ଆନ୍ଧ୍ରପ୍ରଦେଶ ମଦ ତସ୍କରି ଭିଡିଓକୁ କର୍ଣ୍ଣାଟକରେ ବୁର୍ଖା ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

ଚାଲୁଥିବା ହିଜାବ ବିବାଦକୁ ନେଇ  ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟରେ ଏକ  ଭିଡିଓ ଭାଇରାଲ ହେଉଛି  ଯେଉଁଥିରେ ଜଣେ ପୋଲିସ ଜଣେ ବୁର୍ଖା ପିନ୍ଧିଥିବା ବ୍ୟକ୍ତିଙ୍କୁ ମୁହଁ ଦେଖାଇବାକୁ କହୁଛନ୍ତି।  ଏହା ପରେ ବ୍ୟକ୍ତି ଜଣକ ବୁର୍ଖା ଉଠାଇବା ପରେ ବୁର୍ଖାରେ ଜଣେ ପୁରୁଷଥିବାର ଦେଖାଗଲା। ଏବଂ ବ୍ୟକ୍ତି ଜଣକ ମଦ କାରବାର କରୁଥିଲେ।  ଦାବିରେ ଦର୍ଶାଯାଇଛି ଯେ ଭିଡିଓରେ ଗିରଫ ହୋଇଥିବା ବ୍ୟକ୍ତି ବୁର୍ଖା ଆନ୍ଦୋଳନରେ […]

Continue Reading

109 ବର୍ଷ ବୌଦ୍ଧ ବୃଦ୍ଧଙ୍କୁ 163 ବର୍ଷ ବୌଦ୍ଧ ଭିକ୍ଷୁ ମିଥ୍ୟା ଦାବିରେ  ଭାଇରାଲ୍ କରାଯାଉଛି।

ସୋସିଆଲ ମିଡିଆରେ ଜଣେ ଦୁର୍ବଳ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ହିମାଳୟ ବୌଦ୍ଧ ଏବଂ ତାଙ୍କ ବୟସ 163 ବର୍ଷ। ଆମର ଅନୁସନ୍ଧାନରେ, ଏହି ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ହେଉଥିବା ଭିଡିଓଟି ଥାଇଲ୍ୟାଣ୍ଡର 109 ବର୍ଷିୟ ଲୁଆଙ୍ଗ ଫୋ ୟାଇଙ୍କର ଏବଂ ତାଙ୍କ ବୟସ 109 ବର୍ଷ ଅଟେ।  24 ଫେବୃଆରିରେ Odisha Bhaskar ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଆଲୋକିତ କରାଯାଇଥିଲା ?

 ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଥିବା ଏକ କଲେଜରେ ମୁସ୍କାନ ଖାନ ନାମକ ଜଣେ ବୁର୍ଖା ପିନ୍ଧିଥିବା ଛାତ୍ରଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଅନେକେ ତାଙ୍କୁ ‘କର୍ଣ୍ଣାଟକରେ ପ୍ରୋ-ହିଜାବ ବିରୋଧର ଚେହେରା’ ବୋଲି କହିଥିଲେ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରାଯାଇ ଦାବି କରାଯାଉଛି ଯେ, ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଲଗାଇଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି […]

Continue Reading

ରିଖି ସାୱନ୍ତ ଏବଂ ସାରା ଖାନ ହିଜାବ ବିରୋଧ ମାନଙ୍କୁ ଜବାବ ଦେଲେ ? 

ବଲିଉଡ଼ ନାୟୀକା ରାକ୍ଷୀ ସାୱନ୍ତ ପୁଣିଥରେ ସର୍ଚ୍ଚାରେ। କର୍ଣ୍ଣାଟକରେ ହିଜାବକୁ ନେଇ ଚାଲୁଥିବା ବାବାଦକୁ ନେଇ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ରାକ୍ଷୀ ସାୱନ୍ତଙ୍କର ହିଜାବ ସମ୍ଭନ୍ଧିତ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାକ୍ଷି ସାୱ୍ନନ୍ତ  ଏବଂ ସାରା ଖାନ ହିଜାବର ବିରୋଧ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି ସ୍ପଷ୍ଟ ହେଲା। Kattar Hindu Jagdish ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ହିଜାବ ପାଇଁ ପ୍ରଦର୍ଶନ କରୁଥିବା ମହିଳା ନାଲି ଡ୍ରେସରେ ଏପରି ଫଟୋ କ୍ଲିକ କରିଛନ୍ତି ? ଜାଣନ୍ତୁ ସତ୍ୟତା।

ଗତ କିଛି ଦିନ ହେବ କର୍ଣ୍ଣାଟକର କଲେଜ କ୍ୟାମ୍ପସରେ ହିଜାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳାର ଫଟୋ ସେୟାର କରି ଦାବି କରାଯାଉଛି ଯେ, ଏ ସେହି ଯୁବତୀ ଯିଏ କର୍ଣ୍ଣାଟକ କଲେଜରେ ବୁର୍ଖା ପିନ୍ଧିବାପାଇଁ ଆଲ୍ଲା ହୁ ଅକବର ନାରା ଦେଉଥିଲା – UPର ମୌଲାନା ଖୁସିହୋଇ […]

Continue Reading

ହିଜାବ ବିବାଦରେ ମୁସଲମାନ  ଝିଅମାନଙ୍କ ଉପରେ ପାଣି ଫିଙ୍ଗିବାର ଖବର ମିଥ୍ୟା ଅଟେ।

 ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ  ହିଜାବ ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ଉପରେ ପାଣି ପକାଯାଉଛି। ଏହି ପୋଷ୍ଟର ଭିଡିଓରେ କିଛି ଝିଅ ବୁର୍ଖା ପିନ୍ଧି ରାସ୍ତାରେ ଦଉଡୁଥିବାର ଦେଖାଯାଉଛନ୍ତି ଏବଂ କିଛି ଯୁବକ ରାସ୍ତା କଡ଼ରୁ ପାଣି ଫିଙ୍ଗୁଥିବାର ଦେଖାଯାଉଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶ୍ରୀଲଙ୍କାର ପୂର୍ବା ଅଂଚଳ ବିଶ୍ୱବିଦ୍ୟାଳୟର ସିନିୟର ଏବଂ ଜୁନିଅରମାନଙ୍କୁ ପାଣି ଫିଙ୍ଗିବାର କ୍ୟାମ୍ପସର ଭିଡିଓ କୁ ହିଜାବ ବିବାଦ ସହିତ ଜୋଡ଼ି ପୋଷ୍ଟ ଭାଇରାଲ […]

Continue Reading

କ’ଣ ସଲମାନ ଖାନ ଏବଂ ଆମିର ଖାନ ହିଜାବ ବିବାଦର ଯୁବତୀକୁ ୩ କୋଟି ଧନରାଶି ଦାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦରେ ମିଥ୍ୟା ଏବଂ ବିଭାରାନ୍ତକାରୀ ଖବର ମଧ୍ୟ ବୃଦ୍ଧି ପାଉଛି। ଏକ ଭାଇରାଲ ପୋଷ୍ଟର ଦାବି ଅନୁଯାୟୀ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ହିଜାବ ଯୁବତୀ ନାମରେ ଜଣା ଯାଉଥିବା ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦାନ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୧୫ ଫେବୃଆରିରେ ଦୀପକ ମଲ୍ଲିକ ନାମକ ଜଣେ […]

Continue Reading

2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ହିଜାବ ଆନ୍ଦୋଳନ ସମୟରେ ଦଙ୍ଗାର ଏହି ଭିଡିଓ କର୍ଣାଟକାରେ ଘଟିଛି? ଜାଣନ୍ତୁ ସତ୍ୟ। 

କର୍ଣାଟକାରେ ଚାଲିଥିବା ହିଜାବ ବିବାଦ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ରହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବିଜେପିର ସ୍କାର୍ଫ ପିନ୍ଧି ଲୋକଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଏହି ଭିଏଅ ସେଯାର କରି ଦାବି କରା ଯାଇଛି ଯେ ବର୍ତ୍ତମାନ କର୍ଣାଟକାର ଜନତା ତାତିବା ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରିଲା ପରେ ଜାଣିବାକୁ ପାଇଲା ଯେ ଏହି ଭିଡିଓର କର୍ଣାଟକା କିମ୍ବା […]

Continue Reading

ଭାଇରାଲ ଭିଡିଓରେ କଲେଜ ପିଲାମେନ ତ୍ରିରଙ୍ଗା ଓହ୍ଲାଇ କମଳା ରଙ୍ଗଲ ପତାକା ଉଡ଼ାଉଛନ୍ତି ?

