ଜଣେ ସାମ୍ବାଦିକଙ୍କୁ ଧମକ ଦେଉଥିବା ଜଣେ ଶିକ୍ଷକଙ୍କ ସ୍କ୍ରିପ୍ଟ (ନାଟକୀୟ) ଭିଡିଓକୁ ପ୍ରକୃତ ଘଟଣା ନାମରେ ଭାଇରାଲ ହୋଇଛି। 

ନିକଟରେ ଜଣେ ସାମ୍ବାଦିକ ଏବଂ ଜଣେ ଶିକ୍ଷକଙ୍କ ମଧ୍ୟରେ ବିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାମ୍ବାଦିକ ଶିକ୍ଷକଙ୍କୁ ପ୍ରଶ୍ନ ପଚାଉଥିବାରୁ ସେହି ଶିକ୍ଷକ ତାଙ୍କୁ କଡା ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଉଛି ଯେ ଶିକ୍ଷକଙ୍କ ସାମ୍ବାଦିକଙ୍କୁ ପ୍ରତିକ୍ରିୟା କରୁଥିବା ଏହି ଭିଡିଓ ଏକ ପ୍ରକୃତ ଘଟଣା ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପାଇଲା। ଭାଇରାଲ […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି? ଜାଣନ୍ତୁ ସତ୍ୟ।

ପ୍ରିୟଙ୍କା ଗାହନୀ ଲକ୍ଷ୍ମୀପୁର ଗସ୍ତ କରୁଥିବା ସମୟରେ ପୋଲିସ ତାଙ୍କୁ ସୀତାପୁର ଅଞ୍ଚଳରେ ଅଟକାଇ ରଖିଥିଲା। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ତାଙ୍କର ଏକ ମିଥ୍ୟା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା ଯାହାକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଖଣ୍ଡନ କରିଥିଲା। ସେହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟି ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଥିଲେ। ଆପଣ ମାନେ […]

Continue Reading

ଜଣେ ରିପୋର୍ଟର ଜଣେ ବିଜେପି ପ୍ରାର୍ଥୀକୁ ଚାପୁଡ଼ା ମାରୁଛି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଫୁଲମାଳ ପିନ୍ଧିଥିବା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତରେ ମାଇକ୍ ଧରିଥିବାର ଦେଖାଯାଇଛି। ହାତରେ ମାଇକ୍ ଧରିଥିବା ବ୍ୟକ୍ତି ଜଣକ ଶେଷରେ ଫୁଲ ପିନ୍ଧିଥିବା ବ୍ୟକ୍ତିଙ୍କୁ ଘର ପଛପଟକୁ ନେଇ ଚାପୁଡ଼ା ମାରିଥିଲେ। ଏହି ଭିଡିଓ ସେୟାର କରି ଦାବି ହେଉଛି ଯେ, ରିପୋର୍ଟର ହେବତ ଏମିତି। ଯିଏ ଭୁଲ କୁ ଭୁଲ କହି ଜଣେ ମୁଖିଆକୁ ଚାପୁଡ଼ା ମାରିଲା। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?

ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।  6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading