ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପର ଘଟଣା ଦାବି ସହିତ ସେୟାର କରା ଯାଉଛି।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ, ରାଜ୍ୟବ୍ୟାପୀ ଅନେକ ହିଂସା ଘଟଣା ରିପୋର୍ଟ ହୋଇଛି। ଏହି ସମ୍ପର୍କରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ନିଆଁରେ ପୋଡ଼ିଯାଇଥିବା ଏକ ଦୋକାନ ଦେଖିବାକୁ ମିଳୁଛି। ଭିଡିଓଟି ବଙ୍ଗଳାରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦର୍ଶାଉଛି ବୋଲି ଦାବି କରି ସେୟାର କରା ଯାଉଛି। ଏହି ଭିଡିଓକୁ ଏପରି ଦର୍ଶାଅ ଯାଇହି ଯେପରିକି ପଶ୍ଚିମବଙ୍ଗରେ ବିଜେପି ଶାସନ ଆସିବା ପରେ ସେଠାରେ ହିଂସା […]
Continue Reading