ତାମିଲନାଡୁରେ ହିନ୍ଦୀ ବିରୋଧୀ ପ୍ରତିବାଦର ପୁରୁଣା ଭିଡିଓକୁ ସାମ୍ପ୍ରତିକ ଘଟଣା ଭାବରେ ସେୟାର କରାଯାଇଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅନେକ ସ୍ଥାନରେ ହିନ୍ଦୀରେ ଲେଖା ଯାଇଥିବା ଶବ୍ଦ ଗୁଡ଼ିକୁ କିଛି ଲୋକ କଳା ରଙ୍ଗ ପୋତି ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଦାବି କରା ଯାଉଛି ଯେ ତାମିଲ ନାଡ଼ୁରେ ସି. ଜୋସେଫ ବିଜୟଙ୍କ ଦଳ ନିର୍ବାଚନ ଜିତିବା ପରେ ହିନ୍ଦୀ ଭାଷା ବିରୁଦ୍ଧରେ ପ୍ରତିବାଦ ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]
Continue Reading