ଆୟାତୋଲ୍ଲା ଖୋମେନିଙ୍କ ମୃତ୍ୟୁ ପରେ ଏକ ସାମ୍ପ୍ରତିକ ଘଟଣା ଭାବରେ ବରେଲିର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଏକ ଭିଡ଼ ଉପରେ ପୋଲିସ ହଠାତ୍ ବାଡ଼ି ରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ଇରାନରେ ଯୁଧ୍ୟ ସମୟରେ ଖାମେନିଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଏହି ଘଟଣା ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓରେ ୟୁପି ପୋଲିସ […]

Continue Reading

ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

ପୋଲିସ ଘରୁ ଟାଣି ଆଣି ରାସ୍ତାରେ କିଛି ଯୁବକଙ୍କୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତିମାନେ RSS କୁ ଧମକ ଦେଇଥିଲେ, ଯାହା ଫଳରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଚିହ୍ନଟ କରି ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା […]

Continue Reading