କ’ଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି ?

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଣେ ଶେଖ ଠିଆ ହୋଇଥିବାର ଦେଖା ଯାଉଛନ୍ତି। ଫଟୋରେ ସେ ହିନ୍ଦୁ ଧର୍ମର ଚାଦର ପିନ୍ଧିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଅନ୍ୟ କୌଣସି ଧର୍ମର ଟୋପି ପିନ୍ଧିବେନି କିନ୍ତୁ ଅନ୍ୟ ସମସ୍ତଙ୍କୁ ହିନ୍ଦୁ ଧର୍ମର ଚାଦର ପିନ୍ଧାଇ ଦେବେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡିଟେଡ୍ ବାହାରିଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।  11 ସେପ୍ଟେମ୍ବରରେ Manoj Chouhan ନାମକ ଜଣେ […]

Continue Reading

କ’ଣ ୧୯୩୧ ମସିହାର ବନ୍ଦେ ମାତରମ ପତ୍ରିକାର ମାଲିକ ଜଣେ ମୁସଲିମ ଏବଂ ଏହାର କର୍ମଚାରୀ ମାନେ କେବଳ ଇସଲାମ ଧର୍ମର ଲୋକ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଗୁରୁତର ପୋଷ୍ଟ। ପୋଷ୍ଟରେ ଦେଖିବାକୁ ମିଳିଛି ଏକ ପୁରୁଣା ଖବରକାଗଜ। ଖବରକାଗଜ ନାମ ହେଉଛି “ଦି ଡେଲି ବନ୍ଦେ ମାତରମ।” ପୋଷ୍ଟ ଦେଖି ସ୍ପଷ୍ଟ ହେଉଛି ଯେ ଏହା ଏକ ପୁରୁଣା ଏବଂ ଉର୍ଦୁ ଭାଷାର ପରିକା। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଖବରକାଗଜର ମାଲିକ ଏକ ମୁସଲିମ ଥିଲେ ଏବଂ ଏହାର ସମସ୍ତ କର୍ମଚାରୀ ମଧ୍ୟ ମୁସଲିମ ଥିଲେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ରତନ ଟାଟା ଆଧାର କାର୍ଡ ଦେଖାଇ ମଦ କିଣିବା ପରାମର୍ଶ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ସମୟ ସମୟ ଧରି ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ ଦ୍ଵାରା ଦିଆ ଯାଇଥିବା ଭାଷଣ କିମ୍ବା ପରାମର୍ଶ ଭାଇରାଲ ହେଉଥାଏ। ଅନେକ ସମୟରେ ଏହି ପରି ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟାଟା କମ୍ପାନୀ ମାଲିକ ରତନ ଟାଟାଙ୍କ ଦ୍ଵାରା ଦିଆ ଯାଇଥିବା ଏକ ପରାମର୍ଶ ହାଇରାଲ ହେଉଛି। ପୋଷ୍ଟର ଦାବି ଅନୁଯାୟୀ ରତନ ଟାଟା, ମଦ କିଣିବା ସମୟରେ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ କରି ଦେବା ପରାମର୍ଶ […]

Continue Reading

ଏଡିଟ୍ ପୋଷ୍ଟକୁ ଆଜତକ ନ୍ୟୁଜ କ୍ୟାପ୍ସନ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ ହିଂସା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ 31 ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ନିଜ ଆର୍ମି ଆଣିସାରିଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ବନିଛି। ସୋସିଆଲ ମିଡିଆରେ ଆଜତକ ନ୍ୟୁଜ କ୍ୟାପ୍ସନରେ ଲେଖାଯାଇଛି ଯେ, ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ନୀଳକମଳ କମ୍ପାନୀ “ପାକିସ୍ତାନ ମୁର୍ଦାବାଦ” ଷ୍ଟିକର ଲଗେଇ ନିଜ ଡଷ୍ଟବିନ୍ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ନୀଳକମଳ କମ୍ପାନୀର ଗୋଟିଏ ଡଷ୍ଟବିନ୍ ରେ ପାକିସ୍ତାନ ମୁର୍ଦାବାଦ ଲେଖା ହୋଇଥିବା ଏକ ଷ୍ଟିକର ଲାଗିଛି। ପୋଷ୍ଟ ଦାବି ଅନୁଯାୟୀ ନୀଳକମଳ କମ୍ପାନୀ ପାକିସ୍ତାନ ମୁର୍ଦାବାଦ ଲେଖା ହୋଇଥିବା ଏହି ଡଷ୍ଟବିନ୍ ଉତ୍ପାଦନ କରୁଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ […]

Continue Reading

2019 ଭିଡିଓକୁ ବର୍ତ୍ତମାନ ତାଲିବାନ ଭାଇରାତ ସରକାରକୁ ଧମକ ଦେବା ଦାବିରେ ଭାଇରାଲ।

ତାଲିବାନ କାବୁଲକୁ କାବୁ କରିବା ଦିନଠାରୁ, ଭାରତ ଏବଂ କାଶ୍ମୀର ଉପରେ ନୂତନ ବିତରଣର ସ୍ଥିତି କ’ଣ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ କାଶ୍ମୀର ଉପରେ ଭାରତକୁ ଚେତାବନୀ ଦେଇଛି ବୋଲି ଏକ ଭିଡିଓ ଭାଇରାଲ ହୋଇଛି। ଦାବି କରାଯାଉଛି ଯେ, ଜଣେ ତାଲିବାନ କମାଣ୍ଡର ମୁଜାହିଦ୍ଦିନଙ୍କୁ “ଚ୍ୟାଲେଞ୍ଜ” କରିବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ମାରୁଥିବାର ଏହି ସମ୍ବାଦ ପଛରେ ପ୍ରକୃତ ଘଟଣା ଜାଣନ୍ତୁ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସମ୍ବାଦ ବହୁତ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ ଏକ ବେଦିରେ ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କର ସ୍ତ୍ରୀ ତାଙ୍କୁ ମାରିଛନ୍ତି। ଏହି ଖବର ନେଇ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଚ୍ଚି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ପ୍ରଥମେ ବିବାହ କରାଉଥିବା ପଣ୍ଡିତଙ୍କ ସହିତ କିଛି ବାର୍ତ୍ତାରେ ଝଗଡା କରୁଛନ୍ତି ଏବଂ ତାହା ପରେ ସେ ନିଜ ସ୍ଵାମୀ ସହିତ ଝଗଡା […]

Continue Reading

ଖାଲଢିପ ହୋଇଥିବା ରାସ୍ତା ଲକ୍ଷ୍ନୌର ନୁହେଁ ମଧ୍ୟପ୍ରଦେଶ ଉଜ୍ଜେନର ଅଟେ।

ସୋସିଆଲ ମିଡିଆରେ ଏଖ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ରାସ୍ତାରେ ଅନେକ ଖାଲଥିବାର ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେଥିବା ରାସ୍ତା ଲକ୍ଷୌର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହଉଛି।  25 ଅଗଷ୍ଟରେ Ramachandra Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକ୍ଷ୍ନୌର ଏହି ରୋଡ଼ର ଅବସ୍ଥା ନେଇ ଅଖିଲେଶ ଯାଦବ ଟ୍ୱିଟ […]

Continue Reading

କ’ଣ ଭାଇରାଲ ଭିଡିଓରେ ଅହମଦନଗର ପୋଲିସ ବ୍ୟାଙ୍କ ଲୁଟୁଥିବା ଡକାୟତ ମାନଙ୍କୁ ଧରୁଛନ୍ତି? ଜାଣନ୍ତୁ ସତ୍ୟ

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ବ୍ୟାଙ୍କ ଲୁଟୁଛନ୍ତି। ସେହି ସମୟରେ ପୋଲିସ ବ୍ୟାଙ୍କରେ ପଶି ତାଙ୍କୁ ଧରୁଛି। ଦାବି ଅନୁଯାୟୀ ଏହି ଭିଡିଓ ମହାରାଷ୍ଟ୍ରର ଅହମଦନଗର ଏକ ବ୍ୟାଙ୍କ ଅଟେ। ଏହି ଭିଡିଓରେ ଆମେ ଜଣେ ପୋଲିସକର୍ମୀଙ୍କୁ ମାଇକ୍ ମାଧ୍ୟମରେ ଧାରା ପଡିଥିବା ଡକାଯତ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଶୁଣିବାକୁ ପାଇଲୁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି […]

Continue Reading

କ’ଣ ମାରୁତି ସୁଜୁକି କମ୍ପାନୀ ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ପୁରସ୍କାର ଜିତିବା ସୁଯୋଗ ଦେଉଛି କି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ମାରୁତି ସୁଜୁକି ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା।  Website ଆମ ଅନୁସନ୍ଧାନ:  ଏହି ଲିଙ୍କରେ କ୍ଲିକ୍ କରିଲା ପରେ […]

Continue Reading

ଉଜ୍ଜେନର ଗାଫୁର ବସ୍ତି ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଛନ୍ତି ?

ସୋସିଆଲ ମିଡିଆରେ ଉଜ୍ଜେନରେ କିଛିଲୋକ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।  ସେହି ଭିଡିଓ ସହିତ ଲିଙ୍କ୍ କରି ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଅନେକ ପୋଲିସ୍ ଠିଆ ହୋଇ ଜେସିବି ସାହାଯ୍ୟରେ ଏକ ବସ୍ତି ଭାଙ୍ଗିଥିବାର ଦେଖାଯାଉଛି।  ଭିଡିଓ ସହ ଦାବି କରାଯାଉଛି ଯେ, ଉଜ୍ଜେନର ଗାଫୋର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ଜେସିବି ସାହାର୍ଯ୍ୟରେ ସେମାନଙ୍କର ବସ୍ତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି […]

Continue Reading

2019 କର୍ଣ୍ଣାଟକ ଭିଡିଓକୁ ଉଜ୍ଜେନର ମସଜିଦଠାରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଲୋକଙ୍କୁ ହିନ୍ଦୁବାମାନେ ବିରୋଧ କରିଥିବା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାକିସ୍ତାନକୁ ନିନ୍ଦାକରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ଲାଗିଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜୟିନୀ ସହର ସ୍ଥିତ ଏକ ମସଜିଦ ନିକଟରେ କିଛି ଦେଶଦ୍ରୋହୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ବିରୋଧ କରି ଶହ ଶହ ହିନ୍ଦୁ ଠିକ ସେଇ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାହାର ଜବାବ ଦେଇଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

କା’ଣ ଅନ୍ଲାଇନ୍ ଶପିଙ୍ଗ୍ କମ୍ପାନୀ ମିନ୍ତ୍ରା ନିଜ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଦେଖାଇଛି? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଏକ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଅଛି। ଏହି ବିଜ୍ଞାପନରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ମୋବାଇଲ ଧରି ଛିଡା ହେଇଥିବା ସମୟରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଛି। ଦାବି ଅନୁଯାୟୀ ଏହି ବିଜ୍ଞାପନ ପ୍ରସିଦ୍ଧ ଅନ୍ଲାଇନ୍ ଶପିଙ୍ଗ୍ ମିନ୍ତ୍ରାର ବିଜ୍ଞାପନ ଅଟେ ଯେଉଁଥିରେ ହିନ୍ଦୁ ଦେବୀ ଦେବତାଙ୍କୁ ଅପମାନ କରା ଯାଇଛି। ତ କ’ଣ ଏହି ବିଜ୍ଞାପନ ମିନ୍ତ୍ରା କମ୍ପାନୀ ଦ୍ଵାରା […]

Continue Reading

କ’ଣ ମୋର୍ରିସ ଗ୍ୟାରେଜ୍ (ଏମଜି) କମ୍ପାନୀ ବଚପନ କା ପ୍ୟାର ଗାୟକ ସହଦେବଙ୍କୁ ୨୩ ଲକ୍ଷ ମୂଲ୍ୟର କାର ଉପହାରରେ ଦେଇଛି?

ଦେଖୁ ଦେଖୁ ରାତାରାତି ବଚପନ କା ପ୍ୟାର ଗୀତର ଗାୟକ ସହଦେବ ଦେଶ ସାରା ପ୍ରସିଦ୍ଧ ହେଇ ସାରିଛନ୍ତି। ତାଙ୍କୁ ଅନେକ ଟିଭି କାର୍ଯ୍ୟକ୍ରମରେ ମଧ୍ୟ ଦେଖିବା ମିଳିଛି ଏବଂ ବିଭିନ୍ନ ମଞ୍ଚରେ ତାଙ୍କ ପ୍ରଶଂସା କରା ଯାଉଛି। ଏହା ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୋର୍ରିସ ଗ୍ୟାରେଜ୍ (ଏମଜି) କମ୍ପାନୀ ବଚପନ କା ପ୍ୟାର ଗାୟକ ସହଦେବଙ୍କୁ ୨୩ ଲକ୍ଷ ମୂଲ୍ୟର କାର […]

Continue Reading

କ’ଣ ବିଶ୍ଵର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ନିଜ ଖାଦ୍ୟ ସାମଗ୍ରୀରେ ମାନବ ମାଂସ ପରିବେଷଣ କରୁଛି କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବିଶ୍ଵ ପ୍ରସିଦ୍ଧ ବର୍ଗର ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି। ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦାବି କରା ଯାଇଅଛି ଯେ ମେକ୍ ଡୋନାଲ୍ଡ ରେଷ୍ଟୁରାଣ୍ଟ ନିଜ ଖାଦ୍ୟରେ ମାନବ ମାଂସ ପରିବେଷଣ କରୁଛି।  ଫ୍ୟାକ୍ଟ କ୍ରିସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଆମେରିକାର ଓକଲାମହା ଏବଂ ଅନ୍ୟ ମେକ୍ ଡୋନାଲ୍ଡ ମାଂସ କାରଖାନାରୁ ଏକ […]

Continue Reading

ଜାପାନର ଅଟାମି ସହରର ଭୂସ୍ଖଳନ ଭିଡିଓକୁ ହିମାଚଳ ପ୍ରଦେଶ ଦାବିରେ ଭାଇରାଲ ହେଉଛି।

ହିମାଚଳପ୍ରଦେଶରେ ପାହାଡ଼ରୁ ପଥର ଖସିବା କିମ୍ବା ବର୍ଷା ପାଇଁ ରାସ୍ତା ଭୁସୁଡ଼ିଥିବାର ଅନେକ ଖବର ପ୍ରକଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଘର ପାଣି ସହ ଭାସିଯାଉଥିବାର ଦେଖଆଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂସ୍ଖଳନ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Manu Chaudhary ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ତାଲିବାନ ଭୟରେ ଆଫଗାନିସ୍ତାନର ଜଣେ ବ୍ୟକ୍ତି ଉଡୁ ଥିବା ବିମାନ ବାହାରେ ସୋଇଛି? ଜାଣନ୍ତୁ ସତ୍ୟ।

ତାଲିବାନ ଆଫଗାନିସ୍ତାନ ଉପରେ ନିଜ ଅଧିକାର ଜମାଇବା ପରେ ସେଠିକାର ସ୍ଥାନୀୟ ଲୋକେ ଭୟବିତ ହୋଇ ଦେଶ ଛାଡି ପଳାଇବାର ଚେଷ୍ଟା କରୁଛନ୍ତି। ନିକଟରେ ଏପରି ଏକ ଘଟନା ଦେଖିବାକୁ ମିଳିଥିଲା ଯେଉଁଥିରେ ଦୁଇଟି ଲୋକେ ଆକାଶରୁ ବିମାନରୁ ଖସି ପଡିଥିଲେ।  ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେକିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଉଡୁଥିବା ବିମାନର ଟର୍ବାଇନ ଇଞ୍ଜିନ ଉପରେ ସୋଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର କ୍ରୁରତା […]

Continue Reading

ଫଟୋରେ ଜୟଲଳିତାଙ୍କ ସହ ଦେଖା ଯାଉଥିବା ମିହଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୁହଁନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। କଳା -ଧଳା ରଙ୍ଗର ଏହି ଫଟୋରେ ଅନ୍ୟ ଜଣେ ମହିଳା ମଧ୍ୟ ଅଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେ ଜୟଲଲିତା ଏବଂ ନିର୍ମଳା ସୀତାରମଣଙ୍କ ଏକ ଫଟୋ। ଆମ ଅନୁସନ୍ଧାନରେ ଭାଇାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅଗଷ୍ଟରେ Kailash Gupta ନାମକ ଜଣେ ଫେସବୁକ ୟୁଜର […]

Continue Reading

ଭାଇରାଲ ଫଟୋରେ ଯୋଗୀ ସରକାର ଜନତାଙ୍କ ସହ ଦାଦାଗିରି କରୁଛି ? ଜାଣନ୍ତୁ ସତ୍ୟତା।

ସୋସିଆାଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖାଯାଉଛନ୍ତି। ଏହା ସହ କିଛି ଲୋକ ଚେୟାରରେ ବସିଥିବା ଦେଖା ଯାଉଛନ୍ତି ଏବଂ ତାଙ୍କୁ କିଛି ଲୋକ କାନ୍ଧରୁ ଧରିଥିବାରୁ ଧରିଥିବାର ମଧ୍ୟ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୋଗି ଆଦିତ୍ୟନାଥ ଲୋକଙ୍କ କାନ୍ଧରେ ସୁରକ୍ଷୀ କର୍ମୀଙ୍କ ହାତରଖି ଡରାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 23 ଜୁଲାଇରେ Susanta […]

Continue Reading

କ’ଣ ଏହି ଭିଡିଓରେ କାଶ୍ମୀର ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରୁଛି କି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଗୋଡାଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ପୋଲିସ ଠାରୁ ଦଉଡି ପାଉଥିଲା ବେଳେ ପୋଲିସ ତାଙ୍କୁ ଲାତ ମାରି ଗିରଫ କରୁଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ କାଶ୍ମୀରରୁ ଆସିଛି ଯେଉଁଠାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁଅନ୍ଧାନ:  ଆମ […]

Continue Reading

କ’ଣ ମନ୍ଦିରରେ ଏକ ମାନଙ୍କଡ ଘଣ୍ଟି ବଜାଉଥିବାର ଏହି ଭିଡିଓ ଅଯୋଧ୍ୟା ରାମ ମନ୍ଦିରର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ଦିରରେ ଆଳତି ହେବା ସମୟରେ ଏକ ମାନକଡ ଘଣ୍ଟି ବନ୍ଧା ହୋଇଥିବା ଏକ ପୋଲ ଉପରେ ଚଢି ଘଣ୍ଟି ବଜାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ଅଯୋଧ୍ୟା ରାମ ମନ୍ଦିରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 9 ଅଗଷ୍ଟରେ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି […]

Continue Reading

2016 ମସିହା ଧାର୍ମିକ କାର୍ଯ୍ୟକ୍ରମର ଭିଡିଓକୁ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଦଘାଟନ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ କିଛି ଆରବିଆନ ଲୋକ ହିନ୍ଦୁ ଧର୍ମର ମନ୍ତ୍ର ପଢ଼ୁଥିବା ସହ ହିନ୍ଦୁ ରିତି ନିତି କରୁଥିବା ପରି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବୀର ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସୁଲତାନଙ୍କ ବେଗମ ମସ୍ତକରେ ପବିତ୍ର ରାମାୟଣ ଗ୍ରନ୍ଥ ଧାରଣ କରିଛନ୍ତି। ସୁଲତାନଙ୍କ ସହ ମୂରାରିଵାପୁ ବି ଦେଖାଯାଉଛନ୍ତି। […]

Continue Reading

କ’ଣ ଚଳିତ ବର୍ଷ ରେ କୌଣସି ଅଭିନେତା, କ୍ରିକେଟର, ନେତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେଦେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଚଳିତ ବର୍ଷରେ ଅଭିନେତା, କ୍ରିକେଟର ଏବଂ ନେତା ମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଜୀବ ନାହିଁ। ଏହି ବର୍ଷ ପଦ୍ମଶ୍ରୀ ପୁରସ୍କାର କେବଳ ସେହି ଲୋକମାନଙ୍କୁ ଦିଆ ଜୀବ ଯେଉଁ ମାନେ ଅନ୍ୟ ଲୋକଙ୍କ ମଧ୍ୟରେ ବାସ କରିଛନ୍ତି ଏବଂ କାର୍ଯ୍ୟ କରିଛନ୍ତି। ଏହି ଦାବି ସହିତ ଏକ ଫାଇଲ୍ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ପୁରସ୍କାର ଯୋଗ୍ୟତା […]

Continue Reading

ପାକିସ୍ତାନର ଏକ ଗୁଜରାତି ସ୍କୁଲ ନାଁ ବଦଳାଇ ମୁସ୍ଲିମ ନାମକରଣ କରାଗଲା ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ଛୋଟ ବୋର୍ଡର ନାମ “ସେଥ୍ କୁଓଭରଜୀ ଖୀମଜୀ ଲୋହାନା ଗୁଜରାଟୀ ବିଦ୍ୟାଳୟ” ଥିବାବେଳେ ଅନ୍ୟ ଏକ ବୋର୍ଡରେ ଲେଖା ଅଛି “ମଲାଲା ୟୁସୁଫ୍ ଜାଇ ସରକାର, ବାଳିକା ମାଧ୍ୟମିକ ବିଦ୍ୟାଳୟ, ମିଶନ୍ ରୋଡ୍, କରାଚି ”। ପୋଷ୍ଟରେ ଦାବି କରାଯାଇଛି , ଏହିପରି ତେଜୋ ମହାଲୟ ତାଜମହଲ, ରାମ ମନ୍ଦିର ବାବ୍ରି, କାଶୀ ମନ୍ଦିର ଜିଆନଭାପୀ ହୋଇଗଲେ, ଏହିପରି ହଜାର ହଜାର କାହାଣୀ ଅଛି। ଆମ […]

Continue Reading

ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।

ଗତ ବର୍ଷରୁ ଚାଲି ଆସୁଛି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ। ଆମ ଦେଶରେ ବିଭିନ୍ନ ସ୍ଥାନରେ ଉଭୟ ହିଂସାତ୍ମକ ତଥା ଅହିଂସା ବିରୋଧ ପ୍ରଦର୍ଶନ କରୁଥିବା କୃଶକକ ବିରୋଧ ବିଷୟରେ ଆମେ ଅନେକ ଖବର ଦେଖିଛୁ। ଯେତେବେଳେ ସରକାର କୃଶକ ବିଲରୁ ଊହରିଯିବାକୁ ରାଜି ନୁହନ୍ତି, ସେତେବେଳେ କୃଷକ ମାନେ ମଧ୍ୟ ବିଲ୍ ବ୍ବିରୋଧରେ ସେମାନଙ୍କର ଅଧିକାରକୁ ନେଇ ଜିଦ୍ ଧରିଛନ୍ତି।  ଗତ କିଛି ମାସ ହେବ ଆମେ ବିଭିନ୍ନ ସ୍ଥାନରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ […]

Continue Reading

କ’ଣ ପୋଷ୍ଟ ହୋଇଥିବା ପ୍ରଥମ ଫୋଟୋ ଟିପ୍ପୁ ସୁଲତାନଙ୍କ ଅସଲି ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋର ତୁଳନା କରି ଦାବି କରା ଯାଇଅଛି ଯେ ଏହା ମଧ୍ୟରୁ ଗୋଟିଏ ଫୋଟୋ ଅସଲି ତିପୁ ସୁଲତାନଙ୍କ ଫୋଟୋ ଅଟେ ଏବଂ ଅନ୍ୟ ଫୋଟୋ କଂଗ୍ରେସ ଦଳ ଦ୍ଵାରା ନକଲି ତିପୁ ସୁଲତାନଙ୍କ ଫୋଟୋକୁ ପୁସ୍ତକରେ ପ୍ରକାଶିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading

୨୦୨୧ ମସିହା ପାସ୍ ହୋଇଥିବା ପ୍ରାର୍ଥୀ ମାନଙ୍କ ଚାକିରି ନେଇ ଏଚଡିଏଫସି ବ୍ୟାଙ୍କର ବିଜ୍ଞାପନ ପଛରେ ଥିବା ସତ୍ୟ ଘଟଣା କ’ଣ?

କୋଭିଡ ମାହାମାରୀ କାରଣରୁ କେତେକ ବର୍ଗ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରିବାକୁ ସରକାର ଦ୍ଵାରା ନିଷ୍ପତ୍ତି ନିଯା ଯାଇଥିଲା। ଏପରି ନିଷ୍ପତ୍ତି ଛାତ୍ର ମାନଙ୍କ ମଧ୍ୟରେ ଅନେକ ବିବାଦ ଏବଂ ମତଭେଦ ସୃଷ୍ଟି କରିଛି। ଲୋକମାନେ ୨୦୨୧ ମସିହାରେ ପାସ୍ କରିଥିବା ଛାତ୍ରମାନଙ୍କୁ ପରିହାସ କରୁଛନ୍ତି ଯେ ସେମାନେ ଅଧ୍ୟୟନ ନକରି ଯୋଗ୍ୟତା ଅର୍ଜନ କରିଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ ଏଚଡିଏଫସି ବ୍ୟାଙ୍କର ଏକ ବିଜ୍ଞାପନ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ […]

Continue Reading

କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ମହିଳା ମିଶି ଜଣେ ବ୍ୟକ୍ତିକୁ ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳାମାନେ ଜଣେ ବିଜେପି ନେତାକୁ ମାରୁଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  1 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶ ଜାଗ୍ରତ ହୋଇ ସାରିଛି, ଯେଉଁଠି ବି ବିଜେପି କମଳା […]

Continue Reading

ଭୂବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କଲେଜର ଏଡିଟ୍ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ କଲେଜର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଲେଖାଯାଇଛି ଯେ, (Rajnikant Medical College of Engineering for Commerce and Arts) ବାଣିଜ୍ୟ ଏବଂ କଳା ପାଇଁ ରଜନୀକାନ୍ତ ମେଡିକାଲ କଲେଜ ଅଫ୍ ଇଞ୍ଜିନିୟରିଂ।  ଫଟୋ ସହ ଦାବି କରାଯାଉଛି ଯେ, ଏହା କିପରି ଶିଷା ପ୍ରଣାଳି । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  31 ଜୁଲାାଇରେ Aditi ନାମକ ଜଣେ ଟ୍ୱିଟର ୟୁଜର […]

Continue Reading

କ’ଣ ଭିଡିଓରେ ଥିବା ବନ୍ୟାର ଏହି ଦୃଶ୍ୟ ମହାରାଷ୍ଟ୍ର ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଅନୁଭୂତ ହୋଇଥିଲା। ସେଠାରେ ଅନେକ ସମ୍ପତ୍ତି ଏବଂ ଭିତ୍ତିଭୂମିର ଖ୍ଯାତି ସମେତ ଜୀବନହାନି ଘଟିଛି। ମହାରାଷ୍ଟ୍ର ଲୋକେ ଏହି ବନ୍ୟା ସ୍ଥିତିର ଯନ୍ତ୍ରଣା ଭୋଗୁଥିବାବେଳେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସମାନ ଘଟଣା ସମ୍ବନ୍ଧୀୟ ଭିଡିଓ ଏବଂ ପୋଷ୍ଟ ସେୟାର କରିଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛିଯେ […]

Continue Reading

ମେକ୍ସିକୋର ଭିଡିଓକୁ କଟକ ଦେବି ନେଦୀରେ କୁମ୍ଭୀର ମହିଳାକୁ ଆକ୍ରମଣ କରିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଓଡ଼ିଶାର କଟକ ସ୍ଥିତ ଦେବି ନଦୀରେ କୁମ୍ଭୀର ଆକ୍ରମଣ ହୋଇଛି ବୋଲି ଏକ ଭିଡିଓ ବ୍ୟାପକ ଭାବରେ ସେୟାର କରାଯାଉଛି। ଭିଡିଓରେ ଥିବା ଭିଜୁଆଲରେ ଜଣେ କୁମ୍ଭୀର ଏକ ପାଣିମଧ୍ୟରେ ଜଣେ ମୃତ ମହିଳାକୁ ଖାଉଥିବାର ଦେଖାଯାଉଛି। ଏହି ଭିଡିଓକୁ ଅଲଗା ଅଲଗା ପ୍ଲାଟଫୋର୍ମରେ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭଇରାଲ ଭିଡିଓ ଓଡ଼ିଶାର ନୁହେଁ ବୋଲି ସ୍ପଷ୍ଟ ହୋଇଛି। 28 ଜୁଲାଇରେ Bibhuranjan Patra ନାମକ ଜଣେ ୟୁଟୁବ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

ଭାରତ-ପାକିସ୍ଥାନ ସୀମାରେ ଶାରିଆ ବିରୋଧୀ ସାଇନବୋର୍ଡର ଭାଇରାଲ ଫଟୋ ନକଲି।

ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ପାଇଁ ବଢୁଥିବା ଚାହିଦା ମଧ୍ୟରେ ସୋସିଆଲ ମିଡିଆରେ ଏକ ସାଇନ୍ ବୋର୍ଡର ଚିତ୍ର ଭାଇରାଲ ହେଉଛି। ଦେଶରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତାକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ କରିଛନ୍ତି। ବିଭିନ୍ନ ଧର୍ମର ଲୋକମାନଙ୍କ ପାଇଁ ଅଲଗା ବ୍ୟକ୍ତିଗତ ନିୟମକୁ ଅନୁମତି ଦେବା ପରିବର୍ତ୍ତେ ସମସ୍ତ ଭାରତୀୟଙ୍କ ପାଇଁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନକୁ ନିୟନ୍ତ୍ରଣ କରୁଥିବା ଏକ ୟୁନିଫର୍ମ ସିଭିଲ କୋଡରେ ଏକ ସାଧାରଣ ନିୟମ ରହିଛି। ବିଶେଷ […]

Continue Reading

କ’ଣ ଗୁଜୁରାଟର କଚ୍ ରେ ବିଶ୍ଵର ସର୍ବବୃହତ ହାଇବ୍ରୀଡ୍ ସୋଲାର ପ୍ଳାଣ୍ଟ ନିର୍ମାଣ ହୋଇସାରିଛି? ଜାଣନ୍ତୁ ସତ୍ୟ।

