ଦଶକ ପୁରୁଣା ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।
ନିକଟରେ ଇଂଲାଣ୍ଡର ମହାରାଣୀ ଏଲିଜାବେଥଙ୍କ ବିୟୋଗ ହୋଇଥିଲା। ଏହା ନେଇ ସଂସାରର ସମସ୍ତ ଦେଶ ନିଜ ଦୁଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଶୋକ ପାଳନ କରୁଛନ୍ତି ଏବଂ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଦ୍ଵାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଥିରେ ଇଂଲାଣ୍ଡରେ ରାଣୀଙ୍କ ନିବାସ ସ୍ଥାନ ବେକିଂଘମ ପେଲେସରେ ଲୋକଙ୍କ ଏକ ସମାଗମ ଦେଖିବାକୁ ମିଳିଛି। ଏହା […]
Continue Reading