ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମାସ୍କ ପିନ୍ଧି ପାଦୁକା ପିଇଥିଲେ କି?

କିଛି ଦିନ ପୂର୍ବରୂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାମଦେବ ବାବାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଏହା ପରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ମୋଦୀ-ମୋଦିଙ୍କ ସ୍ଲୋଗାନ ଦେଉଥିଲେ। ଏହି ସମୟରେ, ରାମଦେବ ମନ୍ଦିରର ଆଉ ଏକ ଭିଡିଓ ଖୁବ୍ ଶୀଘ୍ର ସେୟାର କରାଯାଉଛି। ଏଥିରେ ଆପଣ ଦେଖିପାରିବେ ଯେ ସେ ରାମଦେବ ବାବାଙ୍କ ସମାଦୀରେ ଚାଦର ଅର୍ପଣ କରୁଛନ୍ତି ଏବଂ ପୂଜା କରୁଛନ୍ତି। ଏହି ଭିଡିଓ ସହିତ ଦାବି କରାଯାଉଛି […]

Continue Reading

ରାହୁଲ ଗାନ୍ଧୀ ଖାଇବା ସମୟରେ ମଧ୍ୟ ମୁହଁରୁ ମାସ୍କ କାଡ଼ୁ ନାହାନ୍ତି ?

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାସ୍କ ପିନ୍ଧିଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେ ଗାନ୍ଧୀ ତାଙ୍କ ମାସ୍କ ସହିତ ଖାଉଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ପାଖରେ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଅନେକ ସୋସିଆଲ ମିଡିଆ ପୃଷ୍ଠାରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ କୋରୋନା ସମୟରେ ଖାଇଲା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ୁ ନାହାନ୍ତି।  28 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ […]

Continue Reading

କ’ଣ ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟି ଯାଇଥାଏ? ଜାଣନ୍ତୁ ସତ୍ୟ।

କରୋନାର ଦ୍ଵିତୀୟ ତରଂଗ ଦେଶରେ ନିଜ କାୟା ବିସ୍ତାର କରୁଛି। ଏହା ନେଇ ଅନେକ ରାଜ୍ୟରେ ଲକ୍ ଡାଉନ ମଧ୍ୟ ଦେଖିବାକୁ ମିଳିଛି। ସରକାର ଲୋକଙ୍କୁ ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାର ନିର୍ଦେଶ ମଧ୍ୟ ଦେଇଛି। ଏହି ନୂଆ କରୋନା ଭାଇରାସ କାରଣରୁ ରୋଗୀଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ହେଉଥିବା ସୁଚା ମିଳିଛି।  ଏହି କାରଣରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି […]

Continue Reading

କ’ଣ ମାସ୍କ ପିନ୍ଧିନଥିବାରୁ ଗୋଟିଏ ଲୋକକୁ ପୋଲିସ ମାରୁଥିବା ଏହି ଭିଡିଓ ହରିୟାନା ରାଜ୍ୟର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଲା ପରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କ ଜୋରିମାନା ମଧ୍ୟ ଭରିବାକୁ ପଡ଼ିବାର ନିୟମ ଲାଗୁ କରା ଯାଇଅଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଏହି ନିୟମ ନେଇ ସରକାର ଏବଂ ପୋଲିସର ଲୋକଙ୍କ ପ୍ରତି ବିଭିନ୍ନ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏପରି ଗୋଟିଏ ଭିଡିଓ […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading