନ୍ଦିରରେ ପଶି ଥିବା ହେତୁ ବ୍ରାହ୍ମଣ ମାନେ ଏହି ଶୂଦ୍ର ଶିଶୁ ଉପରେ ନିର୍ଯାତନା କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ରାଜସ୍ଥାନରେ ଜଣେ ଦଳିତ ଶିଶୁ ବିଦ୍ୟାଳୟରେ ନିଜ ଉଚ୍ଚ ଜାତି ଶିକ୍ଷକଙ୍କ ମାଠିଆରୁ ପାଣି ପିବା କାରଣରୁ ତାକୁ ମାରି ହତ୍ୟା କରା ଯାଇଥିଲା। ୯ ବର୍ଷୀୟ ଶିଶୁ ଇନ୍ଦ୍ର କୁମାର ମେଘୱାଲ ନିଜ ଶିକ୍ଷକଙ୍କ ଠାରୁ ନିର୍ଯାତନା ସାହି ନପାରି ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଇ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିଶୁ ଆଘାତ ଅବସ୍ଥାରେ ଦେଖିବାକୁ ମିଲିଛନ୍ତି। ତାଙ୍କ ଶରୀରରେ […]

Continue Reading

କ’ଣ ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ ?

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟକୁ ନେଇ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଶେଖମାନଙ୍କୁ ଷ୍ଟାଡିୟମରେ ବସି ଉତ୍ସବ ପାଳନ କରୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି ହେଉଛି ଯେ ଏସିଆ କପ୍ ମ୍ୟାଚ୍‌ରେ ଶେଖମାନେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଖୁସି ହଉଛନ୍ତି। ଏହି ଭିଡିଓ ସେୟାର କରି ଲୋକମାନେ ପାକିସ୍ତାନର ପରାଜୟକୁ ପରିହାସ କରୁଛନ୍ତି।  Dwitikrushna Das ନାମକ ଏକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି […]

Continue Reading

ପାଣିରେ ବୁଡ଼ିଯାଉଥିବା ପିଲାର ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶର ଅଟେ।

ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେଉଛି। ଏହି 30 ସେକେଣ୍ଡର ଭିଡିଓରେ, ଛୋଟ ପିଲା ପାଣିରେ ଫସି ରହିଥିବାର ଦେଖାଯାଉଛି।  ଭିଡିଓ ସହିତ ଦାବି କରାଯାଉଛି ଯେ ଚାମ୍ବଲ ନଦୀରେ କୁମ୍ଭୀର ଆକ୍ରମଣରୁ CDRF ଦଳ ଦ୍ୱାରା ଜଣେ ପିଲା ଉଦ୍ଧାର ହୋଇଥିଲେ।  ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। Bäblû Mohanty ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ବନ୍ୟା ପାଇଁ […]

Continue Reading

ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ବିଏସ୍ଏଫ୍ ଯବାନ ଶହୀଦ ହୋଇ ନାହାନ୍ତି, ମିଥ୍ୟା ଖବର ଭାଇରାଲ. . 

ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ କୋଲାଜ ସେୟାର କରି ଦାବି କରୁଛନ୍ତି ଯେ ଭିଡିଓରେ ‘ଲାଇଭ ଏବଂ ଲାଇଭ’ ମନ୍ତବ୍ୟ ଦେଉଥିବା ବିଏସଏଫ ଯବାନମାନେ ଭାରତୀୟ ସୀମାରେ ଶହୀଦ ହୋଇଛନ୍ତି।ଏହି ପୋଷ୍ଟରେ ଜଣେ ମୃତ ସୌନିକଙ୍କ ଫୋଟୋ ଏବଂ ବିଏସଏଫ ଯବାନଙ୍କ ଖୁସିର ଜୀବନ ବଞ୍ଚିବାର ବାର୍ତ୍ତା ଦେଉଥିବା ଏକ ଭିଡିଓ ରହିଛି। ଏହି ପୋଷ୍ଟକୁ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଖୁସିର ଯବାନ ଅଗଷ୍ଟ 15 ରେ ଏହି […]

Continue Reading

କ’ଣ ପୁରୀରେ ଜନ୍ମନେଲା ଭୂତ ଛୁଆ ? ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଥିବା ଏକ ପୋଷ୍ଟ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାରେ ଜନ୍ମ ହେଲା ଭୂତ ଛୁଆ। ଏବଂ ଏହା ପୁରୀର ନିମାପଡ଼ା ଠାରେ ଘଟିଛି।  news 38 timesରେ ଏହି ଖବର ପ୍ରକାସିତ କରାଯାଇଛି। ପ୍ରକାସିତଚ ଖବରରେ ଲେଖାଯାଇଛି ଯେ,ଏହି ଘଟଣାଟି ପୁରୀର ନିମାପଡ଼ା ଠାରେ ଘଟିଛି। ରାତି ୧୧ ଟା ସମୟ ହୋଇଥାଏ।ବର୍ଷା ଏତେ ଜୋରେ ହେଉଥିଲା ଯେ ଘରୁ କେହି ବାହାରି ପାରୁ ନଥିଲେ।ସେହି […]

Continue Reading

କ’ଣ ଭାଇରାଲ ଭିଡିଓରେ ଭାରତୀୟ ସେନା ଯବାନ ମାନେ କାଶ୍ମୀରରେ ଜଣେ ପଥରମରାଲିଙ୍କୁ ଗୁଳି ମାରିଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ସମୂହ ରାସ୍ତାରେ ପଥର ଫିଙ୍ଗୁଠିବା ନଜର ଆସୁଛନ୍ତି। ଏହି ଭିଡିଓରେ ଗୁଳି ଚାଳନାର ଆୱାଜ ମଦ୍ୟ ଶୁଣିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ପଥର ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ଉପରେ ଗୁଳି ମାଡ କରା ଯାଉଛି ଏବଂ ସେ ଆଘାତ ହୋଇ ପଡି ଯାଉଛନ୍ତି।  ଡାବୁ ଅନୁଯାୟୀ ଏହି ଦୃଶ୍ୟ କାଶ୍ମୀରର ଅଟେ। ଲୋକେ ଭାରତ ସେନା […]

Continue Reading

କ’ଣ ଦର୍ଶକ ମାନେ ଲାଲ ସିଂ ଚଢା ସିନେମା ଦେଖିବାକୁ ଆସନ୍ତୁ ସେଥିପାଇଁ ଆମିର ଖାନ ଶିବ ମନ୍ଦିରରେ ଆଳତି କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆମିର ଖାନଙ୍କ ପିକେ ଫିଲ୍ମରେ ହିନ୍ଦୁ ଦେବୀ ଦେବତା ମାଙ୍କୁ ଅପମାନିତ ଅଭିଯୋଗ ଲଗାଇ ଦେଶରେ ଅନେକ ଲୋକେ ତାଙ୍କ ନୂତନ ସିନେମା ଲାଲ ସିଂ ଚଢାକୁ ବୟକଟ୍ କରିବା କରିଛନ୍ତି। ଏହା ଫଳରେ ଆମିର ଖାନଙ୍କ ଲାଲ ସିଂ ଚଢା ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରି ପାରି ନାହିଁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅମିର ଖାନ ଭଗବାନଙ୍କ ସାମନାରେ […]

Continue Reading

5G ସ୍ପେକ୍ଟ୍ରମ୍ ନିଲାମରେ ଭାରତ 2.8 ଲକ୍ଷ କୋଟି ଟଙ୍କା ହରାଇଛି କି?

5G ସ୍ପେକ୍ଟ୍ରମର ନିଲାମ 26 ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ 1 ରେ ଶେଷ ହୋଇଥିଲା। ଟାଇମ୍ସ ବିଜନେସ୍ ନାମକ ଏକ ଖବରକାଗଜରେ ପ୍ରକାଶିତ ଏହି ସମ୍ବନ୍ଧୀୟ ଏକ ଆର୍ଟିକିଲର ଫୋଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ହେଡଲାଇନରେ କୁହାଯାଇଛି ଯେ 5G ସ୍ପେକ୍ଟ୍ରମ ନିଲାମରେ ଭାରତ 2.8 ଲକ୍ଷ କୋଟି କ୍ଷତି କରିଛି। ଏହି ଫୋଟୋ ସେୟାର କରି ଉପଭୋକ୍ତା ସରକାରଙ୍କୁ ଅପମାନ କରୁଛନ୍ତି। Kalahandi congress committee ନାମକ ଜଣେ ଫେସବୁକ ୟୁଜର  […]

Continue Reading

ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା।  କ’ଣ କୁହା ଯାଇଛି ପୋଷ୍ଟରେ?  ଜଣେ ଯୁବକ ଭାରତୀୟ […]

Continue Reading

କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ। 

ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି।  ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି […]

