୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର ଘଟଣାକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି। 

ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ […]

Continue Reading

୨୦୨୧ ମସିହାରେ ଲେବାନନରେ ହେଇଥିବା ଆର୍ଥିକ ସଙ୍କଟ ସମୟର ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଇଛି

ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରେ ଲୋକଙ୍କ ଏକ ଭିଡ଼ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଯୁଧ୍ୟର ଭୟରେ ଲେବାନନ୍ ଲୋକମାନେ ଦେଶରୁ ପଳାୟନ କରିବା ଆରମ୍ଭ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଯଦିଓ ଏହି ଫୋଟୋ ଲେବାନନ୍ ଦେଶର ଅଟେ, ଏହାର ବର୍ତ୍ତମାନ ଇସ୍ରାଏଲ ସହିତ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ୨୦୨୧ ମସିହାରେ […]

Continue Reading

କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ପାଲେଷ୍ଟାଇନ୍ ଦେଶର ଆତଙ୍କବାଦୀ ସଂଗଠନ ହମାସ୍ କିଛି ଦିନ ପୂର୍ବରୁ ଦକ୍ଷିଣ ଇସ୍ରାଏଲ୍ ରେ ଆକ୍ରମଣ କରି ଅନେକ ବାସିନ୍ଦା ଏବଂ ସୈନ୍ୟ ଯବାନଙ୍କ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ସେମାନେ ଇସ୍ରାଏଲର ମହିଳାଙ୍କ ଅପହରଣ କରି ତାଙ୍କୁ ଉଲଗ୍ନ କରି ନିର୍ଯାତନା ମଧ୍ୟ କରିଛନ୍ତି। ହମାସ୍ କିଛି ସମୟ ମଧ୍ୟରେ ଇସ୍ରାଏଲ୍ ଉପରେ ୫୦୦୦ ରୁ ଅଧିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଯା ଉପରେ ଆକରଣ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ […]

Continue Reading