କ’ଣ ତାଲିବାନ ଶାସିତ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଏପରି ବାନ୍ଧି ରଖା ଯାଉଛି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ତାଲିବାନ ଆଫଗାନିସ୍ଥାନ ଉପରେ ଆକ୍ରମଣ କରି ନିଜ ଶାସନ ସ୍ଥାପିତ କରିଥିଲା। ସେହି ଭୟରେ ଅନେକ ସ୍ଥାନୀୟ ଲୋକେ ଦେଶ ଛାଡି ଚାଲି ଯିବାକୁ ଚାହିଁଥିଲେ। ଏହି ଘଟଣା ନେଇ ଆମକୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଲିବାନର ନିଷ୍ଠୁରତା ଦର୍ଶାଅ ଯାଇଥିଲା। ସେହି ପୋଷ୍ଟ ମଧ୍ୟ କିଛି ଫୋଟୋ ଏପରି ମଧ୍ୟ ଥିଲା ଯାହାକୁ ସେୟାର କରି ଦାବି କରା ଯାଇଥିଲା ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ଥାନର […]

Continue Reading

କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା […]

Continue Reading

କ’ଣ ଭାଇରାଲ ଭିଡିଓ ପାକିସ୍ତାନ ସରକାର ଆଫଗାନିସ୍ତାନ ସୀମାର ଫାଟକ ଖୋଲି ଦେବା ପରେ ତାଲିବାନକୁ ଭୟ କରି ଲୋକେ ପଲାଉଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ତାଲିବାନ ଆଫଗାନିସ୍ତାନ କାବୁ କରିଲା ପରେ ସୋସିଆଲ ମିଡିଆରେ ଆତଙ୍କିତ କରୁଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଲୋକେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ଛାଡ଼ି ପଳାଇବାର ଚେଷ୍ଟା କରୁଛନ୍ତି। ଲୋକେ ଶରଣାର୍ଥୀ ଭାବରେ ବିଭିନ୍ନ ଦେଶରେ ଆଶ୍ରୟ ନେବାକୁ ଚାହୁଁଛନ୍ତି।  ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ସମୂହ ଏକ ଗେଟ୍ ଆଡକୁ ଦଉଡୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ପାକିସ୍ତାନ ସରକାର କିଛି ସମୟ […]

Continue Reading

କ’ଣ ଭିଡିଓରେ ତାଲିବାନ ଆତଙ୍କବାଦୀ ଏକ ମୃତ ଶରୀରକୁ ହେଲିକପ୍ଟରରେ ଝୁଲେଇ ପେଟ୍ରୋଲିଂ କରୁଛି? ଜାଣନ୍ତୁ ସତ୍ୟ।

ଆଫଗାନିସ୍ତାନରୁ ଆହୁରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ହେଲିକପ୍ଟରରୁ ଜଣେ ବ୍ୟକ୍ତି ଜ୍ଝୁଳୁଥିବା ଜଣା ପଡିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ସମବେଦନଶୀଲତା ସୃଷ୍ଟି କରିଛି। ଲୋକ ମାନଙ୍କ ସହିତ ଅନେକ ଗଣମାଧ୍ୟମରେ ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଆଫଗାନିସ୍ତାନ ଉପରେ ତାଲିବାନର ନିର୍ଦ୍ଦୟତାର ଏକ ଉଦାହରଣ ଦେଶାଉଛି।  ଫ୍ୟାକ୍ଟ କୃସେଣ୍ଡୋ ଭିଡିଓ ଯାଞ୍ଚ କରିଲା ପରେ ଜାଣିବାକୁ ପାଇଲା ଯେ […]

Continue Reading

କ’ଣ ଏହା ତାଲିବାନ ଆତଙ୍କବାଦୀର ଆଫଗାନିସ୍ତାନରେ ନାଟୋ ଅଫିସ ଭଙ୍ଗାରୁଜା କରିଥିବା ଭିଡିଓ କି?

ତାଲିବାନ ଆଫଗାନିସ୍ତାନକୁ କାବୁ କରିବା ପରେ ସ୍ସିଆଲ ମିଡିଆରେ ତାଲିବାନ ଅତ୍ୟାଚାରକୁ ଦର୍ଶାଇ ଅନେକ ପୋଷ୍ଟ ଏବଂ ଭିଡିଓ ପ୍ରଚାରିତ ହେଉଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଅନେକ ଜନ୍ତ୍ରପାତି ରାସ୍ତାରେ ନଷ୍ଟ ହୋଇଥିବାର ଦେଖିବାକୁ ପାଇଲୁ। ଯଦିଓ ଭିଡିଓରେ ଅଡିଓ ସ୍ପଷ୍ଟ ନୁହେଁ କିନ୍ତୁ ଏହି ସ୍ଥାନରେ ହେଇଥିବା ବିଶୃଙ୍ଖଳା ସ୍ପଷ୍ଟ ଭାବରେ ଦେଖା ଯାଉଛି। ଭିଡିଓ ସହିତ ଦାବି କରା ଯାଇଅଛି ଯେ ଏହି ସ୍ଥାନ […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋ ନିକଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେଇଥିବା ମୃତ୍ୟୁ ଲୋକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତାଲିବାନ ଭୟରେ ଅଫଫଗାନିସ୍ତାନ ନାଗରିକ ମାନେ ଦେହ ଛାଡି ପଳାଇବାର ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ଅନେକ ଲୋକ କାବୁଲ ବିମାନ ବନ୍ଦରରେ ଆଶା ନେଇ ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବରୁ ତାଲିବାନ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ କରିଥିବା ଖବର ଶୁଣିବାକୁ ମିଳିଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକନ ସହିତ କିଛି ଆମେରିକା ସଦସ୍ୟ ମଧ୍ୟ ତାଲିବାନ ଶିକାର ହେଇଛନ୍ତି।  ଏହି […]