Continue Reading

କ’ଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି? ଜାଣନ୍ତୁ ସତ୍ୟ।

ଭାରତର ୭୫ ତମ ସ୍ଵାଧୀନତା ଦିବସର ଅବସରରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି। ଭାରତକୁ ୧୫ ଅଗଷ୍ଟରେ ସ୍ଵାଧୀନତା ମିଳିଥିବାରୁ ଇଣ୍ଡିଆର ନାମକୁ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ (ସ୍ଵାଧୀନ ଦେଶ ଅଗଷ୍ଟରେ ଘୋଷିତ) ବୋଲି ରକ୍ଷା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡ଼ିଶାର ଅଟେ କି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରାଜପଥ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି। ରାଜପଥ ଭୁସୁଡି ପଡିଥିବା କାରଣରୁ କିଛି ଗାଡି ସେଠାରେ ଅଟକି ରହିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ଓଡ଼ିଶାର ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିମାଚଳ ପ୍ରଦେଶ ରାଜ୍ୟରେ ଶିମ୍ଳା-କାଲକା ରାଜପଥର ଦୃଶ୍ୟ ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି […]

Continue Reading

ମହାରାଷ୍ଟ୍ର ଉଜାନି ଡ୍ୟାମର ଭିଡିଓକୁ ଓଡ଼ିଶାର ହିରାକୁଦ ଡ୍ୟାମ ନାମରେ ଭାଇରାଲ କରାଯାଉଛି।

ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶରେ ଲୋକମାନେ ତ୍ରିରଙ୍ଗା ପତାକା ଏବଂ ତ୍ରିରଙ୍ଗା ରଙ୍ଗର ଲାଇଟ ଲଗାଇ ସ୍ୱାଧୀନତା ଦିବଶକୁ ନେଇ ଉତ୍ସାହିତ ହେଉଛନ୍ତି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଡ୍ୟାମରୁ ତ୍ରିରଙ୍ଗା ରଙ୍ଗର ପାଣି ବାହାରୁଥିବାର ଦେଖାଯାଉଛି। ତ୍ରିରଙ୍ଗା ରଙ୍ଗରେ ସଜାଇ ହୋଇଥିବା ଏହି ଡ୍ୟାମକୁ ଓଡ଼ିଶାର ହିରାକୁଦ ଡ୍ୟାମ ଦାବିରେ ଭାଇରାଲ କରାଯାଉଛି। Sushil Sunani ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

କ’ଣ ସମୁଦ୍ରରେ ବର୍ଗାକାରୀ ଲହଡି ସୁନାମୀ ଆସିବାର ସଂକେତ ଦେଇ ଥାଏ? ଜାଣନ୍ତୁ ସତ୍ୟ। 

ପ୍ରାକୃତିକ ପ୍ରଳୟ ପ୍ରତି ମଣିଷର ଭୟ ସଦା ବେଳେ ରହି ଥାଏ। ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟର ଲକ୍ଷଣ ଜାଣିବାକୁ ମଣିଷ ସର୍ବଦା ଚେଷ୍ଟା କରି ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ସୁନାମୀ ଆସିବା ପୂର୍ବରୁ ସମୁଦ୍ର କେଉଁ ପ୍ରକାର ସଂକେତ ଦେଇଥାଏ ତାହା ବିଷୟରେ କୁହା ଯାଇଛି। ପୋଷ୍ଟରେ ଦାବି କରା ଯାଇଛି ଯେ ସୁନାମୀ ଆସିବା ପୂର୍ବରୁ ସମୁଦ୍ରରେ ବର୍ଗାକାରୀ ଆକାରରେ ଲହଡି ଉତପନ ହୋଇଥାଏ।  କିନ୍ତୁ ଫ୍ୟାକ୍ଟ […]

Continue Reading

ଆମିର ଖାନଙ୍କ 4 ବର୍ଷ ପୁରୁଣା ଭିଡିଓକୁ ‘ଲାଲ ସିଂ ଚଢ଼ା’ ଫିଲ୍ମ ଫ୍ଲପ ଦାବିରେ ଭାଇରାଲ କରାଯାଉଛି।

‘ଲାଲ ସିଂ ଚଢ଼ା’ ରିଲିଜ୍ ହେବା ପରେ ଆମୀର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଫିଲ୍ମର ଫ୍ଲପ୍ କୁ ନେଇ କହୁଛନ୍ତି। ଭିଡିଓ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଆମିର ଖାନ ଗ୍ରହଣ କରିଛନ୍ତି, ‘ଲାଲ ସିଂ ଚାଧା’ ଫ୍ଲପ୍ ହେବା ପଛରେ ତାଙ୍କର ହାତ ଅଛି।  Badal Panda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କତାର_ବଳ_ଯାହା_ଆଜି_ସ୍ପଷ୍ଟ_ଦେଖାଯାଉଛି।ଭାରତ […]

Continue Reading

କ’ଣ ଆଜାଦୀ କା ଅମୃତ ମୋହତ୍ସବ ଅବସରରେ ତିରଙ୍ଗାରେ ରଙ୍ଗେଈ ହେଇଛି ଏହି ଝରଣା? ଜାଣନ୍ତୁ ସତ୍ୟ।

ସାରା ଦେଶ ୭୫ ତମ ସ୍ଵାଧୀନତା ଦିବସ ପାଇଁ ଆଜାଦୀର ଅମୃତ ମୋହତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଛଡା ରେ ଏହା ମଧ୍ୟ କହିଛନ୍ତି ଯେ ଦେଶବାସୀ ନିଜ ଡ଼ିପି ଏବଂ ପ୍ରୋଫାଇଲ୍ ଫୋଟୋରେ ତିରଙ୍ଗା ଲଗାନ୍ତୁ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଝରଣାର ପାଣି ଆମ […]

Continue Reading

ଆମୀର ଖାନଙ୍କ ପ୍ରେସ ମିଟ୍ ଫୋଟୋକୁ ଲାଲ ସିଂ ଚଢ଼ା ରିଲିଜ ସମୟରେ ଫିଲ୍ମ ହୋଲ ଖାଲିଥିବା ମିଥ୍ୟା ଦାବିରେ ଭାଇରାଲ. . 

ଲାଲ ସିଂ ଚଢ଼ା ଫିଲ୍ମକୁ ନେଇ ବୋଏକଟ ଟ୍ରେନ୍ଡ ଚାଲିଥିବା ବେଳେ ଏବେ ଫିଲ୍ମ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଫିଲ୍ମ ହୋଲରେ ଆମୀର ଖାନଙ୍କ ବସିଛନ୍ତି। ଏବଂ ହୋଲରେ ଲୋକ ସଂଖ୍ୟା କମ। ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ, ଅଭିନେତା ଆମୀର ଖାନ ନିଜେ ହୋଲରେ ଉପସ୍ଥିତ ଥିଲେ ମଧ୍ୟ ଫିଲ୍ମର ପ୍ରିମିୟର୍ ସୋ’ରେ କେହି ଲୋକ […]

Continue Reading

2011 ରେ ତୃତୀୟ ବୃହତ୍ତମ ଅର୍ଥନୀତିରୁ ଭାରତ ବର୍ତ୍ତମାନ 164 ତମ ଅର୍ଥନୀତି ଦେଶ ବନିଯାଇଛି?

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ତାଲିକାରେ ଭାରତ 193 ଦେଶ ମଧ୍ୟରେ 164 ତମ ସ୍ଥାନକୁ ଖସି ଆସିଛି ବୋଲି ଏକ ପୋଷ୍ଟର ଟ୍ୱିଟରରେ କହିଛି। ଏହା ମଧ୍ୟ ଦାବି କରିଛି ଯେ 2011 ରେ ତୃତୀୟ ବୃହତ୍ତମ ଅର୍ଥନୀତିରୁ ଭାରତ ବର୍ତ୍ତମାନ 164 ତମ ଅର୍ଥନୀତି ଅଟେ। ତଥାପି ଆମେ ଏହି ଦାବିଗୁଡିକ ଅସତ୍ୟ ବୋଲି ଜାଣିଲୁ। ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଅନୁଯାୟୀ ଭାରତ ହେଉଛି ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି। […]

Continue Reading

କ’ଣ ଡାଃ ବି.ଆର ଆମ୍ବେଦକର କହିଥିଲେ ଯେ ଯଦି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ହୁଅନ୍ତି ତେବେ ଦେଶରୁ ଅରକ୍ଷଣ ହଟାଇ ଦେବା ଉଚ୍ଚିତ? ଜାଣନ୍ତୁ ସତ୍ୟ। 

ଗତ ମାସ ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଘୋଷିତ କରା ଯାଇଥିଲା। ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ନିଯୁକ୍ତି ହୋଇଛନ୍ତି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଡାଃ ବି.ଆର ଆମ୍ବେଦକର କହିଥିଲେ […]

