ଏଡିଟ୍ ହୋଇଥିବା ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏପଷ୍ଟିନ୍ ଏବଂ ଅନ୍ୟ କିଛି ମହିଳାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ଏକ ପୁରୁଣା ଫଟୋ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ମହାସମ୍ପାଦକ ଥିଲେ। ଫଟୋ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ରିପୋର୍ଟ ଅନୁଯାୟୀ, ଏହି ଫଟୋଟି ୧୯୯୮ ମସିହାରେ ନ୍ୟୁୟର୍କ ସହରରେ ଏକ ପାର୍ଟିରେ ଉଠାଯାଇଥିଲା, ଯେତେବେଳେ ମୋଦି ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସମ୍ପାଦକ […]
Continue Reading
