ମହାକାଶରୁ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଥିବା ପୃଥିବୀର ଏହା ଏକ ଫୋଟୋ କି? ଜାଣନ୍ତୁ ସତ୍ୟ। 

୨୩ ଅଗଷ୍ଟ ଦିନ ଚନ୍ଦ୍ରୟାନ ୩ ଚନ୍ଦ୍ରର ପ୍ରୁଷ୍ଠରେ ଅବତରଣ କରିଥିଲା। ଏହା ପରେ ସେଠାରେ ସେ ଇସ୍ରୋ ଅନେକ ଫୋଟୋ ପଠାଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ସେହି ଫୋଟୋ ଗୁଡିକ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମହାକାଶରେ ପୃଥିବୀ ବିକୃତ […]

Continue Reading

କ’ଣ ଭାଇରାଲ ଭିଡିଓ ଚନ୍ଦ୍ରର ପରିବେଶର ଅଟେ ଯାହା ଚନ୍ଦ୍ରୟାନ ୩ ଦ୍ଵାରା ଶୁଟ୍ କରା ଯାଇଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ ୩, ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପରେ ସେଠାରୁ ଅନେକ ଫୋଟୋ ପୃଥିବୀକୁ ପଠାଇଛି ଯାହା ଇସ୍ରୋ ଦ୍ଵାରା ଜନସାଧାରଣଙ୍କ ଦେଖିବା ପାଇଁ ପ୍ରକାଶିତ କରା ଯାଇଛି। ଏହି ପ୍ରସଙ୍ଗରେ ୪ ଟି ଭିଡିଓ ଥିବା ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ମରୁଭୁମି ଏବଂ ଗୋଟିଏ ରୋଭର ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଗୁଡିକ ଚନ୍ଦ୍ରର ଦକ୍ଷିଣ ମେରୁରୁ ଆସିଛି ଯେଉଁଠାରେ ଚନ୍ଦ୍ରୟାନ ୩ ଲ୍ୟାଣ୍ଡ କରିଥିଲା।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଏହି ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍ ଅଗଷ୍ଟ ୨୩ ରେ ସନ୍ଧ୍ୟା ୬ ତ ସମୟ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ତାହା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ରରୁ ପୃଥିବୀ କିପରି ଦେଖାଯାଏ ଏହି ଭିଡିଓରେ ଦର୍ଶାଯାଇଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚନ୍ଦ୍ରରୁ ପୃଥିବୀର ପ୍ରକୃତ ଦୃଶ୍ୟ ନୁହେଁ, […]

Continue Reading

କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଏକ ବିରାଟ ଚନ୍ଦ୍ର ସୂର୍ଯ୍ୟର ପରିକ୍ରମା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଚନ୍ଦ୍ର ଗ୍ରହଣ କରିବା ପୂର୍ବରୁ ଏବଂ ଅନ୍ଧକାର କରିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ଅତି ନିକଟରେ ଦେଖା ଯାଉଅଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଉତ୍ତର ମେରୁର ଅଟେ।  ଫେକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  […]

Continue Reading

କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

ଚନ୍ଦ୍ରର ସୁନ୍ଦରତାର ପ୍ରସଂଶା କିଏ ବା ନକରେ। କିନ୍ତୁ କ’ଣ ଚନ୍ଦ୍ର ଦେଖିବାକୁ ଯେତେ ସାଧାରଣ ସେତିକି ରହସ୍ୟମୟୀ? ମାନବ ଇତିହାସରେ ସବୁ ଠାରୁ ମହତପୂର୍ଣ ଘଟଣା ହେଲା ଯେ ମଣିଷ ଚନ୍ଦ୍ରରେ ପାଦ ଦେଲା। ଚନ୍ଦ୍ରକୁ ନେଇ ଅନେକ କାହାଣୀ ଜୁଡି ରହିଛି। ସେଇଟା କେତେ ସତ ବା କେତେ ମିଛ କହିବା କଠିଣ। ଏମିତି କେତଟି କାହାଣୀ ବର୍ଷ ବର୍ଷ ଧରି ଚାଲି ଆସିଛି। ଆସନ୍ତୁ ଆଜି ଆମେ ଏହି କାହାଣୀ ସହିତ ଜଡିତ […]

Continue Reading