ଆୟାତୋଲ୍ଲା ଖୋମେନିଙ୍କ ମୃତ୍ୟୁ ପରେ ଏକ ସାମ୍ପ୍ରତିକ ଘଟଣା ଭାବରେ ବରେଲିର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଏକ ଭିଡ଼ ଉପରେ ପୋଲିସ ହଠାତ୍ ବାଡ଼ି ରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ଇରାନରେ ଯୁଧ୍ୟ ସମୟରେ ଖାମେନିଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଏହି ଘଟଣା ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓରେ ୟୁପି ପୋଲିସ […]

Continue Reading

ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

ଡିସେମ୍ବର ୨୦୨୫ ରେ, ଇରାନରେ ବଡ଼ ଧରଣର ସରକାର ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଲୋକମାନେ ସରକାର ଏବଂ ସର୍ବୋଚ୍ଚ ନେତା ଖାମେନିଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ, ତାଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ହ୍ରାସ ପାଉଥିବା ଅର୍ଥନୀତି ପାଇଁ ଦାୟୀ କରିଥିଲେ। ପ୍ରତିବାଦକାରୀମାନଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, ଯୁବକ ଏବଂ ସାଧାରଣ ନାଗରିକ ଥିଲେ, ଯେଉଁମାନେ ରାଜନୈତିକ ସଂସ୍କାର ଏବଂ ବର୍ତ୍ତମାନର ରାଷ୍ଟ୍ର ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରିଥିଲେ।  ଏହି ସମୟରେ, ଜଣେ […]

Continue Reading