ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି। Facebook […]

Continue Reading

କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା।  ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ […]

Continue Reading

କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

2019 ନିର୍ବାଚନ ସମୟରେ ଆଦିତ୍ୟ ଠାକରେ ଲଗାଇଥିବା ପୋଷ୍ଟରକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉର୍ଦ୍ଦୁ ପୋଷ୍ଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଶିବସେନା ଦଳ ମୁସଲମାନ ସମ୍ପ୍ରଦାୟକୁ ଖୁସି କରିବାକୁ ଚେଷ୍ଟା କରୁଛି। ଆଦିତ୍ୟ ଠାକରେ ଏବଂ ତାଙ୍କ ଦଳ ଉପରେ ଉପହାସ କରି ପୋଷ୍ଟ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 8 ସେପ୍ଟେମ୍ବରରେ Bipal Kumar Parida ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଭିଡିଓରେ ଥିବା ବନ୍ୟାର ଏହି ଦୃଶ୍ୟ ମହାରାଷ୍ଟ୍ର ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଅନୁଭୂତ ହୋଇଥିଲା। ସେଠାରେ ଅନେକ ସମ୍ପତ୍ତି ଏବଂ ଭିତ୍ତିଭୂମିର ଖ୍ଯାତି ସମେତ ଜୀବନହାନି ଘଟିଛି। ମହାରାଷ୍ଟ୍ର ଲୋକେ ଏହି ବନ୍ୟା ସ୍ଥିତିର ଯନ୍ତ୍ରଣା ଭୋଗୁଥିବାବେଳେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସମାନ ଘଟଣା ସମ୍ବନ୍ଧୀୟ ଭିଡିଓ ଏବଂ ପୋଷ୍ଟ ସେୟାର କରିଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛିଯେ […]

Continue Reading

ମହାରାଷ୍ଟ୍ରରେ ପିଲା ଚୋର ଗୁଜବ ପାଇଁ ହୋଇଥିବା ଦୁଇ ସାଧୁଙ୍କ ହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଇଛି।

କୋରୋନା ଭାଇରସ ପାଇଁ ଦେଶରେ ଜେଉଁଠି ଲକଡାଉନ ହୋଇଛି ଏଥି ମଧ୍ୟରେ ଦୁଇ ଜଣ ସାଧୁଙ୍କୁ ହତ୍ୟା କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 19 ଏପ୍ରିଲରେ ମହାରାଷ୍ଟ୍ରରେ ଦୁଇ ସାଧୁଙ୍କୁ କିଛି ଲୋକ ହତ୍ୟା କରିବାର ଖବର ସାମ୍ନାକୁ ଆସିଛି। ଏହି ହତ୍ୟା କାଣ୍ଡକୁ ହିନ୍ଦୁ ମୁସ୍ଲିମ  ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 19 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଦୁଇ ସାଧୁଙ୍କ ଏହି ହତ୍ୟା ଖବର ପୋଷ୍ଟ କରି ଦାବି କରାଯାଇଛି […]

Continue Reading

କ’ଣ ମାହାରାଷ୍ଟ୍ରରେ ମତିଲାଣି କୋରୋନା ଭାଇରସ? କ’ଣ ଲୋକେ ଶିକାର ହେଉଛନ୍ତି ଏହି ମାରାତ୍ମକ ଭାଇରସରୁ? ଜାଣନ୍ତୁ ସତ।

ଚୀନକୁ ନିଜ ଆତଙ୍କରେ ଘେରୋଇ ସାରିଲା ପରେ ବର୍ତମାନ କୋରୋନା ଭାଇରସ ଅନ୍ୟ ଅନ୍ୟ ଦେଶରେ ବ୍ୟାପୁଚି। ଖବର ଅନୁଯାୟୀ ବର୍ତମାନ ସୁଧା 10 ଟି ଦେଶରେ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ଲୋକେ। ତ କଣ ବର୍ତମାନ ସମୟରେ ଭାରତରେ ମଧ୍ୟ କୋରୋନା ଭାଇରସ ନିଜ ଆତଙ୍କ ବିସ୍ତାର କରି ସାରିଲାଣି? କ’ଣ ଆମ ଦେଶରେ ମଧ୍ୟ ଲୋକେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି? 28 ଜାନୁଆରୀ ପବ୍ଲିକ ଭଏସ ସାଇଟରେ ଛପି […]

Continue Reading