Continue Reading

ଭାଇରାଲ୍ ଭିଡିଓ ଭାରତରୁ ନୁହେଁ ବରଂ ପାକିସ୍ତାନର ଅଟେ।

ସୋସିଆଲ ମିଡିଆରେ ଏକ 33 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବିଦ୍ୟୁତ ଚୋରି ବନ୍ଦ କରିବାକୁ ଆସିଥିବା ଅଧିକାରୀମାନଙ୍କୁ ଜଣେ ମୁସ୍ଲିମ ବ୍ୟକ୍ତି ଧମକ ଦେଉଛି। ଭିଡିଓରେ ଉକ୍ତ ବ୍ୟକ୍ତି ଜଣକ ମିଟର ସ୍ଥାପନ କରିବା ଏବଂ ବେଆଇନ ସଂଯୋଗ ହଟାଇବା ବିଷୟରେ କଥାବାର୍ତ୍ତା କଲାବେଳେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଭିଡିଓ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଭାଇରାଲ ଭିଡିଓ ଭାରତର ଅଟେ। ଭାଇରତରେ ମୁସ୍ଲିମମାନଙ୍କର ଏପରି ଦାଦାଗିରି […]

Continue Reading

ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସାମ୍ବାଦିକ ଏକ ସରକାରୀ ବିଦ୍ୟାଳୟରେ କିଛି ଶିକ୍ଷକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଶିକ୍ଷକଙ୍କୁ ଗଣିତ ଏବଂ ସଂସ୍କୃତ ବିଷୟ ନେଇ ସରଲ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶିକ୍ଷକ ମାନେ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି। ଜାଣିବାକୁ ମିଳିଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ତାଙ୍କ ସ୍ଵାମୀ ଏବଂ ଅନ୍ୟ ଏକ ଅଧ୍ୟାପକଙ୍କ ସ୍ଥାନରେ ତାଙ୍କ […]

Continue Reading

କ’ଣ ବାଇକରେ କମ୍ ପେଟ୍ରୋଲ ଥିବା କାରଣରେ ଜଣେ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବାଇକ୍ ଚାଳକଙ୍କ ଜରିମାନାର ଚାଲାଣର ଫୋଟୋ ଭାଇରାଲ ହେଉଛି। କେରଳରେ ବାଇକରେ ଯଥେଷ୍ଟ ପେଟ୍ରୋଲ୍ ନଥିବା କାରଣରୁ ଚାଳକଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିଥିବା ଜଣା ପଡ଼ିଛି। ଏହା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ କ’ଣ ଏପରି କୌଣସି ନିୟମ ଅଛି କି? କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଚାଲାଣ ବାଇକରେ ପେଟ୍ରୋଲ୍ କମ୍ ଥିବା […]

Continue Reading

କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତର ସମ୍ବିଧାନର ଧାରା ୩୦ ଏବଂ ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି। ପୋଷ୍ଟରେ ଦୁଇଟି ଧାରା ମଧ୍ୟରେ ପାର୍ଥକ୍ୟ ଦେଖାଇ ପ୍ରମାଣ କରା ଯାଇଛି ଯେ କେଉଁ ପ୍ରକାରରେ ଆମ ସମ୍ବିଧାନରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଧର୍ମଙ୍କ ମଧ୍ୟରେ ଦେଶରେ ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇଛି।  ଦାବି ଅନୁଯାୟୀ ଧାରା ୩୦(କ) ଅନୁସାରେ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମର […]

Continue Reading

ବାଙ୍ଗଲାଦେଶର ଭିଡିଓକୁ ଦିଲ୍ଲୀରେ ମୁସ୍ଲିମମାନେ ହିନ୍ଦୁ କାଉଁଡି ବାଲାଙ୍କୁ ମାରିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମୁସ୍ଲିମ ଲୋକ ହିନ୍ଦୁମାନଙ୍କୁ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କାଉଁଡିବାଲାଙ୍କ ଉପରେ ମାଂସ ଫିଙ୍ଗିବା ସହ ତାଙ୍କୁ ମୁସ୍ଲିମମାନେ ମାଡ଼ମାରୁଛନ୍ତି।  ଭାଇରାଲ ଭିଡିଓ ସହିତ ୟୂଜର୍ସ ଲେଖିଛନ୍ତି ଯେ,- ଆହା କି ସୁନ୍ଦର ଭାଇଚାରା ,ଦିଲ୍ଲୀ ସିଲମପୂରରେ କାଉଡି ଯାତ୍ରାରେ ସାମିଲ ଥିବା କାଉଡ଼ିଆ ମାନଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗା ଯାଇଛି ମୁସଲିମ ମାନଙ୍କ ଦ୍ୱାରl.ଅଭିନନ୍ଦନ ଭାଇଚାରା […]

Continue Reading

ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ […]

Continue Reading

କ’ଣ ଜଣେ ମୌଲବୀଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଥିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ଜଣେ ମୌଲବୀଙ୍କ ସ୍ସାହିତ ଏକ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମୌଲବୀଙ୍କୁ ତାଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି। ଭାଇରାଲ ଭିଡିଓର କମେଣ୍ଟରେ ଲୋକେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେପରିକି ଏହି ଭିଡିଓ ଭାରତର ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ପାକିସ୍ତାନର ଅଟେ […]

Continue Reading

କ’ଣ ଭାଇରାଲ ଭିଡିଓରେ ଇନ୍ଦୋରରେ ଯୁବକ ମାନେ ଟ୍ରକର ହର୍ନରେ ତାଳ ଦେଇ ନାଗିନ ଦାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତା ଉପରେ କିଛି ଯୁବକଙ୍କ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଟ୍ରକ୍ ନାଗିନ ଗୀତର ହର୍ଣ୍ଣ ବାଯାଇଥିବାରୁ ଯୁବକ ମାନେ ରାସ୍ତାରେ ନାଚିବା ଆରମ୍ଭ କରିଥିଲେ।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ଇନ୍ଦୋର ସହରର ଘଟଣା ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରା ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।

ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।  Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]

Continue Reading

ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ରାଜସ୍ଥାନର ଉଦୟପୁର, ଏବଂ ମହାରାଷ୍ଟ୍ରର ଅମରାବତି ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ସମ୍ବିଧାନ ସଂକଲ୍ପ ଯାତ୍ରା ନାମର ଏକ ରେଲି ଦିଲ୍ଲୀରେ ଆୟୋଜିତ କରିଥିଲା। ଦିଲ୍ଲୀର ମଣ୍ଡୀ ହାଉସ ଅଞ୍ଚଳରୁ ଯନ୍ତର ମନ୍ତର ଅଞ୍ଚଳ ତକ ଏହି ରେଲି କରା ଜୀବ ଯେଉଁଥିରେ ୫୦ ହଜାର ଲୋକେ ଯୋଗଦାନ ଦେବେ ବୋଲି ଦାବୋ କରା ଯାଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ […]

Continue Reading

କ’ନ ଭାଇରାଲ ଫୋଟୋରେ ନୁପୁର ଶର୍ମା ବିବାଦର ଶୁଣାଣୀ କରିଥିବା ଜଜ୍ ପାଦ୍ରୀୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରାଏଙ୍କ ସହିତ ଭୋଜନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୁପ୍ରିମ୍ କୋର୍ଟରେ ନୁପୁର ଶର୍ମା ବିବାଦ ମାମଲାରେ ଶୁଣାଣୀ କରିଥା ଜଜ୍ ଜେ.ବି.ପାଦ୍ରିୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତଙ୍କ ନାମରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଜଜ୍ ପାଦ୍ରିୱାଲା ଏବଂ ଜଜ୍ ସୂର୍ଯ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରୋଏ ଏବଂ ଅନ୍ୟାନ୍ୟ ଲୋକଙ୍କ ସହିତ ଭୋଜନ କରୁଛନ୍ତି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋରେ […]

Continue Reading

ମଦୁରାଇ ଚିତୀରାଇ ପର୍ବର ଭିଜୁଆଲକୁ 2022 ପୁରି ରଥ ଯାତ୍ରା ଭିଜୁଆଲ୍ ଦାବିରେ ଭାଇରାଲ କରାଯାଉଛି।

ପୁରୀରେ ଜଗନ୍ନାଥଙ୍କ ରଥ ଯାତ୍ରାର ଭିଜୁଆଲ ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ରଥ ଟାଣୁଥିବାର ନଜର ଆସୁଛନ୍ତି। ରଥ ଯାତ୍ରା ଏକ ରଙ୍ଗୀନ ପର୍ବ, ଯାହା ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରତିବର୍ଷ ଜୁନ୍-ଜୁଲାଇରେ ପୁରୀକୁ ଆକର୍ଷିତ କରିଥାଏ। Rajesh Sahoo Swarnkar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, […]

Continue Reading

କ’ଣ ବନ୍ୟା ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଏକ ହାତୀ ରକ୍ଷା କରୁଥିବା ଭିଡିଓ ଭାରତର? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିକୁ ଗୋଟିଏ ହାତୀ ଉଦ୍ଧାର କରୁଛି। ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏହି ଘଟଣା ଭାରତରେ ଘଟିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ଥାଇଲାଣ୍ଡ ଦେଶର ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି, “ଏଥିପାଇଁ ସନାତନ […]

Continue Reading

କ’ଣ ଗାଡିରେ ଲାଗିଥିବା ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟିଏ ଛୋଟ ପିଲା ଗାଡି ସଫା କରିବା ବାହାନାରେ ଫାଷ୍ଟ୍ ଟ୍ୟାଗରୁ ଟଙ୍କା କ୍ଝୋରୀ କରୁଛି। ଭିଡିଓରର ୬ ସେକେଣ୍ଡ ଆମୟରୁ ୧୬ ସେକେଣ୍ଡ ସମୟ ମଧ୍ୟରେ ସେହି ଦୃଶ୍ୟ ଦେଖି ହେବ।  ଦାବି ଅନୁଯାୟୀ ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ ଅଟେ।  ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ […]

Continue Reading

ସଞ୍ଜୟ ରାଉତଙ୍କ ଭିଡିଓକୁ ଏଡିଟ୍ କରି କାନ୍ଦୁଥିବାର ଦାବି କରାଯାଉଛି।

ଦଳରେ ରାଜନୈତିକ ସଙ୍କଟ ବଢ଼ିବା ସହିତ ବହୁ ଶିବସେନା କର୍ମୀ ଦଳର ବିଦ୍ରୋହୀଙ୍କ ବିରୋଧରେ ମହାରାଷ୍ଟ୍ର ଏବଂ ଦିଲ୍ଲୀର ରାସ୍ତାରେ ଓହ୍ଲାଇଥିଲେ। ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାଙ୍କ ଶାସନ ପାଇଁ ପରସ୍ପର ସହ ଶକ୍ତି ସଂଗ୍ରାମରେ ଅଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥର ଶିବସେନା ନେତା ସଞ୍ଜୟ ରାଉତଙ୍କ କାନ୍ଦୁଛନ୍ତି। ଏହି ଭିଡିଓ ଫେସବୁକରେ ବହୁତ ଭାଇରାଲ ହେବାରେ ଲାଗିଛି।  […]

Continue Reading

କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ  ଭାରତର ଅଟେ।  Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]

Continue Reading

କ’ଣ ଜେଲରୁ ବାହାରିବା ପରେ ଆଜାମ ଖାନ ରାମ ଏବଂ କୃଷ୍ଣ ତାଙ୍କର ଆଦର୍ଶ ବୋଲି କହିଛନ୍ତି ?

27 ମାସ ଧରି ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ 20 ମଇରେ ଜେଲରୁ ମୁକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ, ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ “ଯୋଗୀ ଜି ମୋଗଲ ଆମର ଆଦର୍ଶ ନୁହଁନ୍ତି, ଆମର ଆଦର୍ଶ ହେଉଛି ରାମ, କୃଷ୍ଣ ଜୀ ମଧ୍ୟ ସେଠାରେ ଅଛନ୍ତି।” ଦାବି ହେଉଛି ଯେ ଜେଲରୁ ମୁକୁଳିବା ପରେ ସେ ଏହି ବିବୃତ୍ତି ଦେଇଛନ୍ତି। […]

Continue Reading

କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।  କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି। 

ନିକଟରେ ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ହେଇଥିବା ଖବର ସାମନାକୁ ଆସିଛି। ଏହି ଘଟଣାରେ ୧୦୦୦ ରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୪୦୦ ଲୋକେ ଆଘାତ ହୋଇଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ତାନରେ ଭୂକମ୍ପ ହେଇଥିବାରୁ ଭାରତ ସେଟାକୁ ସାହାଯ୍ୟତା ପଠାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ […]

Continue Reading

ସିରିଆରେ ଘଟିଥିବା ଘଟଣାକୁ ଇରାକରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିବା ମିଥ୍ୟା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ କିଛି ସୈନିକ ଲୋକମାନଙ୍କୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଇରାକର ଅଟେ। ଇରାକରେ ହିନ୍ଦୁ ଲୋକଙ୍କୁ ମୁସ୍ଲିମମାନେ ଏପରି ମାରୁଛନ୍ତି।  Shreeram Bhakt M ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇରାକ କ ବି ଦିନେ ଭାଇଚାରା ସହର ଥିଲା, କିଛି ହିନ୍ଦୁ ଇରାକ ରୁ ପଳାଇ ଆସିଲେ, […]

Continue Reading

ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ। 

ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗୁଥିବା ଆକ୍ରମଣାତ୍ମକ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି। ଦାବି ହେଉଛି ଯେ ମୁସଲମାନମାନେ ଦେଶର ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି। ଭିଜୁଆଲରେ ମାଓବାଦୀମାନେ ସବୁକିଛି ଫିଙ୍ଗିବା ସହୀତ, ଲୁହା ଏବଂ କାଠ ରଡରେ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରୁଥିବାର ଦେଖାଯାଉଛନ୍ତି। ଏବଂ ମୋବାଇଲ୍ ଫୋନ୍ ସହିତ ଘଟଣାକୁ ରେକର୍ଡ କରୁଛନ୍ତି। Suryavanshi Jayant ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, […]

Continue Reading

କ’ଣ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି।  ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରା ଯାଇଛି ଏବଂ କୁହା ଯାଇଛି ଯେ ଏହି ଲିଙ୍କ୍ ଦ୍ଵାରା ଜଣେ ଜାଣି ପାରିବେ ଯେ ତାଙ୍କ ନାମ ଲାଭ ପାଇବା ତାଲିକାବୁକ୍ତ ଅଟେ କି ନାହିଁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉନ୍ଥିରେ ପୋଲିସ ଗୋଟିୟୀ ଟ୍ରାକ୍ଟର ପିଛା କରି ତାକୁ ଜବତ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେହି ଟ୍ରାକ୍ଟର ପୋଲିସ କବଳରୁ ଖସି ପଳାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ ଓଡ଼ିଶାର ଅଟେ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରାଖଣ୍ଡ ରାଜ୍ୟରେ ପୋଲିସ ବାଲି ମାଫିଆକୁ ଧରୁଥିବାର ଏକ ପୁରୁଣା ଭିଡିଓକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଳ କରା ଯାଉଛି।  […]

Continue Reading

କ’ଣ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କାଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ।  ଫ୍ୟାକ୍ଟ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆରବିଆଇ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୬ ଜୁନରେ ଓଡ଼ିଶା ଭାସ୍କର ନିଜ […]

Continue Reading

କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

୨୯ ମଇ ୨୦୨୨ ରେ ଆମିର ଖାନଙ୍କ ଚଳଚିତ୍ର ଲାଲ ସିଂ ଚଦ୍ଧାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମଇଦାରେ ଏହା ନେଇ ଚର୍ଚ୍ଚା ଚାଲିଛି। ଏହା ଫରେଷ୍ଟ୍ ଗମ୍ପ ନାମକ ଏକ ହଲିୱୁଡ ସିନେମା ଉପରେ ଆଧାରିତ।  ଏହି ପ୍ରସଙ୍ଗରେ କରିନା କପୁରଙ୍କର ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ କରିନା କପୁର ଲୋକଙ୍କୁ ଲାଳ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ନିବେଦନ କରୁଛନ୍ତି। ଆପଣ […]

Continue Reading

ଡେନମାର୍କ ଦେଶରେ ନିର୍ମାଣ ହେଉଥିବା ଏକ ଟନେଲର ଫୋଟୋକୁ ଆସାମରେ ଅଣ୍ଡରୱାଟର ଟନେଲର ଫୋଟୋ ବୋଲି ଦାବି କରା ଯାଇଛି। 

୨୦୨୧ ମସିହାରେ ମୋଦୀ ସରକାର ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଟନେଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଅଣ୍ଡରୱାଟର ଟନେଲର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋଋ ଆସାମର ବ୍ରହ୍ମପୁତ୍ର ନଦୀ ତଳେ ନିର୍ମିତ ଭାରତର ପ୍ରଥମ ଟନେଲ ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ନ ଟନେଲ […]

Continue Reading

କ’ଣ ଏହି ଫୋଟୋ ଜ୍ଞାନବ୍ୟାପି ମସଜିଦର ଅଟେ ? ଜାଣନ୍ତୁ ସତ୍ୟତା…

ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ, ମିଥ୍ୟା ଦାବି ସହିତ ଅନେକ ଚିତ୍ର ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଏହି ସମୟରେ ଏକ ଫୋଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଜ୍ଞାନବ୍ୟାପି ମସଜିଦର  ଫୋଟୋ ବୋଲି ଦାବି କରାଯାଉଛି।  Parwez Khan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆପଣ ପ୍ରତ୍ୟେକ ବଡ ବଡ ମସଜିଦ୍ ଯିବେ ମସଜିଦ୍ […]

Continue Reading

କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ […]

Continue Reading

କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ। 

ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ।  ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍  […]

Continue Reading

ଇଣ୍ଡୋନେସିଆରେ ବ୍ରିଜ ଭୁଶୁଡ଼ିବା ଭିଡିଓକୁ ଆସାମର କହି ଭାଇରାଲ କରା ଯାଉହୋଇଛି ।

ଆସାମରେ ପ୍ରବଳ ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ମୌସୁମୀ ପୂର୍ବ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବର୍ଷା ହେତୁ ଆସାମରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିଥିବାର ଭିଡିଓରେ ସୋସିଆଲ ମିଡିଆରେ ଏକ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୁପରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓ ଆମକୁ ହ୍ୱାଟ୍ସ ଆପରେ ସେୟାର କରାଯାଇ ଲେଖା ଯାଇଛି ଯେ, ଲଗାତାର […]

Continue Reading

ୟାସିନ ମଲିକଙ୍କ ପତ୍ନୀ କାନ୍ଦିବାର ପୁରୁଣା ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କିଛି ଦିନ ପୁର୍ବରୁ ଆତଙ୍କବାଦୀ ପାଣ୍ଠିରେ ଦୋଷୀ ସାବ୍ୟସ୍ତ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାହା ପରେ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସୋସିଆଲ ପ୍ଲାଟଫର୍ମରେ ତାଙ୍କ ପତ୍ନୀ ମୁଶଲ ମଲିକଙ୍କ ଏକ ଭିଡିଓ ସେୟାର କରାଯାଉଛି। ଏଥିରେ ଆପଣ ତାଙ୍କ ପତ୍ନୀ କାନ୍ଦୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି କରାଯାଇଛି ଯେ,  ତାଙ୍କ ସ୍ୱାମୀ ଆଜିବନ କାରାଦଣ୍ଡ  ପାଇବା ମାତ୍ରେ ସେ କାନ୍ଦିବା […]

Continue Reading

ଭାଇରାଲ ଭିଡିଓ ଓଡ଼ିଶାରେ ଆସିଥିବା ‘ଆସାନି’ ସାଇକ୍ଲୋନର ଅଟେ? 

ମେ 10 ରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପରେ ସାଇକ୍ଲୋନିକ୍ ଝଡ ‘ଆସାନି’ର ପ୍ରଭାବ ପୂର୍ବାନୁମାନ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ସାଇକ୍ଲୋନିକ୍ ଆସାନି ଭୟଙ୍କର ହେବା ବଦଳରେ ଏକ ଅବସାଦରେ ଦୁର୍ବଳ ହୋଇଗଲା।  ସୋସିଆଲ ମିଡିଆରେ ଝଡ଼ର ଏକ ଭିଡିଓ ସେୟାର କରି ଦାବି ହେଉଛି ଯେ, ଏହି ଘୂର୍ଣ୍ଣିବଳୟର ଭୟଙ୍କର ଦୃଶ୍ୟ ହେଉଛି ଓଡିଶା ଗୋପାଳପୁରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟର। ଏଥିସହିତ ଅନ୍ୟ କିଛି ଉପଭୋକ୍ତା ଦାବି କରୁଛନ୍ତି ଯେ […]

Continue Reading

ଜ୍ଞାନବାପି ମସଜିଦ ନାମରେ ଭାଇରାଲ ଶିବଲିଙ୍ଗ ପ୍ରକୃତରେ ଓଡ଼ିଶାର ଭସେଣ୍ଡଶ୍ୱର ମନ୍ଦିରର ଅଟେ। 

ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ଏକ ଆଇନଗତ ଲଢେଇରେ ଜଡିତ। ଜ୍ଞାନବାପି ମସଜିଦର ଗଠନର ହିନ୍ଦୁ ଉତ୍ପତ୍ତି ଦାବିର ଯାଞ୍ଚ ପାଇଁ ବାରାଣାସୀ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) କୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନିଆ ଜ୍ଞାନବାପି ମସଜିଦ ସର୍ଭେ ଶେଷ ହେବା ପରେ ହିନ୍ଦୁ ଦଳର ଜଣେ ଓକିଲ ଦାବି କରିଛନ୍ତି ଯେ ମସଜିଦ କମ୍ପ୍ଲେକ୍ସରେ ଥିବା ଏକ ‘ୱାଜୁଖାନା’ କିମ୍ବା ଜଳଭଣ୍ଡାରରେ ଏକ ଶିବଲିଙ୍ଗ ମିଳିଛି। […]

Continue Reading

ବାରାଣାସୀରେ ଜ୍ଞାନବାପି ମସଜିଦ ବିବାଦ ସହିତ ଜୋଡ଼ି ଉଜୈନର ପୁରୁଣା ଭିଡିଓ ଭାଇରାଲ ହେଉଛି।

ଜ୍ଞାନବାପି ମସଜିଦକୁ ନେଇ ବିବାଦ ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବାରାଣାସୀର ଲୋକମାନେ ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ପାଇ ଆନନ୍ଦରେ ପାଳନ କରୁଛନ୍ତି ବୋଲି ଦାବି କରାଯାଉଛି। ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ କରାଯାଇଥିବା ସର୍ଭେରେ ହିନ୍ଦୁ ପାର୍ଶ୍ୱ ପକ୍ଷରୁ ଦାବି କରାଯାଇଥିଲା ଯେ ସେଠାରେ ଶିବଲିଙ୍ଗ ମିଳିଥିଲା। ଅନ୍ୟପକ୍ଷରେ ମୁସଲମାନ ଦଳ ଏହାକୁ ରଣା ବୋଲି କହୁଛନ୍ତି। Muna Bhai ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ […]

Continue Reading

ଜାଲୋରୀ ଗେଟ୍ ସଂଘର୍ଷ ସମୟରେ ରାଜସ୍ଥାନ ପୋଲିସକୁ ଲାଗିଥିବା ଆଘାତକୁ ନକଲି ନୁହଁ।

ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ରକ୍ତ ଜୁଡୁବୁଡୁ ବନ୍ଧା ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ, ପୋଲିସ୍ ରୁମାଲରେ ନାଲି ରଙ୍ଗ ବ୍ୟବହାର କରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ଦାବି କରୁଛନ୍ତି।  ଫେସବୁକ ୟୁଜର୍ସମାନେ ଦାବି କରିଛନ୍ତି ଯେ, ପୋଲିସ ମୁଣ୍ଡରେ କିମ୍ବା ହାତରେ କୌଣସି ପ୍ରକାରର ଆଘାତ ଚିହ୍ନ ନାହିଁ। ଇଦ୍ ପୂର୍ବରୁ ଜାଲୋରୀ ଫାଟକରେ ଇସଲାମିକ୍ ପତାକା ଉତ୍ତୋଳନ କରିବା ପରେ […]

Continue Reading

କ’ଣ ଅମୂଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍ ରେ ଏକ ଲିଙ୍କ୍ ଦିଆ ଯାଇଛି। ଦାବି ଅନୁଯାୟୀ ଅମୁଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ମାଗଣାରେ ୬୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି।  ଏହି ବିଷୟର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଆମ ଅନୁସନ୍ଧାନ:  ଆମେ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ପୂର୍ବରୁ […]

Continue Reading

ଶ୍ରୀକାକୁଲାମରେ ଆସାନି ଝଡ଼ରେ ସମୁଦ୍ରରେ ଦେଖା ଯାଇଥିବା ରଥ ସୁନାର ଅଟେ ? 

ସମ୍ପ୍ରତି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡିଶା, ତାମିଲନାଡୁ, ପୁଡୁଚେରୀ ଏବଂ ଏହାର ଆଖପାଖ ରାଜ୍ୟଗୁଡିକରେ ଏହି ଘୂର୍ଣ୍ଣିବଳୟ “ଆସାନି” କୁ ପ୍ରଭାବିତ କରିଛି। ଏଥି ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି।  ଦାବି ହେଉଛି ଯେ ଆସାନୀ ଝଡ଼ ଯୋଗୁଁ ସମୁଦ୍ରରେ ଏକ ସୁନା ରଥ କେଉଁ ଆଡୁ ଭାସି ଆସିଛି। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଖବର Focus Plus Odisha, ନ୍ୟୁଜ ଚ୍ୟାନେଲରେ ପୋଷ୍ଟ କରାଯାଇଛି। […]

Continue Reading

କ’ଣ ମସଜିଦ୍ ଖୋଳିବାରୁ ମାଟି ତଳୁ ହିନ୍ଦୁ ଦେବତା ନନ୍ଦୀଙ୍କ ମୁର୍ତ୍ତି ବାହାରିଲା ?

ସୋସିଆଲ ମିଡିଆରେ  ଏକ ଧାର୍ମିକ ସ୍ଥଳ ପାଖରେ ନନ୍ଦିଙ୍କ ମୁର୍ତ୍ତି ମାଟି ତଳେ ବାହାରିଥିବାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋଟୋ ସହ ଦାବି କରାଯାଇଛି ଯେ, ଏକ ମସଜିଦ୍ ତଳେ ଶିବଙ୍କ ବାହନ ନନ୍ଦିଙ୍କ ମୂର୍ତ୍ତି ମିଳିଛି। ଭାଇରାଲ ଫୋଟୋ କୁ ହିନ୍ଦୁ ମୁସ୍ଲିମ ମଧ୍ୟରେ ବିବାଦ ସୃଷ୍ଟି କରୁଥିବାର ଦେଖାଯାଇଛି। Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ତଳେ ନନ୍ଦୀ ବାବା ଉପରେ […]

Continue Reading

କ’ଣ ଏକ ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପରକୁ ପିଟୁଛନ୍ତି ?