ଆଜିକାଲୀ ଟେକ୍ନୋଲୋଜି ବହୁତ ଆଧୁନିକରଣ ହୋଇଯାଇଛି। ଯେହେତୁ ଆମ ଦେଶ ସ୍ବଚ୍ଛ ଊର୍ଜା ଉତ୍ପାଦନ ଦିଗରେ ଅଗ୍ରଗତି କରୁଛି, ଆମେ ଆମ ଦେଶର ବିଭିନ୍ନ ସ୍ଥାନରେ ସୋଲାର ପାୱାର ପ୍ଳାଣ୍ଟ ସ୍ଥାପିତ କରା ଯାଇଅଛି। ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଏସିଆର ତୃତୀୟ ଏବଂ ବିଶ୍ଵରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୦ ମସିହାରେ ଭାରତରେ ‘ଜାତୀୟ ସୌର ମିଶନ୍’ ଆରମ୍ଭ କରା ଯାଇଥିଲା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ […]

Continue Reading

ଗୁଜୁରାଟର ଚୁଲି ଜୈନ ମନ୍ଦିର ଭିଡିଓକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ମନ୍ଦିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଅତ୍ୟନ୍ତ ସୂନ୍ଦର ଦେଖାଯାଉଥିବା ଏହି ମିନ୍ଦିର ଅଯୋଧ୍ୟାର ରାମ ମନ୍ଦିର ଅଟେ। ଭିଡିଏରେ ରାମ ମନ୍ଦିର ପ୍ରସ୍ତୁତି ପ୍ରଣାଣିକୁ ଦର୍ଶା ଯାଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ମନ୍ଦିର ରାମ ମନ୍ଦିର ନୁହେଁ। 25 ଜୁଲାଇରେ Rasmita Senapati ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି […]

Continue Reading

କ’ଣ ରାସ୍ତାରେ ଜମିଥିବା ପାଣିରେ ଚାଲୁଥିବା ବ୍ୟକ୍ତିଙ୍କ ଏହି ଫୋଟୋ ବାରାଣାସି ସହରର ଅଟେ? ଜାଣନ୍ତୁ ସତ୍ୟ।

ଦେଶର ଅନେକ ଭାଗର ପ୍ରବଳ ବର୍ଷାର ସମ୍ମୁଖୀନ ହେଉଛି। ଏହି କାରଣରୁ ଅନେକ ସହରରେ ପାଣି ଜମି ରହିବା ସମସ୍ଯା ସାମନା କରୁଛି। ଲୋକମାନେ ଏହି ସମସ୍ୟା ନେଇ ମୁନିସିପାଲିଟି ଏବଂ ସରକାରଙ୍କ ସଠିକ କାର୍ଯ୍ୟ ଉପରେ ପ୍ରଶ୍ନ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ରାସ୍ତାରେ ପାଣି ଜମି ରହିବା ସମସ୍ୟାର ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ସମ୍ପ୍ରତିରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ […]

Continue Reading

ହିମାଚଳପ୍ରଦେଶରେ ହଜାର ହଜାର ପର୍ଯ୍ୟଟକଙ୍କ ଟ୍ରାଫିକ୍ ଜାମ୍ ଦାବିରେ ଭାଇରାଲ ଭିଡିଓ ପାକିସ୍ତାନର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସଂଖ୍ୟାଧିକ ଯାନବାହାନ ପାହାଡ ମଧ୍ୟରେ ଥିବା ରାସ୍ତାରେ ଭାରି ଟ୍ରାଫିକ୍ ଜାମ୍ ଅଟକି ରହିଥିବା ଦେଖାଯାଇଛି। ଏହି ଭିଡିଓ ହିମାଚଳ ପ୍ରଦେଶର ବୋଲି ଦାବି କରାଯାଉଛି। ହଜାର ହଜାର ପର୍ଯ୍ୟଟକ ହିମାଚଳ ପ୍ରଦେଶରୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।  27 ଜୁଲାଇରେ Ravi Patil ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Himachal pradesh traffic jam. (ହିମାଚଳ […]

Continue Reading

କ’ଣ ଦୈନିକ ଭାସ୍କର ଏପରି ହୋରଡିଙ୍ଗ ଲଗାଇଛି କି? ଜାଣନ୍ତୁ ସତ୍ୟ।

ଦୈନିକ ଭାସ୍କର ପତ୍ରିକା ନାମରେ ଏକ ହୋରଡିଙ୍ଗର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ କୁହା ଯାଇଅଛି- “ଆଶ୍ରମର ମହନ୍ତ ନା ଫେକୁ ସାଧୁ, ବର୍ତ୍ତମାନ କେବଳ ସତ୍ୟ କାମ କରିବା, ୟୁପିର ଖବର ଲୁଚେଇ ହେବ ନାହିଁ କିମ୍ବା ବନ୍ଦ ହେବ ନାହିଁ।” ଏହି ପୋଷ୍ଟକୁ ଶେୟାର କରା ଯାଉଅଛି ଏବଂ ଦାବି କରା ଯାଉଅଛି ଯେ ଏହି ହୋରଡିଙ୍ଗ ଉତ୍ତରପ୍ରଦେଶର ଦୈନିକ ଭାସ୍କର ଦ୍ଵାରା ନିର୍ମାଣ କରା ଯାଇଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋର […]

Continue Reading

ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ?

ସସୋସିଆଲ ମିଡିଆରେ ସାଉଦି ଆରବର ମକ୍କା ମସଜିଦର ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ଦାବି କରାଯାଉଛି ଯେ, ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ମକ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ମସ୍ଜିଦ କରାଯାଇଛି। ଆମ ଅନୁସନ୍ଧାନରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସାଉଦି ଆରବ ର ମକ୍କା ରେ ଥିବା ଶିବଲିଙ୍ଗ […]

Continue Reading

କ’ଣ ଟୋକିଓ ଅଲମ୍ପିକ୍ ରେ ୭୩ କେଜି କୁସ୍ତି ବର୍ଗରେ ସ୍ଵର୍ଣ ପଦକ ଜିତିଛନତି ପ୍ରିୟା ମଲିକ? ଜାଣନ୍ତୁ ସତ୍ୟ।

ଟୋକିଓ ଅଲମ୍ପିକ୍ ୨୩ ଜୁଲାଇରୁ ଜାପାନରେ ଆରମ୍ଭ ହୋଇ ସାରିଛି। ପରସ୍ପର ସହିତ ପ୍ରତିଦ୍ଵନ୍ଦ୍ଵିତା କରିବା ଏବଂ ନିଜ ଦେଶର ଗୌରବ ବଢାଇବା ପାଇଁ ଅନେକ ଦେଶ ଏଥିରେ ଭାଗ ନେଇଛନ୍ତି। ଭାରତରୁ ମଧ୍ୟ ଅନେକ ଖେଳାଳିଙ୍କୁ ଏହି ଅଲମ୍ପିକ୍ ରେ ଭାଗ ନେବାକୁ ପଠା ଯାଇଅଛି।  ୨୪ ଜୁଲାଇ ଦିନ ଚଳିତ ବର୍ଷ ଅଲମ୍ପିକ୍ ରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଦେଶ ତାଙ୍କ ବିଜଯ ଉତ୍ସବ ପାଳନ କରୁଥିବା ବେଳେ, ସୋସିଆଲ ମିଡିଆରେ […]

Continue Reading

କ’ଣ ବସ୍ ଭିତରେ ବର୍ଷା ପାଣି ପଶି ଯାଉଥିବା ଦୃଶ୍ୟ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସହରରେ ରାସ୍ତାରେ ପାଣି ଭାରି ଯାଇଥିବା ସମୟରେ ଏକ ବସ୍ ଭିତରେ ମଧ୍ୟ ପାଣି ପଶି ଆସୁଛି ଏବଂ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଆତଙ୍କିତ ହେଉଛନ୍ତି। ଏହି ଭିଡିଓ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ […]

Continue Reading

କ’ଣ ଫ୍ଲିପକାର୍ଟ ନିଜ 15 ବାର୍ଷିକୀରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ଫ୍ଲିପ୍କାର୍ଟ ନିଜ 15 ବର୍ଷ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା।  WhatsApp Link | Archive ଆମ ଅନୁସନ୍ଧାନ:  ଏହି ଲିଙ୍କରେ କ୍ଲିକ୍ […]

Continue Reading

ସୁପ୍ରିମକୋର୍ଟର ଓକିଲ ଭାନୁ ପ୍ରତାପ ସିଂଙ୍କ ଭାଷଣର ଭିଡିଓକୁ ହିମାଳୟ କମ୍ପାନୀର ମାଲିକ ଦାବିରେ ଭାଇରାଲ କରାଯାଉଛି।

ଜଣେ ବ୍ୟକ୍ତି ରିଲାଏନ୍ସ ଏବଂ ରାମଦେବଙ୍କ ଉତ୍ପାଦ ଉପରେ ସମାଲୋଚନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଓକିଲ ଭାନୁ ପ୍ରତାପ ସିଂ, ଯିଏ ଗତ ବର୍ଷ ଜାନୁଆରୀରେ ଦିଲ୍ଲୀର ମୁସ୍ତାଫାବାଦରେ CAA ବିରୋଧୀ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରିଥିଲେ। 21 ଜୁଲାଇରେ Babu Hota ନାମକ […]

Continue Reading

ଗୋଆ ରେଳରାସ୍ତାର ଭିଡିଓକୁ କୋରାପୁଟ ଠାରୁ ରାୟଗଡା ରାସ୍ତାରେ ସୁନ୍ଦର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଓଡ଼ିଶାର ରାୟଗଡ଼ା ଏବଂ କୋରାପୁଟ ଦେଇ ଯାଉଥିବା ଦାବିରେ ଏକ ରେଳ ରାସ୍ତାର ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରେଳ ରାସ୍ତା ଦୁଇ ପାର୍ଶ୍ୱରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ପାହାଡରୁ ଝରଣା ବହୁଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଭିଡିଓରେ ଦାବି କରାଯାଇଛି ଯେ, ରେଳ ରାସ୍ତାର ଏହା ପ୍ରକୃତିକ ସୂନ୍ଦର ଦୃଶ୍ୟ ରାୟଗଡ଼ା ଏବଂ କୋରାପୁଟ ରେଳ ରାସ୍ତାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ଏହି ଭିଡିଓରେ ମାଙ୍କଡ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ କାହାଣୀର ବାସ୍ତବତା କ’ଣ? ଜାଣନ୍ତୁ ସତ୍ୟ।

ପଶୁ ଏବଂ ମଣିଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହି ଆସିଛି। ସମୟ ସମୟରେ ଆମେ ଦେଖିଛୁ ଯେ ମଣିଷ ପଶୁ ମାନଙ୍କୁ ସୁରକ୍ଷା ଏବଂ ଭଲପାଇ ଆସିଛି ଏବଂ ବେଳେବେଳେ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପ୍ରତି ସମାନ ସ୍ନେହ ପ୍ରଦଶନ କରନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯେଉଁଥିରେ ଆମେ ଏକ ମାଙ୍କଡକୁ ଜଣେ ବୃଦ୍ଧା ମହିଳାଙ୍କ ପାଖରେ ବସିଥିବାର ଦେଖିବାକୁ ପାଇଲୁ ଏବଂ କିଛି ସମୟ ପରେ […]

Continue Reading

କ’ଣ କୃଷକ ଆନ୍ଦୋଳନ ସମୟରେ ଏହି ବ୍ୟକ୍ତିଙ୍କର ସାର୍ଟରେ କଣ୍ଡମ ପ୍ଯାକେଟ ଅଛି କି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ସୀମାରେ ବର୍ତ୍ତମାନ ସୁଧା କୃଷକ ମାନେ କେନ୍ଦ୍ର ଏବଂ ତିନୋଟି କୃଷି ଆଇନ ବିରୁଦ୍ଧରେ ଆଡୋଳନ ଜାରି ରଖିଛନ୍ତି। ଗତ ବର୍ଷ ନଭେମ୍ବର ୨୫ ରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ପଞ୍ଜାବ ଏବଂ ହରିୟାଣାର ହଜାର-ହଜାର କୃଷକ ରାଜଧାନୀ ଅଭିମୁଖ ହୋଇ ‘ଦିଲ୍ଲୀ ଚଳୋ’ ଅଭିଯାନ କରିଥିଲେ ଏବଂ ବିଧାନସଭାର ସମ୍ପୂର୍ଣ ରଦ୍ଦ କରିବାକୁ ଦାବି କରିଥିଲେ।  ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମିଥ୍ୟା ଦାବି ସହିତ ଭାଇରାଲ […]

Continue Reading

କ’ଣ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜନସଂଖ୍ୟା ଆଇନର ସମର୍ଥନରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଉତ୍ତରପ୍ରଦେଶର ଯୋଗୀ ସରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଗତ କରିଛନ୍ତି। ଏହି ବିଲ୍ ଅନୁଯାୟୀ ଦୁଇଟିରୁ ଅଧିକ ସନ୍ତାନ ଥିବା ଲୋକମାନେ ରାଜ୍ୟରେ ସରକାରୀ ଚାକିରି ପାଇପାରିବେ ନାହିଁ। ବିଲ୍ ର ମୁଖ୍ୟ ବ୍ୟବସ୍ଥା ହେଉଛି: ଗର୍ଭନିରୋଧକ ଉପର ଗୁଡ଼ିକର ସୁଗମ୍ୟତା ବୃଦ୍ଧି, ସୁରକ୍ଷିତ ଗର୍ଭପାଟ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ଯୋଗାଇବା, ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା, ଏବଂ ୧୧ ରୁ ୧୯ ବର୍ଷ ବୟସର କିଶୋରମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ […]

Continue Reading

କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବେକରେ ଫୁଲମାଳ ଅଛି ଏବଂ ତାଙ୍କ ପାଖରେ ଚିଡ଼ା କିଛି ପୋଲିସକର୍ମୀ ନାଚୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେଲା ପରେ ସ୍ଥାନୀୟ ପୋଲିସ ଖୁସିରେ ନାଚୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କୋରୋନା କଟକଣା ନମାନି ପୁରିରେ ରଥଯାତ୍ରା ଉତ୍ସବର ଦୃଶ୍ୟ ?

12 ଜୁଲାଇରେ ଓଡ଼ିଶାର ପର୍ବ ରଥଜାତ୍ରା ଆୟୋଜିତ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତେବେ କୋରୋନା କଟଣାକୁ ନେଇ ଫଟୋ ମାଧ୍ୟରେ ପ୍ରଶ୍ନ କରାଯାଉଛି। ଏହି ପରି ଲୋକଙ୍କ ଭିଡ଼ଥିବା ରଥଯାତ୍ରାର ଫଟୋ  ମିଥ୍ୟା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 12 ଜୁଲାଇରେ India 24 Live News ନାମକ ଖବର ପେଜରେ ଭାଇରାଲ ଫଟୋ […]

Continue Reading

ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବାର ଏହି ଦୃଶ୍ୟ କି ?

ସୋସିଆଲ ମିଡିଆରେ ରୋହିଙ୍ଗା ଏବଂ ମୁସ୍ଲିମମାନଙ୍କୁ ନେଇ ଅନେକ ଖବର ଭାଇରାଲ ହୁଏ। ଏଥିମଧ୍ୟରେ ଅନ୍ୟ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସହ ସହ ଲୋକମାନେ ଆସୁଥିବାର ଦେଖା।ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୋହିଙ୍ଗାମାନେ ମୁସ୍ଲିମ ଦେଶକୁ ଛାଡ଼ି ଭାରତକୁ ଆସୁଛନ୍ତି। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  8 ଜୁଲାଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ? ଜାଣନ୍ତୁ ସତ୍ୟ।

ବୁଧବାର ଉତ୍ତର କାଶ୍ମୀରର ହ୍ୟାଣ୍ଡୱାରା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସୁରକ୍ଷା ବାହିନୀ ଦୀର୍ଘ ଦିନ ଧରି ମେହରାଜୁଦ୍ଦିନ ହାଲୱାଇଙ୍କୁ ଖୋଜୁଥିଲେ। ସେ ୨୦୧୨ ମସିହାରୁ ଉତ୍ତର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଥିଲେ। କେବଳ ସେତିକି ନୁହେଁ, ସେ ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ।  ବର୍ତ୍ତମାନ ହାତରେ ବନ୍ଧୁକ ଥିବା […]

Continue Reading

100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?

ସୋସିଆଲ ମିଡିଆରେ ଯୋଗି ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦୁଇ ଜଣ ପୋଲିସ 100 ନମ୍ବର ଗାଡ଼ିରେ ମଦ ରଖୀ ପିଉଥିବାର ଦାବିରେ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ଯୋଗି ସରକାରରେ ଲୋକମାନେ ଗୁଣ୍ଡାଠାରୁ ନୁହେଁ ବରଂ ଖାକି ବର୍ଦୀରେଥିବା ପୋଲିସଙ୍କଠାରୁ ଅଧିକ ଡରନ୍ତି। ଯୋଗି ସରକାରରେ ପୋଲିସ 100 ନମ୍ବର ଗାଡ଼ିରେ ବସି ଖୁଲମ ଖୁଲା ମଦ ପିଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ […]

Continue Reading

ଗଛରେ ଝୁଲାଇ ମହିଳାକୁ ମାରୁଥିବା ଭିଡିଓ ବାଙ୍ଗଲାଦେଶର ନୁହେଁ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପୁରୁଷ ଏକ ଝିଅକୁ ଅତି ନିର୍ମମ ଭାବରେ ଗଛରେ ଝୁଲାଇ ମାଡ଼ ମାରୁଥିବାର ଦେଖିଯାଉଛି। ଭାଇରାଲ ପୋଷ୍ଟରେ ଏହାକୁ ବାଙ୍ଗଲାଦେଶର ଘଟଣା ଦାବିରେ ଭାଇରାଲ କରୁଛନ୍ତି। ପୋଷ୍ଟରେ ଲେଖାଯାଇଛି, ବାଙ୍ଗଲାଦେଶୀମାନଙ୍କୁ ଆମ ଦେଶରେ ଯେଉଁଠି ଦେଖିବ ଏପରି ମାଡ଼ ମାରିବ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ ବାଙ୍ଗଲାଦେଶର ନୁହେଁ ବରଂ ଆମ ଦେଶ ମଧ୍ୟପ୍ରଦେଶର […]

Continue Reading

କ’ଣ ଫୋଟୋରେ ମାସ୍କ ଚେକିଙ୍ଗ କରୁଥିବା ଜଣେ ପୋଲିସଙ୍କୁ ଲୋକେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

କୋଭିଡରୁ ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ଥର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ଖବରରେ ଆମେ ଅନେକ ପରିସ୍ଥିତି ଦେଖିଛୁ ଯେତେବେଳେ ଲୋକମାନେ ଏହି ନିୟମ ପାଳନ କରି ନାହାନ୍ତି। ମାସ୍କ ନ ପିନ୍ଧିଥିବା ଲୋକମାନଙ୍କ ପାଇଁ ସରକାର ଜରିମାନା ଆଦାଯ କରିବା ନିର୍ଣଯ ପରେ ପୋଲିସକୁ ବହୁତ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା  ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପୋଲିସଙ୍କ […]

Continue Reading

2013 ମସିହା ଭିଡିଓକୁ ଅଭିନେତା ଦିଲୀପ କୁମାରଙ୍କର ହସ୍ପିଟାଲରେ ଶେଷ ମୁହୂର୍ତ୍ତ ଭିଡିଓ ଦାବିରେ ଭାଇରାଲ ।

ଦୀର୍ଘ ଦିନଧରି ଅସୁସ୍ଥତା ପରେ ଅଭିନେତା ଦିଲୀପ କୁମାରଙ୍କର 7 ଜୁଲାଇରେ  ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୟୁଜରର୍ସମାନେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଲା ଯେଉଁଥଇରେ  ଡାକ୍ତରଖାନାର ଶଯ୍ୟାରେ ଅଭିନେତା ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖାଇବାକୁ ଦେଉଛନ୍ତି।  ଭିଡିଓରେ ଦାବି କରାଯାଇଛି ଯେ, ଏହା ଡାକ୍ତରଖାନାରେ ଦିଲୀପ କୁମାରଙ୍କ […]

