କ’ଣ ଚାର୍ଲି ହଡ୍ଡୋ ନାମକ ଖବର କାଗଜ ଶାହିନ ବାଗ୍ ମହିଳାଙ୍କ ଅପମାନଜନକ କାର୍ଟୁନ୍ ବନାଇଛି ?

ଶାହିନ୍ ବାଗ ବିରୋଧକାରୀଙ୍କ ନାମରେ ଚାର୍ଲି ହେବଡୋ କାର୍ଟୁନ୍ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଚାର୍ଲି ହେବଡୋ ଫ୍ରାନ୍ସର ଏକ ବାମପନ୍ଥୀ ଭାବବାଦୀ ରାଜନୈତିକ ଖବରକାଗଜ ଅଟେ। ଯାହା ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ନେଇ ବିବାଦ ଘେରକୁ ଆସିଛି। ଏହି ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶାହିନ୍ ବାଗରେ CAA ଏବଂ NRC ପ୍ରଦର୍ଶନକାରି ମହିଳାଙ୍କୁ ଅପମାନିତ କରିବା ପାଇଁ ଚାର୍ଲି ହେଡ୍ଡୋ ଏହି କାର୍ଟୁନ୍ ତିଆରି କରିଛନ୍ତି। […]

Continue Reading

କ’ଣ ଟାଇମ ନରେନ୍ଦ୍ର ମୋଦି ମିଡିଆକୁ ସ୍ତନ୍ୟପାନ କରଉଥିବାର କାର୍ଟୁନ ବାନାଇଥିଲା? ଜାଣନ୍ତୁ ସତ୍ୟତା।

3 ଜାନୁଆରିରେ Satya Sagar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଇମର ଏକ ଫୋଟୋ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦୁନିଆର ପ୍ରଷିଦ୍ଧ ପତ୍ରିକା ଟାଇମର କଭର ପେଜରେ ମୋଦି ଏଭଂ ମିଡିଆର ଏକ କାର୍ଟୁନ୍ ବନାଯାଇ ନରେନ୍ଦ୍ର ମୋଦିଙ୍କର ବିଶ୍ୱରେ କିପରି ଛବି ଅଛି ଗଣମାଧ୍ୟମ ସହ ତହା ଦର୍ଶା ଯାଇଛି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସ୍ତନ୍ୟପାନ କରାଉଥିବାର କାର୍ଟୁନ୍ ବନା ଯାଇଛି।  ଏଠାରେ ଲିଙ୍କ ଦେଖନ୍ତୁ-Facebook […]

Continue Reading