2013 ମସିହା ଭିଡିଓକୁ ଅଭିନେତା ଦିଲୀପ କୁମାରଙ୍କର ହସ୍ପିଟାଲରେ ଶେଷ ମୁହୂର୍ତ୍ତ ଭିଡିଓ ଦାବିରେ ଭାଇରାଲ ।

ଦୀର୍ଘ ଦିନଧରି ଅସୁସ୍ଥତା ପରେ ଅଭିନେତା ଦିଲୀପ କୁମାରଙ୍କର 7 ଜୁଲାଇରେ  ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୟୁଜରର୍ସମାନେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଲା ଯେଉଁଥଇରେ  ଡାକ୍ତରଖାନାର ଶଯ୍ୟାରେ ଅଭିନେତା ଦିଲିପ କୁମାରଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଖାଇବାକୁ ଦେଉଛନ୍ତି।  ଭିଡିଓରେ ଦାବି କରାଯାଇଛି ଯେ, ଏହା ଡାକ୍ତରଖାନାରେ ଦିଲୀପ କୁମାରଙ୍କ […]

Continue Reading

ଦୁଇମାସ ପୁରୁଣା ଭିଡ଼ିଓକୁ ରିଷି କପୁରଙ୍କ ମୃତ୍ୟୁ ପୂର୍ବ ଦିନ ଭିଡ଼ିଓ ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସର ଭୟାବହତା ମଧ୍ୟରେ ଭାରତ 24 ଘଣ୍ଟା ମଧ୍ୟରେ ଦୁଇଟି ବଲିଉଡ ଷ୍ଟାର ହରାଇଲା। ଦେଶର ଦୁଇ ସୁପରଷ୍ଟାର ଇରଫାନ ଖାନ ଏବଂ  ରିଷି କପୁରଙ୍କ ମୃତ୍ୟୁ ଖବର ନେଇ ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରିଷି କପୁରଙ୍କର ଏପ୍ରିଲ୍ 30, 2020 ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading