ଭାଇରାଲ ଭିଡିଓର ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଭାଇରାଲ ଦାବି ମିଥ୍ୟା। 

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଧ୍ୟ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନେକ ଇରାନୀ ଡ୍ରୋନ୍ ଆକ୍ରମଣର ଟାର୍ଗେଟ୍ ହୋଇଛି। ୧୬ ମାର୍ଚ୍ଚରେ ହୋଇଥିବା ଏକ ଆକ୍ରମଣ ଫଳରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସମସ୍ତ ଉଡ଼ାଣ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା। ନିଆଁ ଏବଂ ଘନ କଳା ଧୂଆଁ କିଲୋମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା।  ଏହି ପ୍ରସଙ୍ଗରେ, ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସ୍ଥାନରେବିଶାଳ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। […]

Continue Reading

ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

କିଛି ଉଚ୍ଚ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଇରାନର ଆକ୍ରମଣ ପରେ ଇସ୍ରାଏଲର ତେଲ ଅଭିଭ ସହର ଦୃଶ୍ୟ। ୟୁଜର ମାନେ ଏହି ଭିଡିଓକୁ ସମ୍ପ୍ରତି ଯୁଧ୍ୟ ସହିତ ଯୋଡ଼ି ସେୟାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି […]

Continue Reading

ନୌସେନା ଅଭ୍ୟାସର ଅଂଶ ଭାବରେ ଆମେରିକାର ବୁଡ଼ାଜାହାଜ ଆର୍କଟିକ ମହାସାଗରରେ ସମୁଦ୍ରରୁ ବରଫ ଭାଙ୍ଗି ବାହାରକୁ ଆସିଥିବା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବରଫ ଭାଙ୍ଗି ସମୁଦ୍ରରୁ ଏକ ବୁଡ଼ାଜାହାଜ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ରୁଷ ଇରାନକୁ ସମର୍ଥନ ଦେବା ର ଘୋଷଣା କରିବା ପରେ ସମୁଦ୍ର ର ବରଫ ଫଟାଇ ଗୋଟିକ ପରେ ଗୋଟିଏ ଆଣବିକ ଶକ୍ତି ରେ ପରିଚାଳିତ ବୁଡ଼ାଜାହାଜ ଗୁଡିକୁ ବାହାର କୁ ଆସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ […]

Continue Reading

ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେ ଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ […]

Continue Reading

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ଏକ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଏହା ଇସ୍ରାଏଲୀ ବିମାନବନ୍ଦର ଉପରେ ଇରାନୀ ଆକ୍ରମଣ ପରେ ଇସ୍ରାଏଲୀ ଯାତ୍ରୀମାନଙ୍କୁ ବାହାର କରିବା ଦେଖାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ […]

Continue Reading

କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

ୟୁନିଫର୍ମ ପିନ୍ଧିଥିବା କିଛି ଯବାନ ରାସ୍ତାରେ ଲୋକଙ୍କ ଉପରେ ଗୁଳିଚାଳନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଏହି ଭିଡିଓ ଇସ୍ରାଏଲ ଏବଂ ଆମେରିକାର ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଥିବା ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପାକିସ୍ତାନର କରାଚିରୁ ଆସିଛି। ଇରାନର ଖାମେନିଙ୍କ ମୃତ୍ୟୁ ପରେ କରାଚିରେ ଯୁକ୍ତରାଷ୍ଟ୍ର କନସ୍ୟୁଲେଟ୍ ନିକଟରେ […]

Continue Reading

ଇସ୍ରାଏଲ-ଇରାନ ଯୁଧ୍ୟର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇସ୍ରାଏଲ ମିସାଇଲରେ ଇରାନର ଟିଭି ବିଲଡିଙ୍ଗ ଧ୍ଵଂସ ପାଇଥିବା ଦାବି ସହିତ ସେୟାର କରା ଯାଉଛି। 

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲୁଥିବା ଯୁଧ୍ୟ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଆଙ୍କର ରିପୋର୍ଟିଂ କରୁଥିବା ବେଳେ ଏକ ବୋମା ବିସ୍ଫୋରଣ ହେଉଛି। ବିସ୍ଫୋରଣ ହେବା ପରେ ସେ ମହିଳା ସେଠାରୁ ପଲାଉଥିବା ନଜର ଆସୁଛନ୍ତି।  ଦାବି କରା ଯାଉଛି ଯେ ବର୍ତ୍ତମାନ ଇସ୍ରାଏଲ ଏବଂ ଇରାନ ଯୁଧ୍ୟ ସମୟରେ ଇସ୍ରାଏଲ ଇରାନର ଏକ ଟିଭି ସେଣ୍ଟର ଉପରେ ଏୟାରଷ୍ଟ୍ରାଇକ୍ କରି ତାହାକୁ ନଷ୍ଟ କରିଛି। ଭିଡିଓ ସେୟାର […]

Continue Reading

ଇରାନ ସହିତ ବର୍ତ୍ତମାନର ଯୁଦ୍ଧର ଫୁଟେଜ୍ ଭାବରେ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ପୁରୁଣା ଆକ୍ରମଣର ଭିଡିଓ ଭାଇରାଲ୍

ସମ୍ପ୍ରତି ଏକ କୋଠା ଉପରେ ହୋଇଥିବା ବିମାନ ଆକ୍ରମଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓଟି ଇସ୍ରାଏଲ ଦ୍ଵାରା ଇରାନ ଉପରେ ଆକ୍ରମଣର ଏକ ଦୃଶ୍ୟ ଦେଖାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇସ୍ରାଏଲର ମିସାଇଲ ମାଡ଼… ଇରାନରେ ହାହାକାର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ୨୦୨୪ ର ଇସ୍ରାଏଲ-ଲେବାନନ୍ ଯୁଧ୍ୟର କ୍ଲିପ୍ କୁ ସମ୍ପ୍ରତିରେ ଇରାନ ଉପରେ […]

Continue Reading