VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।
ଦୀପାବଳି ପରଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଛାତ୍ର ମାନେ ହାତରେ ରକେଟ୍ ଚାଡ଼ୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ମୁସଲମାନ ଦୀପାବଳିରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ପରେ ସ୍ଥାନୀୟ ହିନ୍ଦୁ ଲୋକମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ […]
Continue Reading