କର୍ଣ୍ଣାଟକରେ ହିଜାବ ପିନ୍ଧିଥିବା ମୁସଲମାନ ବାଳିକା ଛାତ୍ରଙ୍କ ପ୍ରସଙ୍ଗ ଗରମ ହେବାରେ ଲାଗିଛି। ହିଜାବ ବିବାଦ କାରଣରୁ ମଙ୍ଗଳବାର ରାଜ୍ୟର ବିଭିନ୍ନ ସହରରେ ହିଂସା ମଧ୍ୟ ଆରମ୍ଭ ହୋଇଥିଲା। ଶିମୋଗା ସହରର ସରକାରୀ କଲେଜରେ କିଛି ଛାତ୍ରଙ୍କ ପୋଲ ଉପରେ କମଳା ରଙ୍ଗର ପତାକା ଉତ୍ତୋଳନ କରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ବିଷୟରେ ଦାବି କରାଯାଉଛି ଯେ ଏହି ଛାତ୍ରମାନେ କଲେଜରେ ତ୍ରିକୋଣୀୟ ପତାକା ଉତ୍ତୋଳନ କରି ଜାଫର ପତାକା ଉତ୍ତୋଳନ […]

Continue Reading

କ’ଣ ଗୁଗୁଲ ହ୍ୟାକ୍ କରିଥିବା ଛାତ୍ରଙ୍କୁ ୩.୬୬ କୋଟି ଟଙ୍କାର ଚାକିରି ଅଫର କରା ଯାଇଛି? ଜାଣନ୍ତୁ ସତ୍ୟ। 

ବିହାରର ଜଣେ ଛତ୍ର ଗୁଗୁଲର ଇଞ୍ଜିନକୁ ହ୍ୟାକ କରିଛି ଏବଂ ଗୁଗୁଲ ଏହା ଜାଣିବା ପରେ ତାଙ୍କୁ ୩.୬୬ କୋଟି ଟଙ୍କା ବେତନ ସହିତ ଚାକିରି ଦେଇଛି। ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି।  ରଞ୍ଜିତ କୁମାର ପଣ୍ଡିତ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ଏହି ଛାତ୍ରଙ୍କ ନାମ ହେଉଛି ଋତୁରାଜ, IIT ମଣିପୁରର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି ଋତୁରାଜ। ଗତ ୫ […]

Continue Reading

କ’ଣ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଖାନ ଛେପ ପକାଇଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଦେଶ ପାଇଁ ଏକ ଦୁଖଦ ଖବର ସାମନାକୁ ଆସିଛି। ସୁର କୋକିଲା ଏବଂ ଦେଶର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ଗତ ମାସ କରୋନା ଆକ୍ରାନ୍ତ ହୋଇଥିବାରୁ ଲତା ମଙ୍ଗେଶକରଙ୍କୁ ମୁମ୍ବଇର ବ୍ରିଚ୍ କେଣ୍ଡି ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଟାଙ୍କିଉ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସିନେମା ଜଗତ, ନେତା ଏବଂ ଅନ୍ୟାନ୍ୟ ସେଲିବ୍ରେଟି ମାନେ ନିଜ ଯୋଗଦାନ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ ମଧ୍ୟ ଥିଲେ।  ବର୍ତ୍ତମାନ ସୋସିଆଲ […]

Continue Reading

2019 ଅଜମେର ଭିଡିଓକୁ ବର୍ତ୍ତମାନ ଉତ୍ତରପ୍ରେଦଶ ନିର୍ବାଚନ ସହ ଜୋଡ଼ି ଭାଇରାଲ କରାଯାଉଛି।

ୟୁପି ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରିକ୍ରିୟା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ 26 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଭାରତୀୟ ଜନତା ଦଳର ନେତା ଉପରେ ମାଡ଼ ହେଉଥିବାର ହେଖାଯାଉଛି।   ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି […]

Continue Reading

କ’ଣ ପୋଲିସ  RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା  ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?

ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ  ପୋଲିସ ଦ୍ୱାରା ଛାତ୍ରମାନେ  ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି ?

ପୋଲିସ୍ କର୍ମଚାରୀଙ୍କ ଏକ ଜାତୀୟ ସଙ୍ଗୀତ ଗାନ କରିବାକୁ ବାଧ୍ୟ କରୁଥିବା ଏକ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହ ଦାବି କରାଯାଇଛି ଯେ, କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି। ଭିଡିଓରେ ପୋଲିସ କର୍ମଚାରୀମାନେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଜଣେ ଯୁବକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ […]

Continue Reading

ବିହାରରେ ଛୁରୀରେ ଝିଅକୁ ଆଘାତ କରିଥିବା ଘଟଣା ‘ଲଭ ଜିହାଦ’ର ମାମଲା ଅଟେ ?

ରାସ୍ତାର ମଝିରେ ଜଣେ ଝିଅ ଉପରେ ହୋଇଥିବା ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ସେୟାର କରି ଦାବି କରାଯାଉଛି ଯେ ଅଷ୍ଟମ ଶ୍ରେଣୀର ଛାତ୍ରି ‘ଲଭ ଜିହାଦ୍’କୁ ବିରୋଧ କରିବାରୁ ଜଣେ ମୁସଲମାନ ବାଳକ ତାଙ୍କୁ ଛୁରୀରେ ଆଘାତ ଦେଇ ଆହତ କରିଛି। ଭିଡିଓରେ ଝିଅକୁ ପିଲାଟି ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭିଡିଓରେ ଝିଅକୁ ମାରୁଥିବା ପିଲା ମୁସ୍ଲିମ ଥିବା ବେଳେ ଝିଅଟି ହିନ୍ଦୁ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

ଭାଇରାଲ ହେଇଥିବା ଉଭୟ ଫଟୋ CRPF ଜବାନଙ୍କର ଅଟେ ଯାହା 2011ରୁ 2022 ମଧ୍ୟରେ ପରିବର୍ତ୍ତନ ହୋଇଛି ?

 ନୂଆ ବର୍ଷର ପ୍ରଥମ ଦିନରେ ସୋସିଆଲ ମିଡିଆରେ ଏନେକ ପୋଷ୍ଟ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। 1 ଜାନୁଆରୀ 2022 ରୁ ଅନେକ ଭାଇରାଲ୍ ଟ୍ୱିଟ୍ ଦାବି କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ – CRPF ଏକ ଗିଅର୍ ଅପଗ୍ରେଡ୍ କରିଛି। CRPF ଜବାନ 2011 Vs CRPF ଜବାନ 2022 ମଧ୍ୟରେ  ବୁଦ୍ଧିମାନ ଭାରତ ବାଛନ୍ତୁ। ଭାଇରାଲ ଫଟୋ ଦୁଇଟି CRPF କର୍ମଚାରୀଙ୍କ […]

Continue Reading

କ’ଣ ଏହି ଫୋଟୋ ମଡେଲ୍ ନ୍ୟାକିମ୍ ଗେତ୍ୱେକଙ୍କର ଯିଏ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ସେହି ମହିଳାଙ୍କ ବିଷୟରେ ଦାବି କରି କୁହା ଯାଇଛି ଯେ ସେ ହେଉଛନ୍ତି ଜଣେ ୨୭ ବର୍ଷୀୟ ଦକ୍ଷିଣ ସୁଦାନ ଦେଶର ଏକ ମଡେଲ୍ ନ୍ୟାକିମ୍ ଗେତ୍ୱେକ୍ ଯିଏ ନିଜ ଚର୍ମ ରଙ୍ଗ ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି। ନ୍ୟାକିମଙ୍କୁ ଅନ୍ଧକାରର ରାଣୀ ବୋଲି ମଧ୍ୟ ନାମିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚୁଛନ୍ତି ପାକିସ୍ତାନ ସାଂସଦ ?

ସୋସିାଲ ମିଡିଆରେ ଏକ ଭିଡିଓ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ,  ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଆମିର ଲିଆକୁଟ ହୁସେନ୍‌ଙ୍କୁ 2021ର ହିଟ୍‌ ବଲିଉଡ ଗୀତ ଟିପ ଟିପ ବର୍ଷା ପାନିରେ ନାଚୁଥିବାର ଦାବି କରାଯାଉଛି।  ଟ୍ୱିଟର ଏବଂ ଫେସବୁକରେ ହଜାର ହଜାର ୟୁଜର୍ସ ଏହାକୁ ଏହି ଦାବିରେ ଭାଇରାଲ କରୁଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଓଡ଼ିଆ prameya ନ୍ୟୁଜ ଚ୍ୟାନଲରେ […]

Continue Reading

କ’ଣ ଓଡିଶା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି? ଜାଣନ୍ତୁ ସତ୍ୟ।

ଓଡ଼ିଶାରେ ପ୍ରକାଶ ମିଶ୍ରଙ୍କ ନାମ ବହୁତ ପ୍ରସିଦ୍ଧ। ସେ ଜଣେ ଆଇପିଏସ ଅଧିକାରୀ ଥିଲେ ଏବଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଡିଜିପି ପଦବୀରେ ସେବା କରିଥିଲେ। ଏହା ପରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର ?

ସୋସିଆଲ ମିଡିଆରେ ଏକ ଖବର କାଗଜର ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଲେଖାଯାଇଛି ଯେ, ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ଅଲଗା ମଦ ଦୋକାନ ଖୋଲିବ ସରକାର। ଭୋପାଲ, ଇନ୍ଦୋର, ଜବଲପୁରରୁ ହବ ଆରମ୍ଭ। ଆଣ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଡିସେମ୍ବରରେ Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନାରୀ ଶକ୍ତି ର ଉନ୍ନତି […]

Continue Reading

କ’ଣ ବିମାନ ବନ୍ଦରରେ ଜନଗହଳି ମଧ୍ୟରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଅଟନ୍ତି? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଅକ୍ଟୋବର ମାସରେ ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଡ୍ରଗ୍ସ ମାମଲାରେ ଖୁବ୍ ଚର୍ଚ୍ଚାର ଥିଲେ। ସେ ନିଜ ସାଥି ମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବନ୍ଦରରେ ଜଣଗହଳି ମଧ୍ୟରେ ସମସ୍ତଙ୍କ ସାମନାରେ ପରିସ୍ରା କରୁଛନ୍ତି। ଏହି ଭିଡିଓ ସେୟାର କରି କୁହା ଯାଇଛି […]

Continue Reading

କ’ଣ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସତସଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋକୁ ଏହି ଦାବି ବିଷୟରେ ଅନୁସନ୍ଧାନ କରିବାର ଅନୁରୋଧ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ତିରୁପତି ମନ୍ଦିର ଦାନ ସୁନା ଅଳଙ୍କାର ମନ୍ଦିର ପୂଜକ ବାସଭବନରୁ ଜବତ ହୋଇଥିବା ଭିଡିଓ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଏକ ଟେବୁଲରେ ବହୁ ସଂଖ୍ୟକ ସୁନା ଅଳଙ୍କାର ପଢ଼ିଥିବାର ଦେଖିଯାଉଚି।  ଏଥିରେ ଆପଣ ପୋଲିସ ଏବଂ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଦେଖିପାରିବେ। ଭିଡିଓରେ ଦାବି କରାଯାଉଛି ଯେ, ଏହା ସହିତ ତିରୁପତି ବାଲାଜୀ ମନ୍ଦିରର ଟ୍ରଷ୍ଟି ଜେ ଶେଖର ରେଡ୍ଡିଙ୍କ ଘରୁ ଆୟକର ବିଭାଗ  ଛାପା ମାରି 37 କୋଟି ଟଙ୍କା ଏବଂ 106 କିଲୋଗ୍ରାମ ସୁନା ଜବତ କରିଛି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ପଶ୍ଚିମବଙ୍ଗରେ ଜଣେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତ ରୂପାନ୍ତରିତ କରାଯାଉଛି ?