Continue Reading

ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି […]

Continue Reading

କ’ଣ ମୁସଲମାନ ମାନେ କେରଳର ୬ ଗୋଟି ଜିଲ୍ଲାକୁ ନିଜର ଦେଶଘୋଷଣା କରି ସେନା ତିଆରି କରି ସାରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧି ଲୋକଙ୍କ ବିଶାଳ ସମୂହ ମଳୟାଲାମ ଭାଷାରେ ପ୍ରତିଶ୍ରୁତି ନେଉହାନ୍ତି ଏବଂ ସେଲୟୁଟ କରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ କେରଳରେ ମୁସଲମାନ ମାନେ ୬ ଗୋଟି ଜିଲ୍ଲାକୁ ନିଜର ଦେଶରେ ପରିଣତ କରି ତାଙ୍କ ରାଷ୍ଟ୍ରପତିଙ୍କ ମଧ୍ୟ ଚୟନ କରି ସାରିଛନ୍ତି। ଏହା ସହିତ ସେମାନେ ଏକ ସେନା ମଧ୍ୟ ତିଆରି କରିଛନ୍ତି। ଧୀରେ […]

Continue Reading

ହସ୍ପିଟାଲ ବେଡରେ ବନ୍ଧା ହୋଇ ବସିଥିବା ବୃଦ୍ଧ ବ୍ୟକ୍ତି ସମାଜସେବି ଷ୍ଟାନ ସ୍ୱାମୀ ଅଟନ୍ତି ?

ସୋସିଆଲ ମିଡିଆରେ ଏକ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଇଛି ଯେ, ଭାଇରାଲ ଫଟୋ 84 ବର୍ଷର ବୃଦ୍ଧ ରୁଗ୍ନ ସାମାନଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ଫଟୋ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଜୁଲାଇରେ Rasmi Ranjan Jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା […]

Continue Reading

କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?

ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।   […]

Continue Reading

ଏହି ଓଡ଼ିଆ ଝିଅମାନେ ଓଡ଼ିଆ ଗୀତରେ ନାଚୀ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଛନ୍ତି ?

ସୋସିଆଲ ମିଡିଆରେ ତିନି ଜଣ କୁନି ଝିଅର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାର ଏହି ତିନି ଜଣ ଝିଅଙ୍କର ଅନ୍ତର୍ଜାତିୟ ସ୍ତରରେ ବଡ଼ ସଫଳତା। ଭାଇରାଲ ଭିଡିଓରେ ଓଡ଼ିଆ ଗୀତ ବାଜୁଥିବାର ଶୁଣା ଜାଉଛି। ଅର୍ଥାତ୍ ତିନି ଜଣ ଝିଅ ଓଡ଼ିଆ ଗୀତରେ ନାଚୁଥିବା ଭଳି ମନେ ହଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଜୁନରେ Dharanidhar Tripathy ନାମକ […]

Continue Reading

କ’ଣ ଭାଇରାଲ ଭିଡିଓରେ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓ ଗୁଜୁରାଟର ଗୋଟିଏ ଢାବାର ସିସିଟିଭି କ୍ୟାମେରାରେ ରେକର୍ଡ ହେଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଟେବୁଲରେ କିଛି ଲୋକ ବସିଥିବା ସମୟରେ ସେମାନଙ୍କୁ କିଛି ଲୋକେ ଘେରିଛନ୍ତି। ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଗୋଟିଏ ବନ୍ଧୁକ ମଧ୍ୟ ବରାମଦ ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଦାବି ଅନୁଯାୟୀ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ କର୍ମଚାରୀ ମାନେ ଦିଲ୍ଲୀ ଦଙ୍ଗା […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ଡିଆରଡିଓ ଦ୍ଵାରା ବିକଶିତ ଓଭର ଦି ହରାଇଜନ୍ ରାଡାରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ସହିତ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ଷ୍ଟେଲଥ୍ ବମ୍ପର ବିମାନ B-2 କୁ କପି କରି ଚାଇନା ବନେଇଥିବା H-20 ଷ୍ଟେଲଥ୍ ବିମାନ କୁ ଏବେ ଭାରତ ନଜର ରଖିବା ରେ ସକ୍ଷମ ହେଇଛି। ଡିଆରଡିଓ ଦ୍ଵାରା ବିକଶିତ ୫୦୦୦କି.ମି. କ୍ଷମତା ସମ୍ପନ୍ନ  ଓଭର ଦି ହରାଇଜନ୍ ରାଡର ଦ୍ଵାରା ଏହା ସମ୍ଭବ। କେବଳ ଚୀନ୍ ନୁହେଁ ରୁଷର ଷ୍ଟେଲଥ୍ ବମ୍ପର […]

Continue Reading

ଫିଲିପିନ୍ସର ଫଟୋକୁ ମହାରାଷ୍ଟ୍ର ମିଥି ନଦୀ ଅପରିଷ୍କାର ହୋଇଥିବାଦାବିରେ ଭାଇରାଲ କରାଯାଉଛି।

ଦୁଇଟି ଛବି ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଗୋଟିଏ ପ୍ରତିଛବିରେ ଅହମ୍ମଦାବାଦରେ ଏକ ସ୍ୱଚ୍ଛ ସାବରମତି ନଦୀ କୂଳ ଦେଖାଯାଇଥିବା ବେଳେ ଅନ୍ୟଟିରେ ମହାରାଷ୍ଟ୍ରର ମିଥୀ ନଦୀ ଆବର୍ଜନା ଦେଖାଯାଇଛି।ଏହି ପୋଷ୍ଟକୁ ଫେସବୁକରେ ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି, ଫଟୋ 1 – ସାବରମାଟି ନଦୀ ଫ୍ରଣ୍ଟ, ଅହମ୍ମଦାବାଦ, ଗୁଜୁରାଟ (ଗୁଜୁରାଟ ରାଜ୍ୟ ଖର୍ଚ୍ଚ କରିଥିବା ପାଣ୍ଠି: 00 1400 କୋଟି) । ସେହିପରି […]

Continue Reading

କ’ଣ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ମିଳିବାକୁ ଯାଉଥିବା ପଦକରେ ପ୍ରଥମ ଥର ହିନ୍ଦୀରେ ‘ସ୍ବୟମସେବକ’ ଲେଖା ଯାଇଅଛି କି? ଜାଣନ୍ତୁ ସତ୍ୟ।

ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ପଦକର ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପଦକ ଉପରେ ଥିବା ସ୍ଵେଛାସେବୀ ବିଭିନ୍ନ ଭାଷାରେ ଏଖା ଯାଇଅଛି। ଏହା ଉପରେ ହିନ୍ଦୀ ଭାଷାରେ ସ୍ବୟମସେବକ ମଧ୍ୟ ଲେଖା ଯାଇଛି। ଏହି ପୋସ୍ତରେ ଦାବି କରା ଯାଇଅଛି ଯେ ଟୋକିଓ ଅଲମ୍ପିକ୍ସରେ ସ୍ଵେଛାସେବୀ ମାନଙ୍କୁ ପ୍ରଦାନ କରା ଯିବା ପଦକ ଉପରେ ପ୍ରଥମ ଥରପାଇଁ ହିନ୍ଦୀରେ ସ୍ବୟମସେବକ ଲେଖା ଯାଇଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି […]

Continue Reading

ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଜଣେ ଏସୀୟ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ନେବାର ଏକ ଭିଡିଓ ଭାଇରାଲ କରାଯାଉଛନ। ଭିଡିଓରେ ବ୍ୟକ୍ତି ଜଣକ ସିରିଞ୍ଜରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇଞ୍ଜେକ୍ସନ ନେବାରେ ଡରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣତ ହେଲା।  30 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଭିଡିଓରେଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ […]

Continue Reading

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।  25 ଜୁନରେ […]

Continue Reading

କ’ଣ ପଶ୍ଚିମବଙ୍ଗ ସରକାର କେବଳ ମୁସଲମାନ ବ୍ୟକ୍ତି ମାନଙ୍କୁ ପୋଲିସ ପଦବୀରେ ନିଯୁକ୍ତି କରୁଛି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ପୋଲିସ ପଦବୀ ପାଇଁ ମୁସଲିମ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଅଯୋଗ୍ୟନା ହେଇଗଲେ ନା ଆବେଦନ କରିନଥିଲେ , ଏବେ ତ ସେକ୍ୟୁଲାରିଆ ନିଜକୁ ସମ୍ବିଧାନିଆ ର କୋଠ ପୁଅ ଭାବୁଥିବା ଭୀମାଣ୍ଡୁ ତମର ଆଖି ଖୋଲିଦିଅ ନଚେତ ତମର ଆଗାମୀ ଅସ୍ତିତ୍ବ କେବଳ ଇତିହାସ ରେ ହିଁ […]

Continue Reading

2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି […]

Continue Reading

ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  […]

Continue Reading

କ’ଣ ଭାଇରାଲ ଫୋଟୋରେ ହିମାଚଳ ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତି ମହମ୍ମଦ ଅହମ୍ମଦ କି? ଜାଣନ୍ତୁ ସତ୍ୟ।

ବର୍ଷ ବର୍ଷ ଧରି ଜିହାଦର ଅନେକ ଅଭିଯୋଗ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବ୍ୟକ୍ତିଙ୍କର ଫୋଟୋ ସହିତ ଲେଖା ଯାଇଅଛି ଯେ ସେ ବିଭିନ୍ନ ଜାତିର ନାମ ନେଇ ନକଲି ଆଇଡି ବନେଇ ସାଇବର ଜିହାଦ କରୁଥିଲେ। ପୋଷ୍ଟ ଦାବି ଅନୁଯାୟୀ, “ଯାଦବ ଜାତିର ଆଇଡି ବନେଇ ବ୍ରାହମାନନ୍କୁ ଗାଳି ଏବଂ ବ୍ରାହ୍ମଣଙ୍କର ଆଇଡି ବନେଇ ଦଳିତଙ୍କୁ […]

Continue Reading

ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?

