ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି। […]

Continue Reading

ଭାଇରାଲ ଫୋଟୋ ନିକଟରେ ହାଥରସରେ ଗୋଟିଏ ସତସଙ୍ଗରେ ହୋଇଥିବା ଦଳାଚକଟା ଘଟଣା ନୁହେଁ। ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ହାଥରସରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ସ୍ଥିତି ହୋଇଥିଲା ଯେଉଁଥିରେ ପ୍ରାୟ ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ଭିଡ଼ ମଧ୍ୟରେ ପୋଲିସ ଏବଂ କିଛି ଲୋକମାନେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ନେଇ ଯାଉଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ହାଥରସରେ ହୋଇଥିବା ଦଳାଚକଟା ସମୟର ଅଟେ ଏବଂ […]

Continue Reading

ସୋସିଆଲ ମିଡିଆରେ ହାଥରସ ଦୁଷ୍କର୍ମ ପିଡ଼ିତାର ଭୁଲ ଫଟୋ ଭାଇରାଲ ହୋଇଛି ।

ଉତ୍ତରପ୍ରଦେଶର ହାଥ୍ରାସର ଜଣେ 19 ବର୍ଷ ଝିଅର ଗଣଦୁଷ୍କର୍ମ  ପରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଝିଅର ଫଟୋ ଭାଇରାଲ ହେବାରେ ଲେଗିଛି। ଏହି ପୀଡିତା ଝିଅର ଫଟୋ ଭାବରେ ଏକ ଫଟୋ ସେୟାର କରାଯାଉଛି। ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ହାଥ୍ରାସ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ଏହା ସହ ଫଟୋରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ହୋଇଥିବା ଫଟୋ […]

Continue Reading

ବିଜେପି ଯୁବ ସଭାପତି ଶ୍ୟାମ ଦ୍ୱିବେଦିଙ୍କ ଫଟୋକୁ ହାଥରସ୍ ଅପରାଧି ସନ୍ଦିପ ଠାକୁରଙ୍କ ପିତା ନାମରେ ଭାଇରାଲ କରାଯାଉଛି।

ଉତ୍ତରପ୍ରଦେଶର ହାଥରସରେ ଜଣେ 19 ବର୍ଷର ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚା ଏବଂ ଆଲୋଚନାର ବିଷୟ ହୋଇଥଇବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟକୁ ହାଥରସ୍ ଘଟଣା ସହ ଜୋଡ଼ା ଯାଉଛି। ଏହି ପରେ ହାଥରସ୍ ଘଟଣାର ଅପରାଧିର ପିତା ନାମରେ ଜଣେ ବ୍ୟକ୍ତିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଭାଇରାଲ ଫଟୋରେ ବ୍ୟକ୍ତି ଜଣକ ବିଜୋପି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, […]

Continue Reading