କ’ଣ ରତନ ଟାଟା ଆଧାର କାର୍ଡ ଦେଖାଇ ମଦ କିଣିବା ପରାମର୍ଶ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ସମୟ ସମୟ ଧରି ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ ଦ୍ଵାରା ଦିଆ ଯାଇଥିବା ଭାଷଣ କିମ୍ବା ପରାମର୍ଶ ଭାଇରାଲ ହେଉଥାଏ। ଅନେକ ସମୟରେ ଏହି ପରି ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟାଟା କମ୍ପାନୀ ମାଲିକ ରତନ ଟାଟାଙ୍କ ଦ୍ଵାରା ଦିଆ ଯାଇଥିବା ଏକ ପରାମର୍ଶ ହାଇରାଲ ହେଉଛି। ପୋଷ୍ଟର ଦାବି ଅନୁଯାୟୀ ରତନ ଟାଟା, ମଦ କିଣିବା ସମୟରେ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ କରି ଦେବା ପରାମର୍ଶ […]

Continue Reading

କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।

ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ […]

Continue Reading