ଛତିଶଗଡ଼ରେ ଜଣେ ସବ୍-ଇନ୍ସପେକ୍ଟର ଲାଞ୍ଚ ନେଉଥିବାର ପୁରୁଣା ଭିଡିଓ କକ୍ରୋଜ୍ ଜନତା ପାର୍ଟି ସହିତ ଯୋଡ଼ି ଭାଇରାଲ କରା ଯାଉଛି।
ଜଣେ ପୋଲିସ କର୍ମଚାରୀଙ୍କ ପକେଟରୁ ଟଙ୍କା ବାହାର କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ନବଗଠିତ ଡିଜିଟାଲ୍ ଗୋଷ୍ଠୀ – “କକ୍ରୋଜ୍ ଜନତା ପାର୍ଟି” -ର ସଦସ୍ୟମାନେ ଛତିଶଗଡ଼ରେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ₹30,000 ଲାଞ୍ଚ ନେଉଥିବା ସମୟରେ ଧରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟ ପରେ ଏହି ଗୋଷ୍ଠୀ ଗଠନ ହୋଇଥିବା ଜଣାପଡ଼ିଛି। ପ୍ରକୃତରେ, ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସମ୍ପ୍ରତି ଏକ କୋର୍ଟ ଶୁଣାଣି ସମୟରେ ଏକ ମନ୍ତବ୍ୟ ଦେଇଥିଲେ […]
Continue Reading