ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି।
ଆଫଘାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଧ୍ୟ ଚାଲିଛି। ପାକିସ୍ତାନ ଆଫଘାନିସ୍ତାନର ୨୦୦ ଯବାନ ମାରିଥିବା ଦାବି କରିଥିବା ସମୟରେ ଆଫଘାନିସତନ ପାକିସ୍ତାନର ୫୮ ଯବାନ ମାରିଥିବା ଦାବି କରିଛି। ଏହି ପ୍ରସଙ୍ଗରେ ଏକ ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ନିଆଁ ଲାଗିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ […]
Continue Reading