ସ୍କୁଲରେ ଭୋଜପୁରୀ ଫିଲ୍ମ ସୁଟିଂ ର ଭିଡିଓକୁ ପାଟନା ହାଇସ୍କୁଲରେ ଗୁଳିକାଣ୍ଡ ଘଟଣା ଦାବି ସହିତ ଭାଇରାଲ ହେଉଛି।
ଏକ ସ୍କୁଲ କ୍ୟାମ୍ପସରେ ଅନେକ ସଶସ୍ତ୍ର ବ୍ୟକ୍ତି ଦୌଡ଼ୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅନେକ ଗୁଳି ଫୁଟିବାର ଶବ୍ଦ ମଧ୍ୟ ରହିଛି। ଦାବି କରା ଯାଉଛି ଯେ ଏହା ବିହାରର ପାଟନାର ଏକ ସ୍କୁଲରେ ଘଟିଥିବା ଗୁଳିଚାଳନାର ଘଟଣା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ଭୋଜପୁରୀ ଫିଲ୍ମ ସୁଟିଂର ଭିଡିଓ ଯାହା ପାଟନାର ଗର୍ଦାନୀବାଗ ଉଚ୍ଚବିଧୟାଳୟରେ ସୁଟ୍ ହୋଇଥିଲା। କ’ଣ ଦାବି […]
Continue Reading