କୋଲକାତାର ହୋଲି ସମୟର ଭିଡିଓ କୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଲୋକମାନେ ହାଉଡ଼ା ସେତୁ ରେ ଜୟ ଶ୍ରୀରାମ ନାରା ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ବିଜେପି ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ଏକ ସେତୁ ଉପରେ ଲୋକଙ୍କର ଏକ ବିଶାଳ ଭିଡ଼ ଜୟ ଶ୍ରୀରାମ ନାରା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓଟି ସେୟାର କରି ୟୁଜର ଲେଖିଛନ୍ତି, “ଜୟ ଶ୍ରୀ ରାମ ରେ ପ୍ରକମ୍ପିତ ହେଲା ବେଙ୍ଗଲର ହାଉଡ଼ା ବ୍ରିଜ ହଜାରେ ହଜାରେ ଭକ୍ତ ଙ୍କ ସ୍ଵରରେ କମ୍ପିଲା ବେଙ୍ଗଲ ଶ୍ରୀ ରାମ।” ଏହି ଭିଡିଓଟିକୁ ଏପରି […]

Continue Reading

କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ […]

Continue Reading