ବିଜେପି ସମର୍ଥକୁ ମାଡ଼ ମାରୁଥିବା ଭିଡିଓ ପୁରୁଣା ଏବଂ ବଙ୍ଗଳାର ଅଟେ, ଗୁଜୁରାଟ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ।

ଗୁଜୁରାତରେ ନିର୍ବାଚନ ପରିବେଷରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ଜଣେ ବ୍ୟକ୍ତିକୁ ମାଡ଼ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଗୁଜୁରାତରେ ଚିର୍ବାଚନ ମାହୋଲରେ ବିଜେପି ସମର୍ଥକକୁ ମାଡ଼ ମାରିଲେ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଗୁଜରାଟ ରେ ଭାଜପା ଭକ୍ତ ଙ୍କୁ ଗୋଡେଇ ଗୋଡେଇ ମାଡ !… ଫେସବୁକ । ଆର୍କାଇଭ ଅନୁସନ୍ଧାନ ପୂର୍ବରୁ […]

Continue Reading

ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?

ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।  6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ଟିଏମସି ଗୁଣ୍ଡା ମାନେ ବାଙ୍ଗାଳରେ ଦଙ୍ଗା କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ନିର୍ବାଚନ ପରେ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଅନେକ ଦଙ୍ଗା ହେଉଥିବା ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି। ଅନେକ ପୋଷ୍ଟରେ ଦାବି କରା ଯାଇଥିଲା ଯେ ଏହି ଦଙ୍ଗା ଟିଏମସି ଦଳ ଗୁଣ୍ଡା ମାନେ ସୃଷ୍ଟି କରିଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି କିଛି ପୋଷ୍ଟର ଅନୁସହ୍ନାଁ କରି ତାହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  ଏହି ସମୟରେ ଆହୁରି ଗୋଟିଏ ପୋଷ୍ଟ ସମାନ ଦାବି ସହିତ ଭାଇରାଲ ହେଉଥିବା […]

Continue Reading