ଏକ ନବ ବିବାହିତ ଦମ୍ପତି ମଞ୍ଚରେ ପରସ୍ପର ସହ ଲଢୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଏକ ବାସ୍ତବ ଜୀବନର ଘଟଣା ଭାବରେ ବ୍ୟାପକ ପ୍ରସାରିତ ହେଉଛି।  ଉପଭୋକ୍ତାମାନେ ଏହି ଭିଡିଓକୁ ଏକ ପ୍ରକୃତ ଘଟଣା ଭାବରେ ସେୟାର କରୁଛନ୍ତି ଯେଉଁଥିରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରିଛନ୍ତି, କାରଣ ତାଙ୍କୁ ଦେଇଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ଫୋଟୋ କ୍ଲିକ୍ କରିବାରେ ବ୍ୟସ୍ତଥିଲେ। ଉପଭୋକ୍ତାମାନେ ଏହି ଭିଡିଓକୁ ନିମ୍ନରେ ଦେଖାଯାଇଥିବା ପରି ବ୍ୟଙ୍ଗାତ୍ମକ କ୍ୟାପସନ୍ ସହିତ […]

Continue Reading

ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ। ଭାଇରାଲ ଲିଙ୍କ୍ ଏକ ସ୍କାମ୍ ଅଟେ। 

ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଲିଙ୍କ୍ ଦିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଲିଙ୍କ୍ ରେ କ୍ଲିକ୍ କରି ଜନସାଧାରଣ ଲୋକେ ଇଣ୍ଡିଆ ପୋଷ୍ଟ ଦ୍ଵାରା ଜାରି କରା ଯାଇଥିବା ସବସିଡିର ଲାଭ ପାଇ ପାରିବେ।  ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

କୋଲ୍ଡ ଡ୍ରୀଙ୍ଗ୍ସରେ ଇବୋଲା ଭୂତାଣୁ ମିଶାଇ ସଂକ୍ରମିତ କରାଯାଉଛି ? ଅଲଗା ଅଲଗା ସମୟର ଫୋଟୋ କୁ ମିଶାଇ ମିଥ୍ୟା ଦାବିରେ ଖବର ଭାଇରାଲ

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକଙ୍କ ମୃତ ଶରୀର ପଡ଼ିଥିବାର ଦେଖାଯାଉଛି। ଏହା ଛଡ଼ା ଥଣ୍ଡା ବୋତଲ ଏବଂ ପୁଲିସ ତଦନ୍ତ କରୁଥିବାର ଦେଖାଯାଉଛି। ଭାଇରାଲ ଫୋଟୋ ସହ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଲୋକମାନେ ମାଜା , ଫାଣ୍ଟା, କୋକାକୋଲା, ଇତ୍ୟାଦି ଥଣ୍ଡା ପାନୀୟ ପୀ ମୃତ୍ୟୁବରଣ କରିଛନ୍ତି। ବାଇଦ୍ରାବାଦ ପୋଲିସ ସୂଚନା ଦେଇଛନ୍ତି ଯେ, ଦୟାକରି ଆଗାମୀ କିଛି ଦିନ ପାଇଁ ମାଜା, ଫାଣ୍ଟା,7ଅପ, କୋକା କୋଲା, […]

Continue Reading

ମୁସ୍ଲିମ ସମୁଦାୟ ଲୋକମାନେ ଟ୍ରେନ ଉପରେ ପଥର ଫିଙ୍ଗୁଛନ୍ତି ?

ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଉତ୍ସବରେ ଭାରତର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଥିଲା, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସୋସିଆଲ ମିଡିଆରେ ହିଂସା ର ଅନେକ ଚିତ୍ର ଏବଂ ଭିଡିଓ ସେୟାର କରିଥିଲେ। ଏହି ସମୟରେ, କିଛି ପୁଅ ଟ୍ରେନରେ ପଥର ଫିଙ୍ଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓକୁ ନେଇ ୟୁଜର୍ସମାନେ ଦାବି କରିଛନ୍ତି ଯେ ଏହି ଭିଡିଓରେ ମୁସଲମାନମାନଙ୍କର ଏକ ଗୋଷ୍ଠୀ ଟ୍ରେନରେ ପଥର ଫିଙ୍ଗିଥିବାର ଦେଖାଯାଉଛି।  Nilanchal Pradhan […]

Continue Reading

କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗି ଯାଇଥିଲା। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ dfsdfsdf ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ ରେ […]

Continue Reading

ଅଲଗା ଅଲଗା ସମୟ ଏବଂ ଜାଗାର ଫୋଟୋ ଏବଂ ଭି଼ଡିଓ କୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକୁ ଏକ ଭିଡିଓ ଏବଂ ଏକ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଜଣେ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଏହା ସହ ଅନ୍ୟ ଏକ ଫୋଟୋରେ ଜଣେ ବ୍ୟକ୍ତୀ ପୋଲିସ କର୍ମିର ମହଁକୁଧରୀ ଧମକ୍କୀ ଦେଉଥିବାର ଦେଖାଯାଉଛି। ଏହି ଘଟଣା ଜାହାଙ୍ଗୀରପୁରୀର ବୋଲି ଦାବି କରାଯାଉଛି। Debasish Grahacharya ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ଏବଂ ଫୋଟୋ ସେୟର କରିଛନ୍ତି। ପୋଷ୍ଟ […]

Continue Reading

କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

ଦୁଇଟି ଏୟାର ହଷ୍ଟେସ୍ ଏୟାର ଇଣ୍ଡିଆ ବିମାନ ନିକଟରେ ଛିଡା ହୋଇଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଟାଟା କମ୍ପାନୀରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀକୁ ନିକଟରେ ଏୟାର ହଷ୍ଟେସ ପଦବୀରୁ ଇଣ୍ଟର୍ନାଲ ଏଫେୟାର୍ସ ପଦବୀରେ ବଦଳି କରିଛି। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆ ଯାଇଥିବା ଦାବି କରା ଯାଇଛି।  ଆମକୁ ଏହି ଦାବିର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆମ ଫ୍ୟାକ୍ଟ ଲାଇନ ନମ୍ବର […]

Continue Reading

ୟୁପିର ପୁରୁଣା ଭିଡିଓ ମଧ୍ୟପ୍ରଦେଶରେ ରାମ ନବମୀ ଶୋଭାଯାତ୍ରାରେ ମହିଳାମାନେ ପଥର ଫିଙ୍ଗିବା ପାଇଁ ଗିରଫ ହୋଇଥିବା ଦାବିରେ ଭାଇରାଲ ହେଉଛି।

ପୋଲିସ  ମହିଳାଙ୍କୁ ଗିରଫ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେମାନେ ମଧ୍ୟପ୍ରଦେଶର ଖାର୍ଗୋନ ସ୍ଥିତ ରାମ ନାଭାମି ଶୋଭାଯାତ୍ରାରେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଉଛି।ଅନେକ ଫେସବୁକ୍ ବ୍ୟବହାରକାରୀ ଏହି ଭିଡିଓ ସେୟାର କରିଛନ୍ତି। ପୋଷ୍ଟରେ ଦର୍ଶାଯାଇଛି ଯେ ରାମ ନବମୀଙ୍କ ଦିନ ପଥର ଫିଙ୍ଗିବା ଘଟଣାରେ ସମ୍ପୃକ୍ତ ଥିବା ଭିଡିଓରେ ଥିବା ମହିଳାମାନଙ୍କୁ ଗିରଫ କରାଯାଉଛି। Debasish Grahacharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀ ଅବସରରେ ଗ୍ରାହକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀରେ ଗ୍ରାହକ ମାନଙ୍କୁ ମାଗଣା ଉପହାର ଦେଉଛି।  ଏହି ମେସେଜର ଫ୍ୟାକ୍ଟ ଚେକ୍ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ମାଧ୍ୟମରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମେସେଜ୍ ଏକ ସ୍କ୍ୟାମ୍ ଅଟେ।  […]

Continue Reading

କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି? ୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି […]

Continue Reading

କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ […]

Continue Reading

ଭାଇରାଲ ଭିଡିଓ ଭଦ୍ରକ ରାମ ନବମି ଉତ୍ସବର ଅଟେ ?