ପଶ୍ଚିମବଙ୍ଗରେ ଜଣେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତ ରୂପାନ୍ତରିତ କରାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଭିଡିଓରେ ମହିଳାକୁ ମୁସ୍ଲିମ ମନ୍ତ୍ର କହୁଥିବାର ଦେଖାଯାଉଛି। ଏବଂ ମହିଳା ସହ ଜବରଦସ୍ତ କରୁଥିବାର ଦେଖାଯାଉଛି।  ଭିଡିଓରେ, ଆମେ ଦେଖୁ ଜଣେ ମହିଳା ବନ୍ଧା ହୋଇ ତା’ପରେ ଇସଲାମୀୟ ରୀତିନୀତି କରୁଛନ୍ତି। ଭିଡିଓର ଶୀର୍ଷରେ ଇଂରାଜୀରେ ଲେଖାଯାଇଥିବା ପାଠ ଅନୁଯାୟୀ ଏହି ମହିଳା ବଙ୍ଗଳାର ଜଣେ ହିନ୍ଦୁ ମହିଳା। ପୋଷ୍ଟ ଯୁକ୍ତି କରେ ଯେ ଏଗୁଡ଼ିକ ହେଉଛି ସେମାନଙ୍କର […]

Continue Reading

ନେପାଳର 2020 ଭିଡିଓକୁ ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା ଦାବିରେ ଭାଇରାଲ ହେଉଛି।

ବୌଦ୍ଧରେ କୁଆ ପଥର ବର୍ଷା ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ବେଳେ । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଡୋରଦାର କୁଆ ପଥର ବର୍ଷା ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା । ଦେଖନ୍ତୁ ତାଜା ଭିଡିଓ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓ ନେପାଳର ଅଟେ। ଏହି ଭିଡିଓକୁ ଦିୱାକର ବାର୍ଟାଲା ନାମକ […]

Continue Reading

ଫାରୁକ୍ ଅବଦୁଲ୍ଲାଙ୍କର ଭଜନ ଗାଇବାର 2009 ପୁରୁଣା ଭିଡିଓକୁ ଧାରା 370 ସହିତ ଲିଙ୍କ୍ କରି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ  ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ଭଜନ ଗାନ କରୁଥିବା ଦେଖିବାକୁ ମିଳୁଛି। ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲାରେ ଏହି ପରିବର୍ତ୍ତନ ଘଟିଥିବାର ଦାବି ସହିତ ଏକ ଭିଡିଓ ଭାଇରାଲ ହେଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବାସ୍ତବରେ ଫାରୁକ୍ ଅବଦୁଲ୍ଲାଙ୍କର ଭାଇରାଲ୍ ଭିଡିଓ ବହୁତ ପୁରୁଣା।  ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ […]

Continue Reading

କ’ଣ ଶିଶୁ ଅପହରଣର ଏହି ଭିଡିଓ ପ୍ରକୃତର ଘଟଣା ଅଟେ? କ’ଣ ସତ୍ୟତା ଏହି ଭିଡିଓର?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ଯେଉଛି ଯେଉଁଥିରେ କିଛି ଗ୍ରାମବାସୀ ଏକ ଅଜ୍ଞାନ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି। ସେହି ଅଜ୍ଞାନ୍ତ ବ୍ୟକ୍ତିଙ୍କ ହାତରେ ଗୋଟିଏ ସୁଟକେସ୍ ମଧ୍ୟ ଅଛି। ଗ୍ରାମବାସୀ ଅଭିଯୋଗ ଲଗାଉଛନ୍ତି ଯେ ସେହି ସୁଟକେସ୍ ରେ ଏକ ଶିଶୁକୁ ଅପହରଣ କରି ନେଇ ଯାଉଛି। କିଛି ସମୟ ପରେ ଗ୍ରାମବାସୀ ସୁଟକେସ୍ ଖୋଲିଲା ପରେ ତାହା ଭିତରୁ ଏକ ନାବାଳିକ ଝିଅ ମିଳିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ […]

Continue Reading

ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ […]

Continue Reading

କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରାସ୍ତା ମଝିରେ ଜଣେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ଘଟଣା ଘଟିଥିବା ସମୟରେ ଅନେକ ଲୋକ ଏହି ଭିଡିଓ ଦେଖୁଛନ୍ତି। ୧୧ ଡିସେମ୍ବରରେ ଭିଡିଓ ପୋଷ୍ଟ କରି ଭାବେଶ ସଥପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳର ଘଟଣା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

16 ଡିସେମ୍ବର ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ମସିହାରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶକୁ ମୁକ୍ତ କରିଥିଲେ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ, ଆଜି ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହ ଜଡିତ କଙ୍ଗନା ରାନାୱତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କଙ୍ଗନା ବିଏସ୍ଏଫ୍ ଯବାନଙ୍କ ସହିତ […]

Continue Reading

ପୁରୁଣା ଫଟୋକୁ କରାଚିର ଶେର୍ ଶାହା ବିସ୍ଫୋରଣର ଦୃଶ୍ୟ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଶନିବାର ଦିନ ପାକିସ୍ତାନର କରାଚିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ  14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳର ପାରାଚା ଛକ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ତଳେ ଥିବା ଏକ ଡ୍ରେନରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  18 ଡିସେମ୍ବରରେ […]

Continue Reading

ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ 2019ରେ ଆସାମର ନାଗାଓଁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।

ସୋସିଆଲ ମିଡିଆରେ  ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ମଥୁରା ସହରର ବୋଲି ଦାବି କରାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଆସାମର ନାଗାଓଁ ସହରର ଏବଂ ପ୍ରାୟ ଦୁଇ ବର୍ଷ ପୁରୁଣା ଅଟେ।  8 ଡିସେମ୍ବରରେ ହିନ୍ଦୁ ମହାସଙ୍ଘ ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁ […]

Continue Reading

କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ମନୋଜ ମିତ୍ତଲ ନାମକ ଜଣେ ଡାକ୍ତରଙ୍କର ଗୋବର ଖାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେ ଗଭୀର ରୂପରେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଭାଇରାଲ ପୋଷ୍ଟରେ ତାଙ୍କର ଗୋବର ଖାଉଥିବା ଫୋଟୋ ସହିତ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସା ହେଉଥିବା […]

Continue Reading

କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ? ଜାଣନ୍ତୁ ସତ୍ୟ।

୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ […]

Continue Reading

ଅକ୍ଟୋବରରେ ଛତିଶଗଡ଼ରେ ହୋଇଥିବା ରାଲିର ଭିଡିଓକୁ ମଥୁରା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ମଥୁରା ବୋଲି ଦାବି କରାଯାଉଛି। ଭିଡିଓରେ ଲୋକମାନେ ଦଙ୍ଗା କରୁଥିବାର ଦେଖାଯାଉଛନ୍ତି। ଏହା ସହ ଆଖପାଖର ସମସ୍ତ ଜିନିସ ଭାଙ୍ଗୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ ଏହା 6 ଡିସେମ୍ବରରେ ମଥୁରାରେ ହୋଇଥିବା ଦଙ୍ଗାର ଦୃଶ୍ୟ । ଆମ ଅନୁସନ୍ଧାନରେ  ଭାଇରାଲ ଭିଡିଓ ମଥୁରାର ନୁହେଁ ଛତିଶଗଡ଼ର ଅଟେ।  7 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତଙ୍କର ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟର ସ୍କ୍ରିନଶଟ୍ ରେ ଲେଖା ଯାଇଛି, କିଏ ଠିକ ଥିଲା ବା କିଏ ଭୁଲ, ଏଇ କଥା ଆପଣ ମାନେ ନିର୍ଣୟ କରିବେନି। ଛାତ୍ର ମାନଙ୍କୁ ଗୋଡସେଙ୍କ ବିଷୟରେ ପଢାନ୍ତୁ ଏବଂ ଗାନ୍ଧୀଙ୍କ ବିଷୟରେ ମଧ୍ୟ ପଢାନ୍ତୁ। ଛାତ୍ର ମାନେ ନିଜେ ନିର୍ଣୟ କରିଦେବେ କିଏ ଠିକ ଏବଂ କିଏ ଭୁଲ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ଦ୍ଵାରା ଜାଣିବାକୁ […]

Continue Reading

କ’ଣ ପୋଷ୍ଟରେ ଥିବା ଫୋଟୋ ବିଗତ ଦିନ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତିନି ଦିନ ପୂର୍ବରୁ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଏକ ଭାରତ ସେନା ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ବିମାନରେ ଚିଫ୍ ଅଫ୍ ଡିଫେନ୍ଶ୍ ଷ୍ଟାଫ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଯବବା ଯାତ୍ରା କରୁଥିଲେ। କିନ୍ତୁ ସେହି ହେଲିକପ୍ଟର ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପୋଷ୍ଟରେ ଥିବା ଫୋଟୋ ବିପିନ ରାୱତଙ୍କର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ବିପିନ ରାବତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ସମୟରେ ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ସିଡିଏସ୍ ବିପିନ ରାୱତ, ତାଙ୍କ ସହକର୍ମୀ ଏବଂ କିଛି ପାରିବାରିକ ଲୋକେ ସେହି ହେଲିକପ୍ଟରରେ ଯାତ୍ରା କରୁଥିଲା ସମୟରେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ତାଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ […]

Continue Reading

କ’ଣ ଭିଡିଓରେ ହେଲିକପ୍ଟର ଦୁର୍ଘଟଣା ହେଉଥିବା ଭିଡିଓ ବିପିନ ରାୱତଙ୍କ ଦୁର୍ଘଟଣାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଦୁଇ ଦିନ ପୂର୍ବରୁ ଦେଶକୁ ଏକ ଦୁଖଦ ଖବର ମିଳିଲା। ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଖବର ସାମନାକୁ ଆସିଥିଲା। ଏହି ଦୁର୍ଘଟଣା ତାମିଲନାଡୁର କୁନ୍ନୁର ଅଚଳରେ ଘଟିଥିଲା। ଏହି ଘଟଣା ନେଇ ଭାରତ ବାୟୁ ସେନା ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରୁ ଏକ ଟୁଇଟ ମାଧ୍ୟମରେ ଖବର ଦେଇଛି ଯେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣଙ୍କର […]

Continue Reading

କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।

ସୋସିଆଲ ମିଡିଆରେ ବଲିଉଡର ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତରଙ୍କ ନାତୁଣୀର ନାମରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ତାଙ୍କ ପୋଷାକ ଉପରେ ଟାର୍ଗେଟ କରି ଜାଭେଦ ଅଖତରଙ୍କ ନାତୁଣୀ ବୋଲି ବର୍ଣ୍ଣନା କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଫଟୋଟି ଜାଭେଦ ଅଖତରଙ୍କ ନାତୁଣୀର ନୁହେଁ, ବରଂ ଟିଭି କଳାକାର ଉର୍ଫି ଜାଭେଦଙ୍କ ଅଟେ।  3 ଡିସେମ୍ବରରେ ଦେବବ୍ରତ ମହାନ୍ତି […]

Continue Reading

କ’ଣ ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଯୁବକଙ୍କ ଜନ୍ମଦିନ ତାଙ୍କ ବନ୍ଧୁ ମାନେ ରାସ୍ତା ମଝିରେ ପାଳନ କରୁଛନ୍ତି। ଏହି ଭିଡିଓ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ ଆମେ ଦେଖି ପାରୁଛି ଯେ ଏକ ସ୍କୁଟି ଉପରେ କେକ୍ ରାଖୀ ତାକୁ କାଟୁଛନ୍ତି। ସେହି ସମୟରେ ତାଙ୍କ ବନ୍ଧୁ ମାନେ ସେଠାରେ ନାଚୁଛନ୍ତି। କେକ୍ କଟା ସାରିଲା ପରେ ସେମାନେ ଜନ୍ମଦିନ ଥିବା ଯୁବକଙ୍କ ମୂହ ଏବଂ ମୁଣ୍ଡରେ […]

Continue Reading

କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ ଉତ୍ତରପ୍ରଦେଶ ଟିଇଟି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ସୋଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କ ଖବର ପ୍ରଚାର ଯେଉଛି ଯେ ଉତ୍ତରପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ପ୍ରଶ୍ନ କାଗଜ ଲିକ୍ ହେତୁ ରଦ୍ଦ କରା ଯାଇଛି। ଏହି କାରଣରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୈତିକ ନିଆ ଲଗାଇଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ରାସ୍ତାର ସୋଇଥିବା କିଛି ଲୋକଙ୍କର ଏଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଦେଖି ଜଣା ପଡୁଛି ଯେ ଏହା ଶୀତ ମାସ ଭିଡିଓ ଅଟେ। ଭିଡିଓ ପୋଷ୍ଟ କରି ଦାବି କରା […]

Continue Reading

ମହମ୍ମଦ ନବୀ ଟି -20 ବିଶ୍ୱକପ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ପ୍ରାୟୋଜିତ କରିଥିଲେ?

ତାଲିବାନର ଆଫଗାନିସ୍ତାନକୁ ଦଖଲ କରିବା ପରେ ଦେଶରେ କ୍ରୀଡ଼ାର ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।  ପୋଷ୍ଟରେ ଦାବି କରାଯାଇଛି ଯେ,ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ତାଲିବାନ ଆଫଗାନିସ୍ତାନକୁ ପ୍ରାୟୋଜିତ କରିବାକୁ ମନା କରିଦେଇଛି, ତେଣୁ ଦଳର ଅଧିନାୟକ ମହମ୍ମଦ ନବି ତାଙ୍କ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ।  ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ପୋଷ୍ଟର ଆମକୁ ହ୍ୱାଟ୍ସଅପରେ ସେୟାର […]

Continue Reading

କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୨୯ ନଭେମ୍ବରରେ ନିରପେକ୍ଷ ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଏହି […]

Continue Reading

ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଭକ୍ତଙ୍କୁ ବନ୍ୟା ଜଳରେ ଠିଆ ହୋଇ କୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଭିଡିଓ ତିରୁପତିଠାରେ ଅବସ୍ଥିତ ଇସ୍କନ ମନ୍ଦିରର ଅଟେ। ଯେଉଁଠାରେ ମନ୍ଦିର ବନ୍ୟା ଜଳ ଭରିବା ସତ୍ତ୍ୱେ ଭକ୍ତମାନେ ପୂଜା କରୁଛନ୍ତି। ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଲୁ ଯେ ଏହି ଭିଡିଓ 2015 ରେ ମାୟାପୁରର ଇସ୍କନ ମନ୍ଦିର (କୋଲକାତା) ବନ୍ୟା ଜଳ […]

Continue Reading

କ’ଣ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କର ହତ୍ୟା ହୋଇଛି? ଜାଣନ୍ତୁ ସତ୍ୟ।

ନିକଟରେ ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଖେଳ ଜଗତ ଏବଂ ଦେଶବାସୀଙ୍କୁ ନିରାଶ ଏବଂ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ନିଶା ଦାହିୟାଙ୍କ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରାଯାଇଛି ଯେ ନିକଟରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ କୌଣସି ରୋଗ ନେଇ ହେଇ ନାହିଁ ବରଂ ତାଙ୍କର ନିର୍ମମ ଭାବରେ ହତ୍ୟା କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

2020 ମେକ୍ସିକୋ ଭିଡିଓକୁ ଆନ୍ଧ୍ରପ୍ରଦେଶ ବନ୍ୟାରେ ଗାଈ ଭାସିଜିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ଖବର ପ୍ରକାଶିତ ହେବା ମଧ୍ୟରେ  ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ  ପାଣିରେ ଭାସି  ଯାଉଥିବା ଦେଖାଯାଉଛନ୍ତି। ସୋଶିଆଲ ମିଡିଆ ୟୁଜର୍ସ ଏହାକୁ ଆନ୍ଧ୍ରପ୍ରଦେଶର ବୋଲି କହି ଏହାକୁ ଭାଇରାଲ କରୁଛନ୍ତି। ଫ୍ୟାକ୍ଟ କ୍ରିସେଣ୍ଡୋ ପୋଷ୍ଟକୁ ବିସ୍ତୃତ ଭାବରେ ଯାଞ୍ଚ କରିବା ପରେ  ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓର ଆନ୍ଧ୍ରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ କଙ୍ଗନା ରନାଓତ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଙ୍ଗନା ରନାଓତ ଏକ ସାକ୍ଷାତକାରରେ ଏକ ବିବୃତ୍ତି ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ଯେଉଁ ସ୍ଵାଧୀନତା ପାଇ ଥିଲା ତାହା ଏକ ଭିକ୍ଷା ଥିଲା। ଭାରତକୁ ପ୍ରକୃତରେ ସ୍ଵାଧୀନତା ୨୦୧୪ରେ ମିଳିଛି ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ତାଙ୍କ ବିରୁଦ୍ଧରେ ଭାଇରାଲ ହେବାର ଦେଖିବାକୁ ମିଳିଛି। କିଛି ପୋଷ୍ଟରେ ଲୋକେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେଇଥିବା ଅଯୋଗ୍ୟ ମାଉଥିବା ସମୟରେ ଲିଛି ଲୋକେ ଦାବି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ରେଳ ବ୍ୟବସ୍ଥା ଇସ୍ରାଏଲ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଟ୍ରେନ୍ ଏକ ଅଦଭୁତ ଟ୍ରାକ୍ ରେ ଚାଲୁଅଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଇସ୍ରାଏଲରେ ଚାଲୁଥିବା ଏକ ରେଳ ବ୍ୟବସ୍ଥାର ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ବଳଦେବ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ […]

Continue Reading

କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଶାହରୁଖ ଖାନ ଏମଆଇଏମ ନେତା ଓୱେଶୀଙ୍କୁ ସମର୍ଥନ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଶାହରୁଖ ଖାନଙ୍କ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ରାଜନେତା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନକଲି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବା କୌଣସି ନୂତନ କଥା ନୁହେଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ନକଲି ଟୁଇଟର ଅନୁସନ୍ଧାନ କରି ପାଠକ ମାନଙ୍କୁ ତାହାର ସତ୍ୟତା ଜଣାଇଛି। ବର୍ତ୍ତମାନ ଏମଏନଏସ ପାର୍ଟି ଦଳ ଅଧ୍ୟକ୍ଷ ରାଜ ଠାକ୍ରେଙ୍କ ନାମରେ ଏକ ଟୁଇଟ ସେଯାର ହେଉଛି ଯେଉଁଥିରେ ଲେଖା ଯାଉଛି ଯେ “ଆମେ କଙ୍ଗନା ପରି ଏକ ସାହାସୀ ମହିଳା ପାଇ ପାରିଥାନ୍ତେ ତେବେ ବାବର ଆଗକୁ […]

