ଡେନମାର୍କ ଦେଶରେ ନିର୍ମାଣ ହେଉଥିବା ଏକ ଟନେଲର ଫୋଟୋକୁ ଆସାମରେ ଅଣ୍ଡରୱାଟର ଟନେଲର ଫୋଟୋ ବୋଲି ଦାବି କରା ଯାଇଛି। 

୨୦୨୧ ମସିହାରେ ମୋଦୀ ସରକାର ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଟନେଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଅଣ୍ଡରୱାଟର ଟନେଲର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋଋ ଆସାମର ବ୍ରହ୍ମପୁତ୍ର ନଦୀ ତଳେ ନିର୍ମିତ ଭାରତର ପ୍ରଥମ ଟନେଲ ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ନ ଟନେଲ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading

କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?

ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।  […]

Continue Reading