ସୋସିଆଲ ମିଡିଆରେ  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।  ଆମକୁ […]

Continue Reading

ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?

ସୋସିଆଲ ମିଡିଆରେ ୟସ୍ ବାତ୍ୟାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାଣିରେ ବହି ଯାଉଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି।  28 ମେରେ Amita Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଭାଇରାଲ ଭିଡିଓ ୟସ୍ ସାଇକ୍ଲୋନ ସମୟର ଦାବିରେ […]

Continue Reading

ବ୍ୟାଖ୍ୟାକାରୀ: କ’ଣ ସାବରମତି ନଦୀରେ ଜୀବନ୍ତ କୋଭିଡ ଭାଇରସ ବ୍ୟାପୀଥିବା ମିଳିଛି?

ଆଇଆଇଟି ଗାନ୍ଧୀନଗର ଦ୍ଵାରା କରା ଯାଇଥିବା ଅନୁସନ୍ଧାନର ଫଳାଫଳ ହେଡଲାଇନ ସୃଷ୍ଟି କରିଥିଲା ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଗୁଜୁରାଟର ଅହମ୍ମଦାବାଦ ସହରର ସାବରମତି ନଦୀରେ ବୈଜ୍ଞାନିକ ମାନେ ‘କରୋନା ଭାଇରସ ଚିହ୍ନ’ ପାଇଛନ୍ତି ବୋଲି ଏହି ଅନୁସନ୍ଧାନକୁ ଦର୍ଶାଇ ଗଣମାଧ୍ୟମ ବେବସାଇଟ ରିପୋର୍ଟ କରିଛି। ଏହା ଦ୍ଵାରା ସୋସିଆଲ ମିଡିଆରେ କରୋନା ଭାଇରସ ପାନୀୟ ଜଳରୁ ମିଳିଥିଲା ବୋଲି ଭାଇରାଲ ବାର୍ତ୍ତାଏବଂ ପୋଷ୍ଟ ଗୁଡ଼ିକ ଜଳ ମାଧ୍ୟମରେ କୋଭି-୧୯ ସଂକ୍ରମଣ ହେବାର ଭୟକୁ […]

Continue Reading

7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି? ଜାଣନ୍ତୁ ସତ୍ୟତା।

ପିଏମ ମୋଦୀଙ୍କ ନାମରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦାବି ଅନୁଯାୟୀ, ଆରଟିଆଇରୁ ଏହି ସୂଚନା ଗ୍ରହଣ କରାଯାଇଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୋଷେଇ ଘରର ଖର୍ଚ୍ଚ ବହନ କରନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଥିବା ପରି ଆରଟିଆଇରୁ ସେପରି କୌଣସି ସୂଚନା […]

Continue Reading

କ’ଣ ୫ଜି ବିକରଣ ପର୍ଜ୍ୟାବରଣ ଦୂଷିତ କରି ବର୍ତ୍ତମାନ ପକ୍ଷୀ ସହିତ ମଣିଷକୁ ମଧ୍ୟ କ୍ଷତି କରୁଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ୫ଜି ସ୍ପେକ୍ତ୍ରମ୍ […]

Continue Reading

କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “କରୋନା ପତ୍ନୀ ମାନଙ୍କ ପରିକା। ପ୍ରଥମେ ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣ ପଛେ ଅନୁଭବ କରନ୍ତି ଯେ ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ପରେ ଆପଣ ତା ସ୍ସାହିତ ରହିବା ଶିଖି ଯିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ଅଜିତ ଡୋୱେଲଙ୍କ ନାମରେ ଭାଇରାଲ ହେଉଛି ଫେକ ଟ୍ୱିଟର ପୋଷ୍ଟ ।

ସୋସିଆଲ ମିଡିଆରେ ଅଡିତ ଡୋୱାଲଙ୍କ ନାମରେ କିଛି ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରେ ଦାବି କରାଯାଇଛି ଯେ, 370 ଏବେ ଦେଖିଲ ଏବେ ପିଓକେ ବହୁତ ଜଲ୍ଦି ଆମର ହେବ। ଏବା ଛଡ଼ା ଅନ୍ୟ ଦୁଇଟି ଟ୍ୱିଟମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟ ଅଜିତ ଡୋୱାଲଙ୍କ ଦ୍ୱାରା କରାଯାଇ ନାହିଁ।  19 ଜୁନରେ Tridip kumar Nandi ନାମକ ଜଣେ […]

Continue Reading

ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୋର ବୋଲି କହୁଛନ୍ତି ?

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଭିଡିଓର ଅଧା କ୍ଲିପ ପୋଷ୍ଟ କରି ବିଭ୍ରାନ୍ତିକର ଦାବି ପ୍ରସାରିତ ହେଉଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜକୁ ଚୋରି ବୋଲି କହୁଥିବାର ମନେ ହଉଛି। ମୂଳ ଭିଡିଓରୁ ଏହି ସର୍ଟ କ୍ଲିପ୍ ସୋସିଆଲ୍ ପ୍ଲାଟଫର୍ମରେ ସେୟାର କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି କହୁଥିବା ଏହି ଭ୍ରମ ବ୍ୟାପିବାରେ ଲାଗିଛି। ଏହି ସର୍ଟ କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି,, […]

Continue Reading

କ’ଣ ଟାଟା ମୋଟର୍ସ ବର୍ତ୍ତମାନ ସମସ୍ତଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

Photo Credit: Econimic Times ଗତ ଗୋଟେ ମାସ ମଧ୍ୟରେ ଆମକୁ ବିଭିନ୍ନ କମ୍ପାନୀ ଦ୍ଵାରା ମାଗଣା ଉପହାର ଦେବା ବିଷୟରେ ୱ୍ହାଟ୍ସଆପ୍ ରେ ଫ୍ୟାକ୍ଟ ଚେକ୍ କରିବା ଅନୁରୋଧ କରା ଯାଇଅଛି। ପୂର୍ବରୁ ୱ୍ହାଟ୍ସଆପ୍ ରେ କିଛି ଲିଙ୍କ ବହୁତ ପରିମାଣରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଥିଲା ଯେ ଆମାଜନ୍ ଏବଂ ଟୋୟୋଟା ମାଗଣା ଉପହାର ଦେଉଛନ୍ତି।  ବର୍ତ୍ତମାନ ଏପରି ଗୋଟିଏ ଲିଙ୍କ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

କ’ଣ ଭିଡିଓରେ ସରକାର ଜାମ୍ମୁ କାଶ୍ମୀରରେ ଥିବା ରୋହିଙ୍ଗ୍ୟା ମୁସଲିମ ମାନଙ୍କର ଘର ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସରକାର କାଶ୍ମୀରରେ ରୋହିଙ୍ଗ୍ୟାଙ୍କ ଦ୍ଵାରା ବେଆଇନ ଭାବରେ ବଣା ଯାଇଥିବା କୋଠା ଗୁଡିକକୁ ଭାଙ୍ଗି ଦେଉଛନ୍ତି।  ଯେତେବେଳେ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରିଲା, ଫଳାଫଳରେ ଜାଣିବାକୁ ମିଳିଲା ଯେ ଏହି ଭିଡିଓର ରୋହିଙ୍ଗ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କ’ଣ।  କ’ଣ ଦାବି ଏହି ପୋଷ୍ଟର? ଭାଇରାଲ ଭିଡିଓରେ ଆମେ କିଛି […]

Continue Reading

ଭାଇରାଲ ଫଟୋ କ’ଣ ସୋନିଆ ଗାନ୍ଧୀଙ୍କ ଯୁବା ଅବସ୍ଥାର ?

ସୋସିଆଲ ମିଡିଆରେ ସୋନିଆ ନନ୍ଧୀଙ୍କ ଫଟୋ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏହା ହେଉଛି ସୋନିଆ ଗାନ୍ଧୀଙ୍କ ଯୌବନ ଅବସ୍ଥାର ଫଟୋ ଅଟେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ଉପବାସ ସହ ଆଲୋଚନା ମଧ୍ୟ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   11 ଜୁନରେ Das Ranjan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ୟରେ ଭାଇରାଲ ଫଟୋ […]

Continue Reading

ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗୋମୂତ୍ରର ଓଭର-ଡୋଜ୍ ନେଇ ଡାକ୍ତର ଖାନାରେ ଭର୍ତି ହେଲେ ?

ଷ୍ଟ୍ରେଚରରେ ଆମ୍ବୁଲାନ୍ସରୁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇ କରୋନାଭାଇରସ୍ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଦାବି କରାଯାଇଛି। ଗା  ମୂତ୍ର ପିଇବା ଦ୍ୱାରା କରୋନାଭାଇରସକୁ ରୋକାଯାଇପାରିବ ବୋଲି ସେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ Sujit kumar sarangi ନାମକ […]

Continue Reading

ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। […]

Continue Reading

କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଜୀବ ଦେଖିବାକୁ ମିଳୁଛି। ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଜୀବକୁ ବିହାରର ଦରଭଙ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟାରେ ଏହି ଜୀବ ଆକାଶରୁ ଖସି ଥିଲା। ଏହି ଜୀବ ମନୀଷ, ପଶୁ ଏବଂ ପକ୍ଷୀର ଡିଏନଏ ମିଶ୍ରଣରୁ ସୃଷ୍ଟି ହୋଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର […]

Continue Reading

ପିଆଜ ଏବଂ ଫ୍ରିଜରେ ଦେଖାଯାଉଥିବା କଳା ରଙ୍ଗର କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ ସଂକ୍ରମଣ କରେ? ଜାଣନ୍ତୁ ସତ୍ୟତା ।

ସୋସିଆଲ ମିଡିଆରେ ପିଆଜ , ରୋଷେଇ ଘର ଏବଂ ଫ୍ରିଜରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ଏକ ଖବର ଭାଇାରଲେ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପିଆଜ ଏବଂ ରୋଷେଇଘରୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇପାରେ ଏବଂ ଲୋକଙ୍କୁ ସାବଧାନ ସହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। 7 ଜୁନରେ Knews Odisha ନାମକ ଏକ ଖବର ପେଜରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଲେଖିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରୋଷେଇ ଘରେ ଥିବା […]

Continue Reading

କ’ଣ ଟୋୟୋଟା କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ସମସ୍ତଙ୍କୁ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସମସ୍ତ ଲୋକଙ୍କୁ ଉପହାର ମିଳିଲେ ସେମାନେ ଖୁସି ହେଇ ଥାନ୍ତି। କିଛି ଲୋକେ ଜୀବନରେ ଉପହାର ପାଇଁ ଆଗ୍ରହୀ ମଧ୍ୟ ଥାନ୍ତି। କିନ୍ତୁ କିଛି ୱେବସାଇଟ କିମ୍ବା ମେସେଜ୍ ଲୋକଙ୍କ ଏପରି ଆଗ୍ରହୀର ଲାଭ ଉଠାଇ ତାଙ୍କୁ ଠକି ତାଙ୍କ ବ୍ୟକ୍ତିଗତ ସୂଚନା ଏକତ୍ର କରନ୍ତି ଯାହା ମଧ୍ୟରେ ତାଙ୍କ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସୂଚନା ଏକତ୍ର କରେ। ଏପରି ଗୋଟିଏ ମେସେଜ୍ ବର୍ତ୍ତମାନ ୱ୍ହାଟ୍ସଆପ୍ ରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ […]

Continue Reading

ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ହସ୍ପିଟାଲ କର୍ମଚାରୀ ଷ୍ଟ୍ରେଚରରେ COVID-19 ରୋଗୀଙ୍କୁ ନେଉଛନ୍ତି ?