Continue Reading

ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ ବୋଲି  ପୋଷ୍ଟରେ ସେୟାର କରାଯାଉଛି।  ଜି -20 ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମରେ ଥିଲେ, 30 ଅକ୍ଟୋବର 2021 ରେ ଭାଟିକାନରେ ସେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  31 ଅକ୍ଟୋବରରେ Rahul Rock ନାମକ […]

Continue Reading

ପୁରୁଣା ଏବଂ ଅଲଗା ସ୍ଥାନର ଫଟୋକୁ ତ୍ରିପୁରା ହିଂସା ଘଟଣା ସହ ଜୋଡ଼ି ଭାଇରାଲ କରାଯାଉଛି।

ଗତ କିଛି ଦିନ ହେବ ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସା ଖବର ସୋସିଆଲ ମିଡିଆରେ ପ୍ରକାଶିତ ହେବାରେ ଲାଗିଛି।  ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ତ୍ରୀପୁରା  ସାମ୍ପ୍ରତିକ ଘଟଣା ଦାବିରେ ଭାଇରାଲ କରାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।  2 ନଭେମ୍ବରରେ ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ,କାଳୀ ମା’ର ମୂର୍ତ୍ତି ଭାଙ୍ଗିବା ପରେ # […]

Continue Reading

ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ?

21 ଅକ୍ଟୋବର 2021 ରେ, ସରକାର ଘୋଷଣା କରିଛନ୍ତି ଯେ COVID-19 ଟିକା ଭାରତ 100 କୋଟି (1 ବିଲିୟନ) ଡୋଜ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ତ୍ରିପୁରାରେ ସମ୍ପ୍ରତି ସାମ୍ପ୍ରଦାୟିକ ହିଂସା ହେତୁ ପୁରୁଣା ତଥା ସମ୍ପର୍କ ନଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଭିବାଦନ ଜଣାଇବା ସହ […]

Continue Reading

କ’ଣ ଶ୍ରୀନଗର ମେଡିକାଲ କଲେଜର ୧୦୦ ମହିଳା ଛାତ୍ର ପାକିସ୍ତାନ ଜିନ୍ଦାବାଦର ନାରା ଦେବା କାରଣରୁ ତାଙ୍କ ଡିଗ୍ରୀ ବାତିଲ କରା ଯାଇଛି?

ଟି୨୦ ବିଶ୍ଵ କପ୍ ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହା ପରେ କାଶ୍ମୀରର କିଛି କଲେଜର ଛାତ୍ର ମାନଙ୍କ ଦ୍ଵାରା ଉତ୍ସବ ପାଳନ କରୁଥିବା ଭିଡିଓ ସାମନାକୁ ଆସିଥିଲା। ଏହି ସମ୍ବନ୍ଧରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରୀନଗର ମେଡିକାଲ କଲେଜରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଉଥିବା ଛାତ୍ରୀ ମାନଙ୍କର ମେଡିକାଲ ଡିଗ୍ରୀ ସରକାର ଦ୍ଵାରା ବାତିଲ କରି […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ପ୍ରବଳ ବର୍ଷାରେ ପ୍ରଭାବିତ ହେଇଥିବା ଚେନ୍ନାଇ ବିମାନ ବନ୍ଦରର ଅଟେ? ଜାଣନ୍ତୁ ସତ୍ୟ।

ବଂଗୋପ ସାଗରରେ ଲଘୁଚାପ ନେଇ ଦେଶର ପୂର୍ବ ସମୁଦ୍ର କୁଳ ଅଞ୍ଚଳ ପ୍ରବଳ ବର୍ଷାର ସାମନା କରୁଛି। ଏହା ମଧ୍ୟରୁ ଛେନାଇର ନାମ ମଧ୍ୟ ଆସିଛି। ବର୍ଷା କାରଣରୁ ସହରରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଲୋକଙ୍କୁ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିମାନ […]

Continue Reading

କେରଳରେ ଆଣ୍ଟି- CAA ରାଲିର ଭିଡିଓକୁ ତ୍ରିପୁରା ହିଂସା ବିରୋଧ ପ୍ରଦର୍ଶନ ରାଲିରେ ଦାବିରେ ଭାଇରାଲ କରାଯାଉଛି।

ତ୍ରିପୁରା ରାଜ୍ୟରେ ସାମ୍ପ୍ରତିକ ସାମ୍ପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓରେ କେରଳ ମୁସଲମାନମାନେ ତ୍ରିପୁରା ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  4 ନଭେମ୍ବରରେ syed shafi ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ତ୍ରିପୁରା ହିଂସା ବିରୋଧରେ କେରଳ ମୁସଲମାନମାନେ ବିରୋଧ […]

Continue Reading

କ’ଣ ଅଷ୍ଟ୍ରେଲିଆ କ୍ରିକେଟର ମେଥ୍ୟୁ ୱେଡ୍ ଷ୍ଟାଡିୟମରେ ଥିବା ଭାରତ ଦର୍ଶକଙ୍କୁ ଉତ୍ସାହ କରିବା ପାଇଁ ଭାରତ ମାତା କି ଜୟ ନାରା ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଟି୨୦ ବିଶ୍ଵ କପ୍ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲ୍ ରେ ନିଜ ସ୍ଥାନ ନିଶ୍ଚିତ କରିଛି। ଫାଇନାଲ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ବିଶ୍ଵ କପ୍ ପ୍ରତିଯୋଗୀତାରେ ଭାରତ ସେମିଫାଇନାଲ୍ ରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲା।  ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆ ଦଳ ଜର୍ସି […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ଆମେରିକାରେ ହିନ୍ଦୁ ମାନଙ୍କର ଦ୍ଵାରା ଦୀପାବଳି ପାଳନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଗତ କାଲୀ ଦେଶର ଏକ ମାହାନ ପର୍ବ ଦୀପାବଳି ପର୍ବ ପାଳନ ହୋଇଥିଲା। ଭାରତରେ ଦୀପାବଳି ଉତ୍ସାହ ସହିତ ପାଳନ ହେଛି। କିନ୍ତୁ ସୋସିଆଲ ମିଡିଆରେ ଆମେ ଅନେକ ପୋଷ୍ଟ ଦେଖିଲୁ ଯେଉଁଥିରେ ପର୍ବ ବିନା ବାଣ ଫୋଟାଇ ପାଳନ କରିବା ପ୍ରେରଣା ଦିଆ ଯାଇଛି। ସିନେମା ଜଗତର କଳାକାର ଏବଂ ଅନେକ ପ୍ରସିଦ୍ଧ ଲୋକେ ଏହି କଥାକୁ ଗୁରୁତ୍ଵ ଦେଇଛନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

2018 ହାଲଦ୍ୱାନୀର ପୁଣମ୍ ପାଣ୍ଡେ ହତ୍ୟା ଘଟଣାରେ ଆହାତ ଝିଅର ଫଟୋକୁ, ସ୍ୱାମୀଙ୍କ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଡେଲ-ଅଭିନେତ୍ରି ପୁଣମ ପାଣ୍ଡେଙ୍କ ଫଟୋ ଦାବିରେ ଭାଇରାଲ ହେଉଛି।

ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ତାଙ୍କ ମୁଣ୍ଡ, ଆଖି ଓ ମୁହଁରେ ଆଘାତ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ଅଭିଯୋଗ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଖବରକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, ହସ୍ପିଟାଲ ବେଡ଼ରେ ପଡ଼ିଥିବା ମହିଳା  […]

Continue Reading

ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଏଥିରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖାଯାଉଛନ୍ତି। 3:34 ମିନିଟର ଏହି ଭିଡିଓରେ କେତେକ ସାଧୁ ଏକ ବିମାନରୁ ଓହ୍ଲାଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଶ୍ରୀଲଙ୍କାର ଅଶୋକା ଭାଟିକା ଯେଉଁଥିରେ ସୀତା ବସିଥିଲେ ଶ୍ରୀଲଙ୍କା ଏୟାରଲାଇନ୍ସ ମାଧ୍ୟମରେ ଅଯୋଧ୍ୟାକୁ ଅଣାଯାଇଛି।  ସତ୍ୟତା- ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,ଏହି ଭାଇରାଲ ଭିଡିଓ ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା ଭଗବାନ […]

Continue Reading

କ’ଣ ହଲଦିରାମ କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ଲୋକଙ୍କୁ ୬୦୦୦ ଟଙ୍କା ଧାନରାଶି ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ଆଜିକାଲି ଇଣ୍ଟର୍ନେଟ୍ ରେ ଆମେ ଅନେକ ସ୍କିମ୍ ଏବଂ ଅଫର ପାଇଥାଉ। ବିଭିନ୍ନ କମ୍ପାନୀ ବିଭିନ୍ନ ଉପହାର ସହିତ ସେମାନଙ୍କର ଉତ୍ପାଦ ଏବଂ ୱେବସାଇଟକୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ କରି ଥାଏ। ତେଣୁ ଏକ କମ୍ପାନୀ ଦ୍ଵାରା ଦିଆ ଯାଉଥିବା ମାଗଣା ଉପହାର ବିଷୟରେ ଶୁଣିବା କ୍ଷତିକାରକ ଲାଗେ ନାହିଁ। କିନ୍ତୁ, କ’ଣ ଏହା ପ୍ରକୃତରେ କ୍ଷତିକାରକ ନୁହେଁ? ଏପରି ଏକ ମାଗଣା ଉପହାରର ଲିଙ୍କ ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଛି।  ବିଗତ କିଛି ଦିନ […]

