କ’ଣ ଆସନ୍ତା ନିର୍ବାଚନ ପୂର୍ବରୁ ଜନଦାଧାରଣଙ୍କୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିବା ଦେଖିବାକୁ ମିଳିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ଏକ ଜନସାଧାରଣ ସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କ ଉପରେ ଜୋତା ଫିଙ୍ଗିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵ ହାତୀ ଦିବସ ଉତ୍ସବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୧୨ ଅଗଷ୍ଟ ୨୦୧୨ ମସିହାରୁ ପ୍ରାରମ୍ଭ ହେଇଥିବା ବିଶ୍ଵ ହାତୀ ଦିବସର ହାତୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଗଠନ କରା ଯାଇଥିଲା। ଏହି ଦିବସ ସାରା ପୃଥିବୀରେ ପାଳନ କରା ଯାଏ। ଏହି କଥା ନେଇ ଗତ କାଲୀ ୧୨ ଅଗଷ୍ଟରେ ଜଣେ ଫେସବୁକ ୟୁଜର ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତୀ ଉପରେ ବସିଥିବା ଫୋଟୋ ପୋଷ୍ଟ କରିଛନ୍ତି ଯେ ସେ ୧୨ ଅଗଷ୍ଟ ୨୦୨୦ ରେ ବିଶ୍ଵ ହାତୀ ଦିବସରେ ଯୋଗଦାନ […]

Continue Reading