କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ ଅଫିସ୍ ରେ ବସି ଫାଇଲ୍ ଚେକ୍ କରୁଛି। ସେଠାର କର୍ମଚାରି ମାନେ ତାକୁ କଦଳୀ ଦେବା ପରେ ମଧ୍ୟ ମାଙ୍କଡଟି ଫାଇଲ୍ ଯାଞ୍ଚ କରିବା ବନ୍ଦ କରୁ ନାହିଁ। ଦାବି କରା ଯାଇଛି ଯେ ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ଏହି ଭିଡିଓରେ ମାଙ୍କଡ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ କାହାଣୀର ବାସ୍ତବତା କ’ଣ? ଜାଣନ୍ତୁ ସତ୍ୟ।

ପଶୁ ଏବଂ ମଣିଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହି ଆସିଛି। ସମୟ ସମୟରେ ଆମେ ଦେଖିଛୁ ଯେ ମଣିଷ ପଶୁ ମାନଙ୍କୁ ସୁରକ୍ଷା ଏବଂ ଭଲପାଇ ଆସିଛି ଏବଂ ବେଳେବେଳେ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପ୍ରତି ସମାନ ସ୍ନେହ ପ୍ରଦଶନ କରନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯେଉଁଥିରେ ଆମେ ଏକ ମାଙ୍କଡକୁ ଜଣେ ବୃଦ୍ଧା ମହିଳାଙ୍କ ପାଖରେ ବସିଥିବାର ଦେଖିବାକୁ ପାଇଲୁ ଏବଂ କିଛି ସମୟ ପରେ […]

Continue Reading