Continue Reading

କ’ଣ ଭାଇରାଲ ଭିଡିଓ ସିନେମା ଜଗତ ସୁପରସଷ୍ଟାର ପୁନୀତ ରାଜକୁମାରନ ସେଶ ମୂହୁର୍ତ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୁରରୁ କନ୍ନଡ ଚଳଚିତ୍ର ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସିନେମା ଜଗତ ଦୁଖିତ ହୋଇଥିଲା। ଭୟଙ୍କର ହୃଦୟଘାତ ପରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ଘଟିଥିଲା।  ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ସିଢିରେ ବସିଛନ୍ତି ଏବଂ ସେ ଅସହାଯ ଅନୁଭବ କରୁଥିବା ଜଣା ପଡୁଛି। କିଛି ସମୟ ପରେ ସେ ତଳେ ପଡିଯିବା ଦୃଶ ଦେଖିବାକୁ ମିଳିଛି। ଏହି ଭିଡିଓ ପୋସ୍ତ କରି ୟାଦବ ପ୍ରକାଶ କୁମାର […]

Continue Reading

ମୋଦିଙ୍କ ଚଟାଣ ସଫା କରୁଥିବା ଫଟୋ ଏଡିଟେଡ୍ ଅଟେ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି, ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା କରୁଥିଲେ। ସେବା କାର୍ଯ୍ୟରେ ସହଯୋଗକୁ ସମ୍ମାନ ମିଳେ ଅଭିଯୋଗକୁ ନୁହେଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଅକ୍ଟୋବରରେ Manoj Dehury ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲ୍। ପୋଷ୍ଟରେ ଦାବିକରାଯାଇଛି ଯେ,ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା […]

Continue Reading

କ’ଣ ମାଇକ୍ରୋୱେଭର କ୍ଷତିକାରକ କାରଣ ପାଇଁ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ବନ୍ଦ କରିଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ମାଧ୍ୟମରେ ଆମକୁ ଏକ ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। ଏହି ଭାଇରାଲ ମେସେଜ୍ ରେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ବିଷୟରେ ଉଲ୍ଲେଖ ହୋଇଛି। ମେସେଜ୍ ରେ ଏହା ମଧ୍ୟ ଦାବି କରା ଯାଇଛି ଯେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ପାଇଁ ବର୍ତ୍ତମାନ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ଉପରେ ମଧ୍ୟ ରୋକ ଲଗେଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଦୂର୍ଗା ପୂଜା ସମୟରେ ବାଂଲାଦେଶରେ ଦଙ୍ଗା ହେବାର କିଛି ଦିନ ପରେ ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ହିଂସା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ତ୍ରିପୁରା ଧାର୍ମିକ ସଂଗଠନ ଦ୍ଵାରା ରେଲି ଆୟୋଜିତ କରା ଯାଇଥିଲା। ଏହି ରେଲି ସମୟରେ ପୋଲିସ ସହ ସଂଘର୍ଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ଘର, ଦୋକାନ ଏବଂ ଧାର୍ମିକ ସ୍ଥାନ ଭଙ୍ଗାରୁଜା ହେଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ […]

Continue Reading

ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।

 ସୋସିଆଲ ମିଡିଆରେ ଚାଇନାର ସାଂଘାଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ପୋଷ୍ଟରେ ଦେଖାଯାଉଛି ଯେ, ଅନେକ ବ୍ରିଜ ଉପର ତଳ  ଗୋଲ ହୋଇ ବୁଲିଥିବାର ଦେଖଆଯାଉଛି। ଏବଂ ଭିଡିଓରେ ଅନେକ ଗାଡ଼ି ଏକା ସାଥିରେ ଚାଲୁଥିବାର ଦେଖାଯାଉଛଇ। ଭିଡିଓରେ ଦାବି କରାଯାଇଛି ଏହି ଭିଡିଓ ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା।  ଏହି ଭିଡିଓ ଆମକୁ […]

Continue Reading

କ’ଣ ଟି-୨୦ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ପରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଦୁବଇରେ ଟି ୨୦ ବିଶ୍ଵ କପ୍ ପ୍ରତିଯୋଗୀତା ଆରମ୍ଭ ହେଇ ସାରିଛି। ଭାରତ ନିଜ ପ୍ରଥମ ମ୍ୟାଚ୍ ୨୪ ଅକ୍ଟୋବରରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚ୍ ରେ ଭାରତକୁ ୧୦ ୱିକେଟ୍ ର ପ୍ରଜାୟର ସାମନା କରିବାକୁ ପଡିଥିଲା। ଅକ୍ଷୟ କୁମାର, ଜୟ ଶାହ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଲୋକକ ମ୍ୟାଚ୍ ର ଦର୍ଶକ ଥିଲେ। ଭାରତର ଖରାପ ପ୍ରଦର୍ଶନ ଏବଂ ପରାଜୟ ପରେ ସାରା ଦେଶ ଦୁଖିତ ହେଇଛି।  ବର୍ତ୍ତମାନ ଭାରତ ପାକିସ୍ତାନ ମ୍ୟାଚ୍ […]

Continue Reading

କ’ଣ ରାସ୍ତାରେ ନମାଜ ପଢୁଥିବା ସମୟରେ ପୋଲିସ ଦ୍ଵାରା ଆକ୍ରମଣର ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତା ମଝିରେ ନମାଜ ପଢୁଥିବା ସମୟରେ ପୋଲିସର ଏକ ଦଳ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ପୋଲିସ ଏବଂ ନମାଜ ପଢୁଥିବା ଜନସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଏକ ଝଗଡାର […]

Continue Reading

ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି କି ? ଜାଣନ୍ତୁ ସତ୍ୟତା।

18 ଅକ୍ଟୋବରରେ OdiaKhabar24 ନାମକ ଏକ ଓଡ଼ିଆ ଖବର ପେଜରେ ଭାଇରାଲ ଭିଡିଓ ଏବଂ ଖବର ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଲେଖାଯାଇଛି ଯେ- ଦାବି କରାଯାଇଛି ଯେ ଏତେ ବଡ଼ ସାପ ଝାରଖଣ୍ଡରୁ ବରାମଦ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 68ରୁ ଅଧିକଥର ସେୟାର କରାଯାଇଛି। ଏବଂ 1000ରୁ ଅଧିକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive  ଖବର ପେଜରେ ଲେଖାଯାଇଛି ଯେ, ଧନବାଦ, ଝାଡଖଣ୍ଡରୁ […]

Continue Reading

କ’ଣ ଭିଡିଓରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏକ ବାବା ସହିତ ଅବୈଧ ସମ୍ବନ୍ଧ ରଖୁଥିବା ସମୟରେ ଧରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଏକ ବାବା ପୂଜା କରୁଥିବା ସମୟରେ ଜଣେ ମହିଳା ତାଙ୍କ କୋଳରେ ମୁଣ୍ଡ ରଖୀ ସୋଇଥିବା ଦେଖିବାକୁ ମିଳିଛି। ସେହି ସମୟରେ ମହିଳା ଜଣକଙ୍କ ସ୍ଵାମୀ ଫୋନ୍ ରେ ଭିଡିଓ ଅନ୍ କରି ରୁମ୍ ଭିତରେ ପ୍ରବେଶ କରି ବାବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଛନ୍ତି ଏବଂ ସେହି ବାବା କି ପରି ଏକ ଠକ ବାବା ବୋଲି ତାଙ୍କ ସ୍ତ୍ରୀକୁ କହୁଛନ୍ତି। […]

Continue Reading

ପେଟ୍ରୋଲ ପମ୍ପ ପାଖରୁ ଅପହରଣ ହୋଇଥିବା ବ୍ୟକ୍ତିର ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବରଂ ସାଉଦି ଆରବର ଅଟେ।

ପେଟ୍ରୋଲ ପମ୍ପ ନିକଟରେ ଏକ ଅପହରଣର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓ ଉତ୍ତରପ୍ରଦେଶର ଅଟେ। ଭିଡିଓରେ ଜଣେ ବ୍ୟକ୍ତି ଏକ କାରରେ ପେଟ୍ରୋଲ ପକଉଥିବା ବେଳେ ପାଖରେଥିବା ବ୍ୟକ୍ତି ଏବଂ କାରରେ ବସିଥିବା ବ୍ୟକ୍ତି ଜଣକ  ପେଟ୍ରୋଲ ପକାଉଥିବା ବ୍ୟକ୍ତିକୁ ଅପହରଣ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଅକ୍ଟୋବରରେ Basudev Sahoo ନାମକ […]

Continue Reading

ତାମିଲନାଡୁର ଖ୍ରୀଷ୍ଟିଆନ ଶିକ୍ଷକ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବା ହିନ୍ଦୁ ପିଲାକୁ ପିଟୁଛନ୍ତି ? ଜାଣନ୍ତୁ ସତ୍ୟତା ।

1 ସେପ୍ଟେମ୍ବର ତାମିଲନାଡୁରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲହେବାରେ ଲାଗିଛି।  ଭିଡିଓରେ ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ମାଡ ଦେଉଥିବା ଶିକ୍ଷକ ଜଣେ ଖ୍ରୀଷ୍ଟିଆନ ଏବଂ ଛାତ୍ରଟି ରୁଦ୍ରାକ୍ଷ ପିନ୍ଧିଥିବାରୁ ଶିକ୍ଷକ ତାକୁ ମାଡ ମାରିଛନ୍ତି। ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ […]

Continue Reading

କ’ଣ ଚୀନ ଦୀପାବଳି ପାଖେଇ ଆସିଥିବାରୁ ଭାରତକୁ ବିଷାକ୍ତ ଏବଂ କ୍ଷତିକାରକ ବାଣ ପଠାଉଛି? ଜାଣନ୍ତୁ ସତ୍ୟ।

