2019 ଭିଡିଓକୁ ଅଲମ୍ପିକ୍ସରେ ଖେଳାଳିମାନଙ୍କୁ ଭୁଲ ପଦକ ଦିଆଯାଇଥିବା ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଖେଳରେ ଜିତିଥିବା ମହିଳାଙ୍କୁ ମୋଡାଲ ଦିଆ ଯାଉଥିବାର ଦେଖାଯାଉଛି। ଭିଡିଓରେ ତୃତିୟ ସ୍ଥାନ ଆସିଥିବା ଖେଳାଳିକୁ ଭୁଲରେ ସୂର୍ଣ୍ଣ ପଦକ ଦିଆଯାଉଥିବା ଦେଖାଯାଉଛି। ପରେ ଖେଳାଳି ଜଣକ ଏହା ଦେଖି ପ୍ରଥମସ୍ଥାନ ଆସିଥିବା ଖେଳାଖିଙ୍କୁ ସୂର୍ଣ୍ଣ ପଦକ ପିନ୍ଧାଇଥିଲେ। ଭାଇରାଲ ଭିଡିଓ ବର୍ତ୍ତମାନ ହେଇଥିବା ଅଲୋମ୍ପିକର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 29 ଜୁଲାଇରେ […]
Continue Reading