କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

କ’ଣ ବେଲଟ୍ ପେପର ରେ ନିର୍ବାଚନ ନହେବା କାରଣରୁ ଲୋକମାନେ ଇଭିଏମ୍ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ କିଛି ଲୋକମାନେ ପୋଲିସର ଉପସ୍ଥିତିରେ ଇଭିଏମ ଭାଙ୍ଗାରୁଜା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଲାଗିଲା। ଦାବି କରା ଯାଉଛି ଯେ ବେଲଟ୍ ପେପର ରେ ନିର୍ବାଚନ ନହେବା ପର୍ଯ୍ୟନ୍ତ ଲୋକମାନେ ଏପରି ଇଭିଏମ୍ ଭଙ୍ଗାରୁଜା କରିବେ ବୋଲି କହିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଭିଡିଓର ଇଭିଏମ୍ କିମ୍ବା ବେଲଟ୍ ପେପର ସହିତ କୌଣସି ସମ୍ବନ୍ଧ ନାହିଁ। ନିର୍ବାଚନ ସମୟରେ ମଣିପୁରରେ ନକଲି ଭୋଟ୍ ନେଇ […]

Continue Reading

କ’ଣ ଇଭିଏମ ଘୋତାଲା ବିଷୟରେ ସୁବ୍ରମନିୟନ ସ୍ଵାମୀଙ୍କର ଭାଷଣ ସାମ୍ପ୍ରତିକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ୫ ଟି ରାଜ୍ୟ ତେଲଙ୍ଗାନା, ମଧ୍ୟ ପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ଛତ୍ତିସଗଡ ମଧ୍ୟରୁ କେବଳ ତେଲଙ୍ଗାନା ଛାଡି ନିର୍ବାଚନରେ ବିଜେପି ଅନ୍ୟ ୪ ଟି ରାଜ୍ୟରେ ବିଜୟ ହୋଇ ସରକାର ଗଠନ କରିଛି।  ଏହି ପ୍ରସଙ୍ଗରେ ବିଜେପି ନେତା ସୁବ୍ରମନିୟନ ସ୍ୱାମୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ସେ କହୁଛନ୍ତି ଯେ ସେ ଇଭିଏମ୍ ନିୟନ୍ତ୍ରକ ଉତ୍ପାଦନ କରୁଥିବା ଜାପାନ ଦେଶର କମ୍ପାନୀ ସହିତ ସେ ଯୋଗାଯୋଗ କରିଥିଲେ ଏବଂ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ […]

Continue Reading

କ’ଣ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ​​ବିଜେପି ଇଭିଏମ୍ ହ୍ୟାକିଂ କରି ଜିତିଛି?

ଖବରକାଗଜରେ ପ୍ରକାଶିତ ଏକ ଖବରର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି | ଏଥିରେ ଲେଖାଯାଇଛି ଯେ ପୂର୍ବତନ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଇଭିଏମ୍ ହ୍ୟାକିଂ ଦ୍ୱାରା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ​​ବିଜେପି ଜିତିଛି। ଦାବି ହେଉଛି ଯେ ଏହି ବିବୃତ୍ତି ଟି.ଏସ୍ କୃଷ୍ଣମୂର୍ତ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟି.ଏସ କୃଷ୍ଣମୂର୍ତ୍ତି ବିଜେପି ଇଭିଏମ୍ ହ୍ୟାକ କରି ନିର୍ବାଚନ ଜିତିଥିବା […]

Continue Reading

ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି।  ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ […]

Continue Reading