2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।

ସୋସିଆଲ ମିଡିଆରେ ଗଣେଶ ପୂଜାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି ଯେ, ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକକୁ ବୋଲି ଦାବି କରାଯାଇ ଭାଇରାଲ କରାଯାଇଛି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ 2016ର ବୋଲି ସ୍ପଷ୍ଟ ହେଲୁ।  10 ସେପ୍ଟେମ୍ବରରେ Biswajit Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

ମୁମ୍ବାଇ ବିଏମସି କଙ୍ଗନା ରନାୱାତଙ୍କ କାର୍ଜ୍ଯାଲୟ ଭାଙ୍ଗିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଅନେକ ଲୋକ କଙ୍ଗନାଙ୍କ ସମର୍ଥନ ମଧ୍ୟ କରୁଛନ୍ତି କିନ୍ତୁ କିଛି ଲୋକେ ତାଙ୍କ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଏପରି ଗୋଟିଏ ପୋଷ୍ଟ ଭାଇରାଲ ହେଇହିଲା ଯେଉଁଥିରେ କର୍ଣୀ ସେନା କଙ୍ଗନାଙ୍କ ସମର୍ଥନ ଦେବା ପାଇଁ ଗାଡ଼ିରେ ଆସୁଥିବା ଦାବି କରା ଯାଇଅଛି। ଫେକ୍ଟ କ୍ରୀସ୍କେଣ୍ଡୋ ଓଡ଼ିଆ ସେହି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା।  […]

Continue Reading

କ’ଣ ଅମିତାଭ ବଚନ ହସ୍ପିଟାଲରୁ ବାହାରିଲା ପରେ ମୁସଲମାନ ପର୍ବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ଅମିତାଭ ବଚନ ନିଜ କୋରୋନା ଆକ୍ରାନ୍ତ ହେଇଥିବାର ଖବର ଟୁଇଟର ମାଧ୍ୟମରେ ଦେଇଥିଲେ। ଏହା ପରେ ଦେଶବାସୀ ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହାର କିଛି ଦିନ ପରେ ଅମିତାଭ ବଚନ ନିଜ ସୁସ୍ଥ ହେବା ଖବର ଗଣମାଧ୍ୟମ ଦ୍ଵାରା ଦେଇଥିଲେ। କିନ୍ତୁ ଗତକାଲି ୬ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଅମିତାଭ ବଚନଙ୍କ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଗୋଟେ ମୁସଲମାନ ପର୍ବରେ ଯୋଗ ଦେଇଛନ୍ତି।  […]

Continue Reading

ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

11 ଜୁଲାଇରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ବହୁ ସମେତ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତାଙ୍କର ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନି ଯାଇଥିଲା। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଖବର ଭାଇରାଲ ହେଉଛି।  News7 ଖବର ପେଜରେ 23 ଜୁଲାଇରେ ଏହି ଖବର ପ୍ରକାଶିତ କରାଯାଇଛି। ଏବଂ ଦାବି କରାଯାଇଛି ଯେ, […]

Continue Reading