ଦୀପାବଳି ଯେତିକି ପାଖେଇ ଆସୁଛି ବାଣ ବିଷୟରେ ସୋସିଆଲ ମିଡିଆରେ ସେତିକି ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗଣମାଧ୍ୟମ ଦ୍ଵାରା ଏକ ସମ୍ବାଦ ଭାଇରାଲ ହେବାରେ ଲାଗିଛି ଯେ ଚୀନ ଭାରତକୁ ବିଷାକ୍ତ ବାଣ ପଠାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୯ ଅକ୍ଟୋବରରେ ନନ୍ଦୀଘୋଷ ଟିଭି ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଦାବି କରା […]

Continue Reading

ଦୁର୍ଗାମଣ୍ଡପ ବୋର୍ଡ଼ରେ ନମାଜର ସମୟ ଲେଖାଯାଇ ଟଙ୍ଗାଯାଇଥିବା ଫଟୋ ପଶ୍ଚିମବଙ୍ଗର ନୁହେଁ ବାଙ୍ଗଲାଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମା ଦୁର୍ଗାଙ୍କ ମଣ୍ଡପ ପାଖରେ ଏକ ପୋଷ୍ଟର ଲଗାହୋଇଥିବାର ଦେଖାଯାଉଛି। ଯେଉଁଥିରେ ମୁସ୍ଲିମ ମାନଙ୍କର ପ୍ରାଥନା ଟାଇମ ଲେଖାଯାଇଛି। ପୋଷ୍ଟରେ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ନମାଜ ପଢ଼ାଯାଉଥିବା ସମୟରେ ମାଙ୍କର ପୂଜା ବନ୍ଦ ରହୀବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅକ୍ଟୋବରରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ଆଜତକ ଆଙ୍କର୍ ଉଦ୍ଦେଶ୍ୟମୂଳକ ଭାବରେ ଦୁବେଙ୍କୁ ଆଦାନୀ ଗ୍ରୁପର ଡ୍ରକ୍ସ ମାମଲା ବିଷୟରେ କହିବାକୁ ଅଟକାଇଥିଲେ ?

ସୋସିଆଲ ମିଡିଆରେ ଆଜ ତକ ବୁଲେଟିନର ଏକ କ୍ଲିପିଂ ଭାଇରାଲ ହେଉଛି।  ଯେଉଁଠାରେ ଆଙ୍କର୍ ଚିତ୍ରା ତ୍ରିପାଠୀ ଶିବସେନା ମୁଖପାତ୍ର ଆନନ୍ଦ ଦୁବେଙ୍କୁ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ହୋଇଥିବା ଡ୍ରଗ୍ସ ମାମଲାକୁ ନେଇ କହିବାକୁ ଦେଉନାହାନ୍ତି।  ଫୋସବୁକ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ, ଚିତ୍ର ତ୍ରିପାଠୀ ଗୁଜୁରାଟର ମୁଣ୍ଡ୍ରାସ୍ଥିତ ଆଦାନୀ ବନ୍ଦରରେ ପ୍ରାୟ 3000 କିଲୋଗ୍ରାମ ହେରୋଇନ ଜବତ କରିବା ବିଷୟରେ ଆଲୋଚନା କରୁଥିବାବେଳେ ଆନନ୍ଦ ଦୁବେଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କହିବାକୁ ଦେଉନଥିଲେ। ପଇସା ଖାଉଥିବା […]

Continue Reading

ହାତରେ ପ୍ଲାକାର୍ଡ ଧରିଥିବା ମୁସ୍ଲିମ ମହିଳାର ଫଟୋକୁ ଏଡିଟକରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମୁସ୍ଲିମ ମହିଳା ଏକ ପୋଷ୍ଟର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୁସଲମାନମାନେ ଆଜି ପର୍ଯ୍ୟନ୍ତ “ଶିଆ ଏବଂ ସୁନ୍ନି” ଭାଇ ଓ ଭଉଣୀ ପାଇପାରିବେ ନାହିଁ। ଆଉ କେତେକ ମୂର୍ଖ ହିନ୍ଦୁ ହିନ୍ଦୁ-ମୁସଲମାନ ଭାଇ-ଭାଇ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡ଼ିଟ୍ କରାଯାଇଛି।  13 ଅକ୍ଟୋବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ? ଜାଣନ୍ତୁ ସତ୍ୟ।

ଅନେକ ମାସ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୃଷକ ଆନ୍ଦୋଳନ ଚାଲି ଆସୁଛି। ସମାନ ଘଟଣା ବିଷୟରେ ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିଛୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ଏହି ପରି ଅନେକ ନକଲି ଭାଇରାଲ ପୋଷ୍ଟକୁ ମିଥ୍ୟା ପ୍ରମାଣ କରି ସାରିଛି।  ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ରାସ୍ତା ମାଝିରେ […]

Continue Reading

କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ଲାଇନ୍ ଜନସାଧାରଣ ସଂଳାପର ମୂଳ ଭିଡିଓର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନଲାଇନ୍ ଜନସାଧାରଣ ସଂଳାପର କିଛି ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ ଦେଶର ଲୋକମାନେ କିପରି ସ୍ୱୀକାର କରୁଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଯୋଜନାର ଲାଭ ପାଇନାହାଁନ୍ତି। ଏହି ଭିଡିଓକୁ ସେୟାର୍ କରି ଅପମାନ ସହିତ ଲେଖାଯାଇଛି ଯେ, “ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ସାମ୍ବାଦିକ ସମ୍ମିଳନୀରେ କେବେ ଉପସ୍ଥିତ ହୁଅନ୍ତି ନାହିଁ। 9 ଅକ୍ଟୋବର ରେ Aam […]

Continue Reading

କ’ଣ ଅମୁଲ କମ୍ପାନୀ ନିଜ ୭୫ ତମ ବାର୍ଷିକୀ ଖୁସିରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଅମୁଲ କମ୍ପାନୀର ୭୫ ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଏକ ଲିଙ୍କର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆସିଲା। ସେହ ଲିଙ୍କରେ କ୍ଲିକ୍ କରିଲା ପରେ ଏକ ସାଇଟ ଖୋଲିଲା ଯେଉଁଥିରେ ଲେଖା ଯାଇଛି ଯେ ଅମୁଲ କମ୍ପାନୀର ୭୫ ତମ ବାରିସିକି ଉତ୍ସବ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି। ଏହି ଲିଙ୍କ୍ ରେ କ୍ଲିକ୍ କରିଲା […]

Continue Reading

ଫିଲ୍ମ ସୁଟିଂର ଏକ ଫୁଟେଜକୁ ଅରୁଣାଚଳରେ ଭାରତ-ଚୀନ୍ ସଂଘର୍ଷର ଫଟୋ ଦାବିରେ ଭାଇରାଲ ହେଉଛି।

ଅରୁଣାଚଳ ପ୍ରଦେଶରେ ତାୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ସ ହୋଇଥିଲା। navbharat times ରିପୋର୍ଟ ଅନୁଯାୟୀ, ଚୀନ୍ ସୈନିକମାନେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ଭାରତ ସିମାରେ ପ୍ରବେଶ କରିଥିଲେ। 200 ଚୀନ୍ ସୈନିକ ଭାରତରେ ପ୍ରବେଶ କରିଥିଲେ ଏବଂ କିଛି ସମୟ ପାଇଁ ଚୀନ୍ ସୈନିକମାନଙ୍କୁ ଭାରତୀୟ ସେନା ଦ୍ୱାରା ଅଟକ ରଖାଯାଇଥିଲା। ଚିନର ସୈନିକ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ଏହି ଘଟଣାର ଚିତ୍ର ସୋସିଆଲ […]

Continue Reading

ନ୍ୟୁୟର୍କରେ ପ୍ରଦର୍ଶନକାରୀଙ୍କ ଭାରତୀୟ ପତାକା ଅପମାନ କରୁଥିବା ଭିଡିଓ ଭାରତରେ କୃଷକ ଆନ୍ଦୋଳନ ଦାବିରେ ସେୟାର କରାଯାଉଛି।

ଗତ କିଛି ମାସ ହେବ କୃଷକଙ୍କ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ପ୍ରଚାରିତ ହୋଇଥିଲା। ଏଥି ମଧ୍ୟରେ କୃଷକଙ୍କ ଆନ୍ଦୋଳନ ପୁଣି ଜୋର ଧରିବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ଖାଲିସ୍ତାନର ସ୍ଲୋଗାନ ଉଠାଉଥିବାର ନଜର ଆସିଛନ୍ତି। ଭିଡିଓରେ ବିରୋଧ କରୁଥିବା ଲୋକମାନେ ଭାରତୀୟ ପତାକାକୁ ଅପମାନିତ କରୁଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ବର୍ତ୍ତମାନ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନର […]

Continue Reading

ପୋଲିସ କର୍ମିଙ୍କ ସହ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡ଼ିଥିବାର ଏହି ଭିଡିଓ ଉତ୍ତରପ୍ରଦେଶର ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଇ-ରିକ୍ସା ପାଣି ଭର୍ତ୍ତି ରାସ୍ତାରେ ଓଲଟି ପଡିଥିବାର ଦେଖାଯାଉଛି।  ଏହି ଇ-ରିକ୍ସାରେ ପୋଲିସ୍ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଉତ୍ତରପ୍ରଦେଶର ବୋଲି ଦାବି କରାଯାଇଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ନୁହେଁ ବରଂ ରାଜସ୍ଥାନର ଅଟେ।  Mahua Moitra Fans ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇ-ରିକ୍ସା […]

Continue Reading

ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ କାର୍ ଜିତିବାର ସୁଯୋଗ ଦେଉଥିବା ମେସେଜ୍ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଟାଟା ସ୍ଟିଲ କମ୍ପାନିର 150 ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେଜେର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ଏକ ପ୍ରତିଯୋଗିତାର ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣକାରୀମାନେ ଏକ କାର୍ ଜିତିବାର ସୁଯୋଗ ପାଇ ପାରିବେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।  ଏହି ପୋଷ୍ଟର ଏକ ସ୍ରିକନ ସୋଟ୍ ତଳେ ପୋଷ୍ଚ କରାଯାଇଛି। ଯେଇଁଥିରେ ଲେଖାଯାଇଛି […]

Continue Reading

ଗାନ୍ଧୀ ଜୟନ୍ତିରେ ଦିଲ୍ଲୀ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇଛନ୍ତି?