ସୋସିଆଲ ମିଡିଆରେ ରାମ ନବମି ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ କମଳା ପତାକା ଧରି ନାଚୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଆ ସହିତ ଦାବି କରାଯାଇଛି ଯେ, ଇତିହାସ ରଚିଲା ଭଦ୍ରକ, ସାରା ଭାରତ ଦେଖିଲା ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ। 11 ଏପ୍ରଲରେ Manas Kumar Sahu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

ଆମେରିକାର ଷ୍ଟେଟ୍ ଅଫ୍ର ରୋଡ୍ ଆଇଲେଣ୍ଡ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଘାରକୁ ସ୍ଵୀକୃତି ଦେଇ ନାହିଁ। 

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା ନିର୍ମିତ ଦି କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ଏକ ଲହର ସୃଷ୍ଟି କରିଛି। ଏହି ସିନେମା ୧୯୯୦ରେ କାଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଜନସଂହାର ଉପରେ ଆଧାରିତ ଅଟେ।  ଏହା ଜଡିତ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ, କାଶ୍ମୀର ହିନ୍ଦୁ ଜନସଂଘାରକୁ ଆନୁଷ୍ଠାନିକ ଭାବରେ ସ୍ଵୀକୃତି ଦେଇଛି। ୩୨ ବର୍ଷ ପରେ ଏହି ଯନ୍ତ୍ରଣାକୁ […]

Continue Reading

ସ୍ୱିଜରଲ୍ୟାଣ୍ଡର ଫୁଟବଲ ସମର୍ଥକଙ୍କ ଭିଡିଓକୁ କୋଲକତା ନାମରେ ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ….

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ରାସ୍ତାରେ ଯାଉଥିବା ଲୋକଙ୍କୁ ବାଡ଼ିରେ ଧକ୍କା ଦେଇଥିବାର ଦେଖିପାରିବେ। ଏହା ସହିତ ଏହି ଭିଡିଓ ପଶ୍ଚିମବଙ୍ଗର କୋଲକାତା ବୋଲି ଦାବି କରାଯାଉଛି। ସେଠାରେ ମୁସଲମାନ ଲୋକମାନେ ରାସ୍ତାରେ ଚାଲୁଥିବା ଯାନର ମୁଣ୍ଡ ଭାଙ୍ଗୁଛନ୍ତି କାରଣ ସେମାନଙ୍କୁ ସେଠାରେ ପ୍ରାର୍ଥନା କରିବାକୁ ପଡିବ। ଭାଇରାଲ  ଭିଡିଓରେ ପୋଷ୍ଟ କରାଯାଇଛି ଯେ, ଏଭଳି ଦୃଶ୍ୟ ପାକିସ୍ତାନରେ ନୁହେଁ ମମତାଜ୍ ବେଗମଙ୍କ ପଶ୍ଚିମବଙ୍ଗର….ଏଠାରେ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ନୁହେଁ […]

Continue Reading

ସୁଟକେସରେ ଏକ ଝିଅର ଶବକୁ ନେଇ ଯାଉଥିବା ମୁସ୍ଲିମ ଯୁବକ  ଘଟଣା ପ୍ରେମ ଜିହାଦର ନୁହେଁ।

ସୋସିଆଲ ମିଡିଆରେ ଏକ ସୁଟକେସରେ ମୃତ ଦେହ ସହ ଏକ ଝିଅର ଫଟୋ ସେୟାର କରି ଦାବି ହେଉଛି ଯେ ଜଣେ ମୁସଲମାନ ବାଳକ ହିନ୍ଦୁ ଝିଅକୁ ହତ୍ୟା କରିଛି। ଏହା ଲଭ ଜିହାଦର ଘଟଣା ଅଟେ। ସେମାନେ ଏହା ମଧ୍ୟ କହୁଛନ୍ତି ଯେ ଝିଅଟି ହୋଟେଲକୁ ଆସିବା ପୂର୍ବରୁ ଜୀବିତ ଥିଲା। ଭିଡିଓରେ ଲୋକମାନେ ଏହି ପିଲାକୁ ତାଙ୍କ ନାମ ଏବଂ ତାଙ୍କୁ ହତ୍ୟା କରିବାର କାରଣ ପଚାରିଥିବାର ନଜର ଆସିଛନ୍ତି। ଏହି କଥା ଉତ୍ତରାଖଣ୍ଡର […]

Continue Reading

ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।

ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ […]

Continue Reading

ଆନ୍ଧ୍ରପ୍ରଦେଶ ମଦ ତସ୍କରି ଭିଡିଓକୁ କର୍ଣ୍ଣାଟକରେ ବୁର୍ଖା ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

ଚାଲୁଥିବା ହିଜାବ ବିବାଦକୁ ନେଇ  ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟରେ ଏକ  ଭିଡିଓ ଭାଇରାଲ ହେଉଛି  ଯେଉଁଥିରେ ଜଣେ ପୋଲିସ ଜଣେ ବୁର୍ଖା ପିନ୍ଧିଥିବା ବ୍ୟକ୍ତିଙ୍କୁ ମୁହଁ ଦେଖାଇବାକୁ କହୁଛନ୍ତି।  ଏହା ପରେ ବ୍ୟକ୍ତି ଜଣକ ବୁର୍ଖା ଉଠାଇବା ପରେ ବୁର୍ଖାରେ ଜଣେ ପୁରୁଷଥିବାର ଦେଖାଗଲା। ଏବଂ ବ୍ୟକ୍ତି ଜଣକ ମଦ କାରବାର କରୁଥିଲେ।  ଦାବିରେ ଦର୍ଶାଯାଇଛି ଯେ ଭିଡିଓରେ ଗିରଫ ହୋଇଥିବା ବ୍ୟକ୍ତି ବୁର୍ଖା ଆନ୍ଦୋଳନରେ […]

Continue Reading

109 ବର୍ଷ ବୌଦ୍ଧ ବୃଦ୍ଧଙ୍କୁ 163 ବର୍ଷ ବୌଦ୍ଧ ଭିକ୍ଷୁ ମିଥ୍ୟା ଦାବିରେ  ଭାଇରାଲ୍ କରାଯାଉଛି।

ସୋସିଆଲ ମିଡିଆରେ ଜଣେ ଦୁର୍ବଳ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ହିମାଳୟ ବୌଦ୍ଧ ଏବଂ ତାଙ୍କ ବୟସ 163 ବର୍ଷ। ଆମର ଅନୁସନ୍ଧାନରେ, ଏହି ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ଭିଡିଓଟି ଥାଇଲ୍ୟାଣ୍ଡର 109 ବର୍ଷିୟ ଲୁଆଙ୍ଗ ଫୋ ୟାଇଙ୍କର ଏବଂ ତାଙ୍କ ବୟସ 109 ବର୍ଷ ଅଟେ।  24 ଫେବୃଆରିରେ Odisha Bhaskar ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଆଲୋକିତ କରାଯାଇଥିଲା ?

 ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଥିବା ଏକ କଲେଜରେ ମୁସ୍କାନ ଖାନ ନାମକ ଜଣେ ବୁର୍ଖା ପିନ୍ଧିଥିବା ଛାତ୍ରଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଅନେକେ ତାଙ୍କୁ ‘କର୍ଣ୍ଣାଟକରେ ପ୍ରୋ-ହିଜାବ ବିରୋଧର ଚେହେରା’ ବୋଲି କହିଥିଲେ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରାଯାଇ ଦାବି କରାଯାଉଛି ଯେ, ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଲଗାଇଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି […]

Continue Reading

ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ ? 

ବଲିଉଡ଼ ନାୟୀକା ରାକ୍ଷୀ ସାୱନ୍ତ ପୁଣିଥରେ ସର୍ଚ୍ଚାରେ। କର୍ଣ୍ଣାଟକରେ ହିଜାବକୁ ନେଇ ଚାଲୁଥିବା ବାବାଦକୁ ନେଇ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାକ୍ଷୀ ସାୱନ୍ତଙ୍କର ହିଜାବ ସମ୍ଭନ୍ଧିତ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାକ୍ଷି ସାୱ୍ନନ୍ତ  ଏବଂ ସାରା ଖାନ ହିଜାବର ବିରୋଧ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଲା। Kattar Hindu Jagdish ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ହିଜାବ ପାଇଁ ପ୍ରଦର୍ଶନ କରୁଥିବା ମହିଳା ନାଲି ଡ୍ରେସରେ ଏପରି ଫଟୋ କ୍ଲିକ କରିଛନ୍ତି ? ଜାଣନ୍ତୁ ସତ୍ୟତା।

ଗତ କିଛି ଦିନ ହେବ କର୍ଣ୍ଣାଟକର କଲେଜ କ୍ୟାମ୍ପସରେ ହିଜାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳାର ଫଟୋ ସେୟାର କରି ଦାବି କରାଯାଉଛି ଯେ, ଏ ସେହି ଯୁବତୀ ଯିଏ କର୍ଣ୍ଣାଟକ କଲେଜରେ ବୁର୍ଖା ପିନ୍ଧିବାପାଇଁ ଆଲ୍ଲା ହୁ ଅକବର ନାରା ଦେଉଥିଲା – UPର ମୌଲାନା ଖୁସିହୋଇ […]

Continue Reading

ହିଜାବ ବିବାଦରେ ମୁସଲମାନ  ଝିଅମାନଙ୍କ ଉପରେ ପାଣି ଫିଙ୍ଗିବାର ଖବର ମିଥ୍ୟା ଅଟେ।

 ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ  ହିଜାବ ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ଉପରେ ପାଣି ପକାଯାଉଛି। ଏହି ପୋଷ୍ଟର ଭିଡିଓରେ କିଛି ଝିଅ ବୁର୍ଖା ପିନ୍ଧି ରାସ୍ତାରେ ଦଉଡୁଥିବାର ଦେଖାଯାଉଛନ୍ତି ଏବଂ କିଛି ଯୁବକ ରାସ୍ତା କଡ଼ରୁ ପାଣି ଫିଙ୍ଗୁଥିବାର ଦେଖାଯାଉଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶ୍ରୀଲଙ୍କାର ପୂର୍ବା ଅଂଚଳ ବିଶ୍ୱବିଦ୍ୟାଳୟର ସିନିୟର ଏବଂ ଜୁନିଅରମାନଙ୍କୁ ପାଣି ଫିଙ୍ଗିବାର କ୍ୟାମ୍ପସର ଭିଡିଓ କୁ ହିଜାବ ବିବାଦ ସହିତ ଜୋଡ଼ି ପୋଷ୍ଟ ଭାଇରାଲ […]

Continue Reading

କ’ଣ ସଲମାନ ଖାନ ଏବଂ ଆମିର ଖାନ ହିଜାବ ବିବାଦର ଯୁବତୀକୁ ୩ କୋଟି ଧନରାଶି ଦାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦରେ ମିଥ୍ୟା ଏବଂ ବିଭାରାନ୍ତକାରୀ ଖବର ମଧ୍ୟ ବୃଦ୍ଧି ପାଉଛି। ଏକ ଭାଇରାଲ ପୋଷ୍ଟର ଦାବି ଅନୁଯାୟୀ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ହିଜାବ ଯୁବତୀ ନାମରେ ଜଣା ଯାଉଥିବା ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦାନ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୧୫ ଫେବୃଆରିରେ ଦୀପକ ମଲ୍ଲିକ ନାମକ ଜଣେ […]

Continue Reading

2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ହିଜାବ ଆନ୍ଦୋଳନ ସମୟରେ ଦଙ୍ଗାର ଏହି ଭିଡିଓ କର୍ଣାଟକାରେ ଘଟିଛି? ଜାଣନ୍ତୁ ସତ୍ୟ। 

କର୍ଣାଟକାରେ ଚାଲିଥିବା ହିଜାବ ବିବାଦ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ରହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବିଜେପିର ସ୍କାର୍ଫ ପିନ୍ଧି ଲୋକଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଏହି ଭିଏଅ ସେଯାର କରି ଦାବି କରା ଯାଇଛି ଯେ ବର୍ତ୍ତମାନ କର୍ଣାଟକାର ଜନତା ତାତିବା ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରିଲା ପରେ ଜାଣିବାକୁ ପାଇଲା ଯେ ଏହି ଭିଡିଓର କର୍ଣାଟକା କିମ୍ବା […]

Continue Reading

ଭାଇରାଲ ଭିଡିଓରେ କଲେଜ ପିଲାମେନ ତ୍ରିରଙ୍ଗା ଓହ୍ଲାଇ କମଳା ରଙ୍ଗଲ ପତାକା ଉଡ଼ାଉଛନ୍ତି ?

କର୍ଣ୍ଣାଟକରେ ହିଜାବ ପିନ୍ଧିଥିବା ମୁସଲମାନ ବାଳିକା ଛାତ୍ରଙ୍କ ପ୍ରସଙ୍ଗ ଗରମ ହେବାରେ ଲାଗିଛି। ହିଜାବ ବିବାଦ କାରଣରୁ ମଙ୍ଗଳବାର ରାଜ୍ୟର ବିଭିନ୍ନ ସହରରେ ହିଂସା ମଧ୍ୟ ଆରମ୍ଭ ହୋଇଥିଲା। ଶିମୋଗା ସହରର ସରକାରୀ କଲେଜରେ କିଛି ଛାତ୍ରଙ୍କ ପୋଲ ଉପରେ କମଳା ରଙ୍ଗର ପତାକା ଉତ୍ତୋଳନ କରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ବିଷୟରେ ଦାବି କରାଯାଉଛି ଯେ ଏହି ଛାତ୍ରମାନେ କଲେଜରେ ତ୍ରିକୋଣୀୟ ପତାକା ଉତ୍ତୋଳନ କରି ଜାଫର ପତାକା ଉତ୍ତୋଳନ […]

Continue Reading

କ’ଣ ଗୁଗୁଲ ହ୍ୟାକ୍ କରିଥିବା ଛାତ୍ରଙ୍କୁ ୩.୬୬ କୋଟି ଟଙ୍କାର ଚାକିରି ଅଫର କରା ଯାଇଛି? ଜାଣନ୍ତୁ ସତ୍ୟ। 

ବିହାରର ଜଣେ ଛତ୍ର ଗୁଗୁଲର ଇଞ୍ଜିନକୁ ହ୍ୟାକ କରିଛି ଏବଂ ଗୁଗୁଲ ଏହା ଜାଣିବା ପରେ ତାଙ୍କୁ ୩.୬୬ କୋଟି ଟଙ୍କା ବେତନ ସହିତ ଚାକିରି ଦେଇଛି। ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି।  ରଞ୍ଜିତ କୁମାର ପଣ୍ଡିତ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ଏହି ଛାତ୍ରଙ୍କ ନାମ ହେଉଛି ଋତୁରାଜ, IIT ମଣିପୁରର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି ଋତୁରାଜ। ଗତ ୫ […]

Continue Reading

କ’ଣ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଖାନ ଛେପ ପକାଇଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଦେଶ ପାଇଁ ଏକ ଦୁଖଦ ଖବର ସାମନାକୁ ଆସିଛି। ସୁର କୋକିଲା ଏବଂ ଦେଶର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ଗତ ମାସ କରୋନା ଆକ୍ରାନ୍ତ ହୋଇଥିବାରୁ ଲତା ମଙ୍ଗେଶକରଙ୍କୁ ମୁମ୍ବଇର ବ୍ରିଚ୍ କେଣ୍ଡି ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଟାଙ୍କିଉ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସିନେମା ଜଗତ, ନେତା ଏବଂ ଅନ୍ୟାନ୍ୟ ସେଲିବ୍ରେଟି ମାନେ ନିଜ ଯୋଗଦାନ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ ମଧ୍ୟ ଥିଲେ।  ବର୍ତ୍ତମାନ ସୋସିଆଲ […]

Continue Reading

2019 ଅଜମେର ଭିଡିଓକୁ ବର୍ତ୍ତମାନ ଉତ୍ତରପ୍ରେଦଶ ନିର୍ବାଚନ ସହ ଜୋଡ଼ି ଭାଇରାଲ କରାଯାଉଛି।

ୟୁପି ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରିକ୍ରିୟା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ 26 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଭାରତୀୟ ଜନତା ଦଳର ନେତା ଉପରେ ମାଡ଼ ହେଉଥିବାର ହେଖାଯାଉଛି।   ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି […]

Continue Reading

କ’ଣ ପୋଲିସ  RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା  ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?

ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ  ପୋଲିସ ଦ୍ୱାରା ଛାତ୍ରମାନେ  ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି ?

ପୋଲିସ୍ କର୍ମଚାରୀଙ୍କ ଏକ ଜାତୀୟ ସଙ୍ଗୀତ ଗାନ କରିବାକୁ ବାଧ୍ୟ କରୁଥିବା ଏକ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହ ଦାବି କରାଯାଇଛି ଯେ, କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି। ଭିଡିଓରେ ପୋଲିସ କର୍ମଚାରୀମାନେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଜଣେ ଯୁବକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ […]

Continue Reading

ବିହାରରେ ଛୁରୀରେ ଝିଅକୁ ଆଘାତ କରିଥିବା ଘଟଣା ‘ଲଭ ଜିହାଦ’ର ମାମଲା ଅଟେ ?

ରାସ୍ତାର ମଝିରେ ଜଣେ ଝିଅ ଉପରେ ହୋଇଥିବା ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସେୟାର କରି ଦାବି କରାଯାଉଛି ଯେ ଅଷ୍ଟମ ଶ୍ରେଣୀର ଛାତ୍ରି ‘ଲଭ ଜିହାଦ୍’କୁ ବିରୋଧ କରିବାରୁ ଜଣେ ମୁସଲମାନ ବାଳକ ତାଙ୍କୁ ଛୁରୀରେ ଆଘାତ ଦେଇ ଆହତ କରିଛି। ଭିଡିଓରେ ଝିଅକୁ ପିଲାଟି ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭିଡିଓରେ ଝିଅକୁ ମାରୁଥିବା ପିଲା ମୁସ୍ଲିମ ଥିବା ବେଳେ ଝିଅଟି ହିନ୍ଦୁ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading