ଚାଇନା ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଲେ ସୋନମ ୱାଙ୍ଗଚୁକ ତାହାକୁ ରାସ୍ତା ଦେଖାଇବେ ବୋଲି କହିଥିବା ଦାବି ବିଭ୍ରାନ୍ତକର ଅଟେ।

NEET ଏବଂ CBSE ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କର୍ମୀ ସୋନମ ୱାଙ୍ଗଚୁକ୍ ଜୁନ୍ 28, 2026 ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଶୁଣିବାକୁ ମିଳିଛି ଯେ ସୋନମ ୱାଙ୍ଗଚୁକ୍ କହୁଛନ୍ତି ସେ ଭାରତ ଆକ୍ରମଣ କରିବାକୁ ଚୀନକୁ ସାହାଯ୍ୟ କରିବେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଡାବକୁ ବିଭ୍ରାନ୍ତକର ବୋଲି […]

Continue Reading