ସ୍ତ୍ରୀ ବିୟୋଗ ପରେ ପ୍ରଫେସର ଜଣକ ନିଜ ଛୁଆକୁ ସମ୍ଭାଳିବା ସହ ପାଠ ପଢ଼ାଉଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଛୁଆକୁ ଧରି ପାଠ ପଢ଼ାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଫେସର ଜଣକ ସ୍ତ୍ରୀ ବିୟୋଗ ପରେ ଶିକ୍ଷାଦାନ ସହିତ ମାତା ପିତାର କର୍ତ୍ତବ୍ୟ ପୂର୍ଣ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଫେବୃଆରିରେ Kendujhar Local News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ଅରକୃତର ରେ ଏହି ଶିଶୁର ତିନୋଟି ଆଖି ଅଛି? କ’ଣ ଏହୋ ଶିଶୁର ଜନ୍ମ ଛତ୍ତିସଗଡ଼ ରେ ହେଇଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କିଛି ବିଚିତ୍ର ଏବଂ ଆଶ୍ଚର୍ଯ୍ୟ କରି ଦେବା ଖବର ଶୁଣିବା କୁ ମିଳି ଥାଏ। କିଛି ଏପରି ଖବର ଯାହାର କଲ୍ପନା ମଧ୍ୟ କରା ଯାଇ ହେବ ନାହିଁ। ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଦେଖିବା କୁ ମିଳିଛି। ୧୫ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ଦେଖିବା କୁ ମିଳିଛି ଯେ ଗୋଟିଏ ଶିଶୁର ତିନଟି […]

Continue Reading

ଏକ କଣ୍ଢେଇ ଫୋଟୋକୁ ମାଲେସିଆରେ ମଣିଷ ଚେହେରା ନେଇ ବିଲେଇ ଛୁଆ ଜନ୍ମ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

12 ମେ ରେ OdiaNews 24 ନାମକ ଏକ ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ମଣିଷ ଚେହେରା ନେଇ ଜନ୍ମ ହୋଇଛି ବିଲେଇ ଛୁଆ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 43 ଥର ସେୟାର କରାଯାଇଚି। ଏହା ସହ 370 ଲାଇକ ମଧ୍ୟ ମିଳିଛ। ଖବରରେ ଲେଖା ଯାଇଛି ଯେ, ମଣିଷ ରୂପରେ ଦେଖା ଯାଉଥିବା ଏହି ବିଲେଇ ଛୁଆ ମାଲେସିୟାରେ ଜନ୍ମ ଗ୍ରହଣ କରିଛି । ତାକୁ […]

Continue Reading

2013 ମସିହାର ଫୋଟୋକୁ ଲକଡାଉନରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥିବା ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଦାବିରେ ଭାଇରାଲ କରାଯାଉଛି।

ଲକଡାଉନ ସମୟରେ ଅନେକ ଫୋଟୋ ଏବଂ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଯେଉଁଥିରେ କିଛି ସତ ଏବଂ କିଛି ମିଥ୍ୟା ମଧ୍ୟ ଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରବାଶି ଶ୍ରମିକଙ୍କ ଫୋଟୋକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରାଯାଇଛି। ତେବେ ଅନ୍ୟ ଏକ ଫୋଟୋ ଆମକୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖା ଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଲକଡାଉନ ସମୟରେ ଅଟେ। ଫୋଟୋରେ ଏକ ମୃତ ମାଁଠାରୁ […]

Continue Reading