ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିଆଁ ଲାଗିଥିବା ଏକ ଉଚ୍ଚ ବିଲଡିଙ୍ଗ ଦେଖାଯାଉଛି। ଦାବି କରାଯାଉଛି ଯେ ଏହା ନିକଟରେ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲ ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣର ଦୃଶ୍ୟ। ସମ୍ପ୍ରତି ସମୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲୁଥିବା ଯୁଧ୍ୟ ସହିତ ଜଡ଼ିତ ଏହି ଭିଡିଓ ଭାଇରାଲ ହେଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର […]
Continue Reading