ଇନ୍ଦିରା ଗାନ୍ଧୀ ଦେଶବାସୀଙ୍କୁ ସୁନା ନ କିଣିବା ପାଇଁ ଅନୁରୋଧ କରୁଥିବା ଦି ହିନ୍ଦୁ ପତ୍ରିକାର କ୍ଳିପ୍ ନକଲି। ସତ୍ୟତା ଜାଣନ୍ତୁ। 

୬ ଜୁନ୍ ୧୯୬୭ ତାରିଖରେ ‘ଦି ହିନ୍ଦୁ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଏକ ଭାଇରାଲ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପିଂରେ ଦାବି କରାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିଦେଶୀ ମୁଦ୍ରା ସଙ୍କଟ ଯୋଗୁଁ ସୁନା କିଣିବା ବନ୍ଦ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଏବଂ ଏହାକୁ “ଜାତୀୟ ଶୃଙ୍ଖଳା” ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ମଇ ୨୦୨୬ ରେ ତେଲେଙ୍ଗାନାର ସିକନ୍ଦରାବାଦରେ ଏକ ରାଲିକୁ ସମ୍ବୋଧିତ କରିବା ପରେ […]

Continue Reading

କ’ଣ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା କରିଥିବା ରୋଷେୟାକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିଲେ? ଜାଣନ୍ତୁ ସତ୍ୟ। 

ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ସମ୍ପର୍କରେ ଅନେକ ଭୁଲ ଏବଂ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ସମୟ-ସମୟରେ ଭାଇରାଲ ହେଇ ଆସୁଛି। ଫ୍ୟାକ୍ଟ କ୍ରେସେଣ୍ଡୋ ପୂର୍ବରୁ ଏହିପରି ଖବର ଅନୁସନ୍ଧାନ କରି ଆପଣଙ୍କ ନିକଟରେ ସତ୍ୟ ଆଣିଛି | ବର୍ତ୍ତମାନ ସୋସିଆଲ ମିଡିଆରେ ରଞ୍ଜନ ଗୋଗୋଇଙ୍କ ସମ୍ପର୍କରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଖବର ଅନୁଯାୟୀ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ବିଷ ଦେଇଥିବା ରୋଷେୟା […]

Continue Reading

ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ […]

Continue Reading