କ’ଣ ଭିଡିଓରେ ତାବିବାନ ଆତଙ୍କବାଦୀ ମାନେ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ନିଲାମ କରୁଛନ୍ତି?
ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଛି। ତାଲିବାନ ସହର ପରେ ସହର ଗୁଡିକକୁ ନିଜ ଅକ୍ତିଆରରେ ନେଉଛି। ଆଫଗାନିସ୍ତାନର ନାଗରିକ ମାନେ ଜୀବନ ହରାଇବା ଭୟରେ ଦେଶରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ତାଲିବାନର ଅତ୍ୟାଚାରକୁ ଦର୍ଶାଇ ଅନେକ ଭିଡିଓ ସେଯାର କରା ଯାଉଅଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେଯାର କରା ଯାଉଅଛି ଯେଉଁଥିରେ ଦର୍ଶାଅଯାଇଛି ଯେ ରାସ୍ତା ମଝିରେ କିଛି ଲୋକେ ମହିଳା ମାନଙ୍କୁ ନିଲାମ କରୁଛନ୍ତି ଏବଂ ‘ଆଲ୍ଲା ହୁ ଆକବର’ ନାରା ଲଗାଉଛନ୍ତି। […]
Continue Reading