ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ 2019ରେ ଆସାମର ନାଗାଓଁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।

ସୋସିଆଲ ମିଡିଆରେ  ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ମଥୁରା ସହରର ବୋଲି ଦାବି କରାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଆସାମର ନାଗାଓଁ ସହରର ଏବଂ ପ୍ରାୟ ଦୁଇ ବର୍ଷ ପୁରୁଣା ଅଟେ।  8 ଡିସେମ୍ବରରେ ହିନ୍ଦୁ ମହାସଙ୍ଘ ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁ […]

Continue Reading