2 ଅକ୍ଟୋବରରେ ଗାନ୍ଧୀଜୟନ୍ତିରେ ସୋସିଆଲ ମିଡିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଇ ଅନେକ ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଏକ ଖବର କାବଜ ପାଷ୍ଟର ସେୟାର କରାଯାଉଛି। ପୋଷ୍ଟରେ କେଜରିୱାଲଙ୍କ ଫଟୋ ବଡ଼ଆକାରରେ ଦିଆଯାଇ ଗାନ୍ଧୀ ଜୟନ୍ତି ଲେଖାଯାଇଛି। ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଖବରକାଗଜର ତଳେ ଦିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହେଲା।  […]

Continue Reading

ଏହି ଫଟୋ ଭାରତୀୟ ମହାଭାରତର ଦୃଶ୍ୟର ଯାହା ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଅଛି ?

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୁରୁଣା ଫଟୋ ଦେଖିବାକୁ ମିଳୁଛି।  ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଏହି ପେଣ୍ଟିଂ ହେଉଛି ଭାରତୀୟ ମହାଭାରତର ଏକ ଦୃଶ୍ୟ ଏବଂ ଏହି ଫଟୋଟି ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଉପସ୍ଥିତ ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ସେପ୍ଟେମ୍ବରରେ ହିନ୍ଦୁ ମହାସଙ୍ଘ ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, […]

Continue Reading

ମୋଦି ଏବଂ କ୍ୟାମେରାମ୍ୟାନର ମୂଳ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସେପ୍ଟେମ୍ବର 26, 2021 ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତିନି ଦିନିଆ ସରକାରୀ ଗସ୍ତରୁ ଫେରିବା ପରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସ୍ଥଳରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ନିର୍ମାଣ ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ,ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଇବା ପାଇଁ ଜଣେ ଫଟୋଗ୍ରାଫର […]

Continue Reading

ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ କି?

ସୋସିଆଲ ମିଡିଆରେ ଜଣେ ପିଲା ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ପିଲା ହେଉଛି ସିଲିଗୁରି ଭିତ୍ତିକ ଆର୍ଯ୍ୟ ବାନିକ୍।  4 ସେପ୍ଟେମ୍ବର ରେ Prithwi Nath Mukharji ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଛି କି?

ଗତ 10 ମାସ ଧରି ଦେଶରେ  କୃଷକଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଥିବା ବେଳେ କୃଷକମାନଙ୍କୁ ଅପମାନ କରବା ପାଇଁ  ମଧ୍ୟ ଅନେକ ଚେଷ୍ଟା କରାଯାଇଛି। ଏଥିମଧ୍ୟରେ ଅନ୍ୟ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ, କିଛି ଲୋକ ବୋତଲରୁ ମଦକୁ ଏକ ନୀଳ ଟାଙ୍କିରେ ଢାଳୁଥିବା ଦେଖାଯାଉଛି ଏବଂ ଦ୍ୱିତୀୟ ଭିଡିଓରେ ଶହ ଶହ ଲୋକଙ୍କୁ ମଦ ବଣ୍ଟନ କରାଯାଉଛି। ଏହି ଭିଡିଓଗୁଡିକ କୃଷକଙ୍କ ବିରୋଧ ସହ ଜଡିତ ବୋଲି […]

Continue Reading

ରାସ୍ତା ଖରାପଥିବା ଦିଲ୍ଲୀ ଚାନ୍ଦନି ଛକର ଫଟୋକୁ ଭୂବନେଶ୍ୱରର ଦାବିରେ ଭାଇରାଲ ହେଉଛି।

ବର୍ଷା କରାଣରୁ ଭୁବନେଶ୍ୱରର ଅଲଗା ଅଲଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାର ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଫ୍ଲାଏ ଓଭର ତଳେ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବା ଗର୍ତ୍ତଗୁଡିକ ଦେଖାଯାଉଛି। ଏବଂ ଜିନିଷରେ ବର୍ତ୍ତି ଏକ ରିକ୍ସା ଗର୍ତ୍ତ ନିକଟରେ ଓଲଟି ପଡିଛି। ଫଟୋରେ ଦାବି କରାଯାଇଛି ଯେ, ଭୂବନେଶ୍ୱରର ପାଣି ଭର୍ତ୍ତି ରାସ୍ତାରେ ରିକ୍ସା ଓଲଟି ପଡ଼ିଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

କ’ଣ ଭାରତ ପତକା ପରି ପୋଷାକ ପିନ୍ଧି ସେଲ୍ଫି ନେଉଥିବା ଏହି ଛାତ୍ରୀ ମାନଙ୍କ ଫୋଟୋ କାଶ୍ମୀରର ଅଟେ? ଜାଣନ୍ତୁ ସତ୍ୟ।

ଗତ କିଛି ବର୍ଷ ହେବ ମୋଦୀ ସରକାର କାଶ୍ମୀରରେ ଅନେକ ପରିବର୍ତନ କରିଛନ୍ତି। ଧାରା ୩୭୦ ହଟାଇବା ଏବଂ ଅନ୍ୟାନ୍ୟ କାରଣ ପାଇଁ ବିଜେପି ସମର୍ଥକ ମାନେ ସରକାରକୁ ପ୍ରଶଂସା କରୁଛନ୍ତି। କାଶ୍ମୀର ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଶପ୍ରେମ ଭାବନା ସହିତ ଦେଖିବାକୁ ମିଳୁଛି ଏବଂ ଏହା ଦାବି କରା ଯାଉଛି ଯେ ମୋଦୀ ସରକାର ପୂର୍ବରୁ ଏହା ସବୁ କାଶ୍ମୀରରେ ଦେଖିବାକୁ ମିଳୁନଥିଲା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ […]

Continue Reading

ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।

ଉତ୍ତର ପ୍ରଦେଶ ନିର୍ବାଚନ ଯେତିକି ପାଖକୁ ଆସୁଛି ସେତିକି ଅଧିକ ଫଟୋ ଏବଂ ଖବର ଯୋଗୀ ଆଦିତ୍ୟନାଥ ନାମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋ ଅଯୋଧ୍ୟାର ଅଟେ। ଭାଇରାଲ ଫଟୋକୁ ଯୋଗି ଆଦିତ୍ୟନାଥଙ୍କ ସଫଳତାର ପ୍ରଶଂସା କରି ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  19 ସେପ୍ଟେମ୍ବରରେ Voice Of […]

Continue Reading

2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।

ସୋସିଆଲ ମିଡିଆରେ ଗଣେଶ ପୂଜାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି ଯେ, ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକକୁ ବୋଲି ଦାବି କରାଯାଇ ଭାଇରାଲ କରାଯାଇଛି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ 2016ର ବୋଲି ସ୍ପଷ୍ଟ ହେଲୁ।  10 ସେପ୍ଟେମ୍ବରରେ Biswajit Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ପ୍ରବଳ ବର୍ଷା ପରେ ଖରାପ ରାସ୍ତା ଅବସ୍ଥା ଦର୍ଶାଉଥିବା ଏହି ଭିଡିଓ ଗୁଜୁରାଟର ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଦେଶର ଅନେକ ରାଜ୍ୟ ପ୍ରବଳ ବର୍ଷାର ସାମନା କରିଥିଲା। ଅନେକ ସ୍ଥାନରେ ରାସ୍ତାରେ ପାଣି ଜମିଥିବା ସମୟରେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମହୀ ହେଇଥିଲା। ଇଭିନ୍ନ ସହରର ଲୋକେ ଏହି ପ୍ରାକୃତିକ ବିପଦରେ ନିଜ ଘର ଏବଂ ଜୀବିକା ହରାଇଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ଅବସ୍ଥା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବର୍ଷା କାରଣରୁ ରାସ୍ତାର ଅବସ୍ଥା ଖରାପ […]

Continue Reading

ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ଚାପୁଡ଼ା ମାରୁଛି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଫୁଲମାଳ ପିନ୍ଧିଥିବା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତରେ ମାଇକ୍ ଧରିଥିବାର ଦେଖାଯାଇଛି। ହାତରେ ମାଇକ୍ ଧରିଥିବା ବ୍ୟକ୍ତି ଜଣକ ଶେଷରେ ଫୁଲ ପିନ୍ଧିଥିବା ବ୍ୟକ୍ତିଙ୍କୁ ଘର ପଛପଟକୁ ନେଇ ଚାପୁଡ଼ା ମାରିଥିଲେ। ଏହି ଭିଡିଓ ସେୟାର କରି ଦାବି ହେଉଛି ଯେ, ରିପୋର୍ଟର ହେବତ ଏମିତି। ଯିଏ ଭୁଲ କୁ ଭୁଲ କହି ଜଣେ ମୁଖିଆକୁ ଚାପୁଡ଼ା ମାରିଲା। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ ଲଗାଇଥିବା ପୋଷ୍ଟରକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁ ପୋଷ୍ଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଶିବସେନା ଦଳ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଚେଷ୍ଟା କରୁଛି। ଆଦିତ୍ୟ ଠାକରେ ଏବଂ ତାଙ୍କ ଦଳ ଉପରେ ଉପହାସ କରି ପୋଷ୍ଟ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 8 ସେପ୍ଟେମ୍ବରରେ Bipal Kumar Parida ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading