ଜେଲରେ ଥିବା ଆମ୍ ଆଦମି ପାର୍ଟି ନେତା ଗୋପାଳ ଇଟାଳିଆର ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ଆମ୍ ଆଦମୀ ପାର୍ଟି ଗୁଜୁରାଟ ରାଜ୍ୟ ସଭାପତି ଗୋପାଳ ଇଟାଲୀ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ଦିଲ୍ଲୀର ମହିଳା ଆୟୋଗ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା। ଏହା ପରେ ଜେଲରେ ଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି ହେଉଛି ଯେ ଏହି ଗୋପାଳ ଇଟାଲୀଙ୍କର ଏହି ଫଟୋ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବା ପରେ ହୋଇଛି। […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading