ହିମାଚଳପ୍ରଦେଶରେ ହଜାର ହଜାର ପର୍ଯ୍ୟଟକଙ୍କ ଟ୍ରାଫିକ୍ ଜାମ୍ ଦାବିରେ ଭାଇରାଲ ଭିଡିଓ ପାକିସ୍ତାନର ଅଟେ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସଂଖ୍ୟାଧିକ ଯାନବାହାନ ପାହାଡ ମଧ୍ୟରେ ଥିବା ରାସ୍ତାରେ ଭାରି ଟ୍ରାଫିକ୍ ଜାମ୍ ଅଟକି ରହିଥିବା ଦେଖାଯାଇଛି। ଏହି ଭିଡିଓ ହିମାଚଳ ପ୍ରଦେଶର ବୋଲି ଦାବି କରାଯାଉଛି। ହଜାର ହଜାର ପର୍ଯ୍ୟଟକ ହିମାଚଳ ପ୍ରଦେଶରୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି। 27 ଜୁଲାଇରେ Ravi Patil ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Himachal pradesh traffic jam. (ହିମାଚଳ […]
Continue Reading