Continue Reading

କ’ଣ ଫୋଟୋରେ ଥିବା ମହିଳା ସାଫିଆ ଫିରୋଜ ଅଟନ୍ତି ଯାହାକୁ ତାଲିବାନ ପାନେ ପଥର ମାରି ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଫୋଟୋ ସହିତ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାଇ କରା ଯାଇଛି ଯେ ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ପ୍ରଥମ ମହିଳା ପାଇଲଟ୍ ସାଫିଆ ଫିରୋଜଙ୍କୁ ପଥର ମାରି ହତ୍ୟା କରିଛନ୍ତି। ଭାଇରାଲ ହେଉଥିବା ଫୋଟୋରେ ଆପଣ ଦେଖି ପାରିବେ ଯେ ଜଣେ ମହିଳା ରକ୍ତାକ୍ତ ହୋଇ ଛିଡା ହୋଇଛନ୍ତି ଦାବି ଅନୁଯାୟୀ ଏହି ଆଘାତ ହୋଇଥିବା ମହିଳା ସାଫିଆ ଫିରୋଜ୍ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି […]

Continue Reading

କ’ଣ ଭାଇରାଲ ଫୋଟୋରେ ତାଲିବାନ ଆତଙ୍କବାଦୀ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଥିଲାବେଳେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ସମାନ ଘଟଣା ସମ୍ପର୍କରେ ପୋଷ୍ଟ ଏବଂ ଭିଡିଓ ବିସ୍ତାର କରୁଛନ୍ତି। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ମାଡ ମାରୁଥିବାର ନଜର ଆସୁଛନ୍ତି। ଫୋଟୋ ସହିତ ଦାବି କରା ଯାଚ୍ୟ ଯେ ଏହା ତାଲିବାନ ଅଧୀନରେ ଆଫଗାନିସ୍ତାନରେ ମହିଳା ସଶକ୍ତିକରଣ ମନ୍ତରାଳୟର ଅବସ୍ଥା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

କ’ଣ ଭିଡିଓରେ ତାବିବାନ ଆତଙ୍କବାଦୀ ମାନେ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ନିଲାମ କରୁଛନ୍ତି?

ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଛି। ତାଲିବାନ ସହର ପରେ ସହର ଗୁଡିକକୁ ନିଜ ଅକ୍ତିଆରରେ ନେଉଛି। ଆଫଗାନିସ୍ତାନର ନାଗରିକ ମାନେ ଜୀବନ ହରାଇବା ଭୟରେ ଦେଶରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ତାଲିବାନର ଅତ୍ୟାଚାରକୁ ଦର୍ଶାଇ ଅନେକ ଭିଡିଓ ସେଯାର କରା ଯାଉଅଛି।  ସୋସିଆଲ ମିଡିଆରେ ଏକ ଭିଡିଓ ସେଯାର କରା ଯାଉଅଛି ଯେଉଁଥିରେ ଦର୍ଶାଅଯାଇଛି ଯେ ରାସ୍ତା ମଝିରେ କିଛି ଲୋକେ ମହିଳା ମାନଙ୍କୁ ନିଲାମ କରୁଛନ୍ତି ଏବଂ ‘ଆଲ୍ଲା ହୁ ଆକବର’ ନାରା ଲଗାଉଛନ୍ତି।  […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ? ଜାଣନ୍ତୁ ସତ୍ୟ।

ବୁଧବାର ଉତ୍ତର କାଶ୍ମୀରର ହ୍ୟାଣ୍ଡୱାରା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସୁରକ୍ଷା ବାହିନୀ ଦୀର୍ଘ ଦିନ ଧରି ମେହରାଜୁଦ୍ଦିନ ହାଲୱାଇଙ୍କୁ ଖୋଜୁଥିଲେ। ସେ ୨୦୧୨ ମସିହାରୁ ଉତ୍ତର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଥିଲେ। କେବଳ ସେତିକି ନୁହେଁ, ସେ ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ।  ବର୍ତ୍ତମାନ ହାତରେ ବନ୍ଧୁକ ଥିବା […]

Continue Reading