ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି କି? ଜାଣନ୍ତୁ ସତ୍ୟ।
ଫୋର୍ବସ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ହେଉଛନ୍ତି ବିଶ୍ଵର ସପ୍ତମ ଶିକ୍ଷିତ ନେତା। ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା। କ’ଣ ଏହି ପୋଷ୍ଟର ଦାବି? ୧୨ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଫୋର୍ବସ୍ ମ୍ୟାଗାଜିନ ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀ ଦୁନିଆର ସବୁଠାରୁ ଶିକ୍ଷିତ ନେତାଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି। Facebook | Archive ଆମ ଅନୁସନ୍ଧାନ: ଆମ […]
Continue Reading