ବାଂଲାଦେଶ ଜମାତ-ଏ-ଇସଲାମି ସିଜେପିକୁ ସମର୍ଥନ କରି ଏକ ଚିଠି ଜାରି କରିଛି? ଜାଣନ୍ତୁ ସତ୍ୟତା।

ବାଂଲାଦେଶର ଜମାତ-ଏ-ଇସଲାମି ନାମକ ଏକ ସଂଗଠନର ଚିଠି ସୋସିଆଲ ମିଡିଆରେ ଭାଇଆଲ ହେଉଛି। ଚିତିରେ ସଂଗଠନ ଯନ୍ତର ମନ୍ତରରେ ସିଜେପିକୁ ସମର୍ଥନ କରୁଥିବା ନେଇ ଉଲ୍ଲେଖ କରା ଯାଇଛି। ଏହା ନେଇ ସିଜେପି ବିରୋଧୀ ମାନେ ସୋସିଆଲ ମିଡିଆରେ ସମାନ ଚିଠି ସେୟାର କରି ଦାବି କରୁଛନ୍ତି ଯେ ସିଜେପି କୁ ବାଂଲାଦେଶରୁ ସମର୍ଥନ ମିଳୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା AI ବ୍ୟବହାର କରି ସୃଷ୍ଟି ହୋଇଥିବା […]

Continue Reading