ଋଷିଆ ରେ ହେଲିକପ୍ଟର ଦୁର୍ଘଟଣାର ଏକ ପୁରୁଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।
ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ନିକଟରେ ଆର୍ଯ୍ୟାନ ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଛଅ ଜଣ ତୀର୍ଥଯାତ୍ରୀଙ୍କ ସମେତ ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଏକ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ […]
Continue Reading