କରୋନା ମହାମାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ ନକଲି ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଚୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ସାଇଟ ସମ୍ମୁଖରେ ଡାକ୍ତରଖାନାର କର୍ମଚାରୀ ଏକ ଷ୍ଟ୍ରେଚରରେ  COVID-19 ରୋଗୀଙ୍କୁ ନେଇ ଦେଖାଯାଉଥିବା ଦେଖାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  Baalia Baba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

କ’ଣ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ ଲେଜର ରଶ୍ମି ଯୁଦ୍ଧ ଚାଲିଛି ? ଜାଣନ୍ତୁ ସତ୍ୟତା।

ଇସ୍ରାଏଲ , ଲିବିୟା ଏବଂ ତୁର୍କୀ ମଧ୍ୟରେ ହୋଇଥିବା ବିବାଦିୟ  ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଯୁଦ୍ଧ କରାଯାଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଲେଜର ରଶ୍ମି ଯୁଦ୍ଧ ଇସ୍ରାଏଲ, ଲିବିୟା ଓ ତୁର୍କୀ ମଧ୍ୟରେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  20 ମଇରେ Arya Yajnadatta […]

Continue Reading

କୋରୋନା ରୋଗିଙ୍କୁ ଆୟୁର୍ବେଦରେ ଚିକିତ୍ସା କରିବା ନେଇ ମତ ପ୍ରକାଶ କରିଥିବା ରାମଦେବ ବାବାଙ୍କ ଚେଲା ଏବେ ଏଲୋପାଥିକ ଚିକିତ୍ସା ନେଉଛନ୍ତି ?

କୋରୋନା ମହାମାରି ସମୟରେ ସରକାରର ଗାଇଡଲାଇନ ମାନିଚଳିବା ପାଇଁ ପ୍ରଚାର କରାଯାଉଥିବା ବେଳେ ଯୋଗ ଗୁରୁ ସ୍ୱାମି ରାମଦେବ ବାବାଙ୍କ ମତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ପାଲଟି ଯାଇଛି। ସ୍ୱାମି ରାମଦେବ ବାବା କୋରୋନାକୁ ଏଲୋପାଥିରେ ନୁହେଁ ବରଂ ଯୋଗ ଏବଂ ଆୟୁର୍ବେଦରୁ ଠିକ୍ କରିବା ନେଇ ମତ ପ୍ରକାଶ କରିଛନ୍ତି। ଏଥିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାମଦେବ ବାବା ଆଚାର୍ଯ୍ୟ ବାଲକୃର୍ଷ୍ଣକୁ ଏମସ ହୋସ୍ପିଟାଲରେ […]

Continue Reading

ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ […]

Continue Reading

କ’ଣ ରଞ୍ଜନ ଗୋଗୋଇ ଆଇଏମଏ ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ଏକ ଇସାଇ ସଂସ୍ଥା? ଜାଣନ୍ତୁ ସତ୍ୟ।

ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଅନେକ ସମୟରେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିଜେପିର ରାଜ୍ୟ ସଭା ସାଂସଦ ରଞ୍ଜନ ଗୋଗୋଇଙ୍କ ବିଷୟରେ ଏକ ଖବର ଭାଇରାଲ ହେଉଥିବା ମିଳିଛି।  ରଞ୍ଜନ ଗୋଗୋଇଙ୍କ ନାମରେ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେଉଛି ଯେଉଁଥିରେ ସେ ଇଣ୍ଡିଆନ ମେଡିକାଲ୍ ଏସୋସିଏସନ୍ (IMA) ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଏହା ସରକାରୀ ସଂସ୍ଥା ନୁହେଁ, ଏକ […]

Continue Reading

କ’ଣ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ୟାସ୍ ବାତ୍ୟାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ମଇ ମାସରେ ଓଡ଼ିଶାରେ ଆସିଥିବା ୟାସ୍ ବାତ୍ୟାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି। ଫ୍ୟାଟ୍କ କ୍ରିଷେଣ୍ଡୋ ପୂର୍ବରୁ ମଧ୍ୟ ୟାସ ବାତ୍ୟା ଦାବି ସହିତ ଭାଇରାଲ ହେଉଥିବା ଭିଡିଓକୁ ଆମେ ମିଥ୍ୟା ବୋଲି ପ୍ରମାଣିତ କରିଛୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଆହୁରି ଏକ ବାତ୍ୟାର ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବାତ୍ୟା ସମୟରେ ଦୁଇଟି ଲୋକ ଏହା ଶିକାର ହେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଭିଡିଓରେ […]

Continue Reading

କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲୋକମାନେ ପାଲେଷ୍ଟାଇନ ପତାକା ସହିତ ପ୍ରଦର୍ଶନ କରିବା ସହ ମାଲାୟାଲାମରେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ କେରଳର ୱେନାଡରୁ ଆସିଛି, ଯେଉଁଠାରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। “ଏହା ଗାଜା କିମ୍ବା ବାଗଦାଦ କିମ୍ବା ତେହେରାନ ନୁହେଁ, ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଏହି ହାମାସ୍ ଜେହାଦୀମାନେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ କେରଳର ୱେନାଡରେ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ ୱ୍ହାଟ୍ସଆପ୍ ରେ ତିନଟି ଲାଲ ଟିକ୍ ଅର୍ଥ ଏହା ଯେ ସରକାର ଆପଣଙ୍କର ମେସେଜ ପଢୀ ସାରିଛନ୍ତି? ଜାଣନ୍ତୁ ସତ୍ୟ।

ପରବର୍ତ୍ତୀ ସମୟରେ ସରକାର ଦ୍ଵାରା ୱ୍ହାଟ୍ସଆପ୍ ପାଇଁ ନୂତନ ନିୟମ ଲାଗୁ କରିବା ବିଷୟ ସୋସିଆଲ ମିଡିଆରେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ସରକାର ସମସ୍ତ ୱ୍ହାଟ୍ସଆପ୍ ଚ୍ୟାଟ ପଢୀ ଏହାର ରେକର୍ଡ ରଖିବା। ଏହି ବିଷୟ କାରଣରୁ ସୋସିଆଲ ମିଡିଆରେ ୱ୍ହାଟ୍ସଆପ୍ ସମ୍ବନ୍ଧୀୟ ଏକ ପୁରୁଣା ବାର୍ତ୍ତା ପୁଣି ଭାଇରାଲ ହେବାକୁ ଲାଗିଛି।  ଏହି ଭାଇରାଲ ମେସେଜ୍ ରେ ୱ୍ହାଟ୍ସଆପ୍ ରେ ଦାବି କରା ଯାଇଅଛି ଯେ  ✔ = ମେସେଜ୍ ପଠାଯାଇଛି ✔✔ […]

Continue Reading

କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଓଡ଼ିଶାରେ ୟାସ୍ ବାତ୍ୟା ଆସିଥିବାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏହି ବାତ୍ୟା କାରଣରୁ ହେଇଥିବା କ୍ଷତି ଦେଖି ପାରିବେ। ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଚିଡ଼ା ହୋଇଥିବା ଗାଡ଼ି ଉପରେ ଗୋଟିଏ ବିଲଡିଙ୍ଗର କିଛି ଅଂଶ ପଡ଼ିବାରୁ ଗାଡ଼ି ନଷ୍ଟ ହେଉଛି।  ShareChat | Archive ଏହି ମାସ ପଶ୍ଚିମ ଭାରତରେ ଆସିଥିବା ତଉତେ ବାତ୍ୟା […]

Continue Reading

କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଏକ ବିରାଟ ଚନ୍ଦ୍ର ସୂର୍ଯ୍ୟର ପରିକ୍ରମା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଚନ୍ଦ୍ର ଗ୍ରହଣ କରିବା ପୂର୍ବରୁ ଏବଂ ଅନ୍ଧକାର କରିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ଅତି ନିକଟରେ ଦେଖା ଯାଉଅଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଉତ୍ତର ମେରୁର ଅଟେ।  ଫେକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଏହି ମାସ ଭାରତକୁ ଦୁଇଟି ବାତ୍ୟାର ବିନାଶର ସାମନା କରିବାକୁ ପଡ଼ିଛି। ପ୍ରଥମେ ଆରବ ସାଗରରେ ଜନ୍ମ ନେଇଥିବା ଟାଉତେ ବାତ୍ୟା କେରଲ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ବିନାଶ ସୃଷ୍ଟି କରି ସାରିଲା ପରେ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ୟାସ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଟା ୟାସ ବାତ୍ୟା ସମୟରେ ଓଡ଼ିଶାର ବାଲାସୋର ଜିଲାର ଦୃଶ୍ୟ ଦାବି ସହିତ ଭାଇରାଲ […]

Continue Reading