କ’ଣ ସାବରକର ୨ଟା ଆଜୀବନ କାରାବାସ ପୁରା ଭୋଗ କରିଥିଲେ? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟାର କରା ଯାଇଅଛି ଯେଉଁଥିରେ କୁହା ଯାଇଅଛି ଯେ ବୀର ସାବରକର ଦୁନିଆର ଏକମାତ୍ର ସ୍ଵତନ୍ତ୍ରତା ସେନାନୀ ଯାହାକୁ ୨-୨ ଆଜୀବନ କାରାବାସ ଦଣ୍ଡ ମିଳିଥିଲା ଏବଂ ସେ ତାଙ୍କର ଦଣ୍ଡ ସମ୍ପୂର୍ଣ ଭାବରେ ଭୋଗ କରିଥିଲେ। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି […]
Continue Reading