କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।  ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା […]

Continue Reading

କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି? ୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି […]

Continue Reading

ନରେନ୍ଦ୍ର ମୋଦି ମୁକେଶ ଅମ୍ବୀନି ପତ୍ନୀଙ୍କୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ କରାଯାଉଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ହାତ ଜୋଡ଼ି ମୁଣ୍ଡ ନୁଆଁଇଥିବାର ଦେଖାଯାଉଛି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୁକେଶ ଅମ୍ବାନି ପତ୍ନୀ ନୀତା ଅମ୍ବାନିଙ୍କୁ କିପରି ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ଦେଖ। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଏପ୍ରିଲରେ Amiya Pandav ନାମକ […]

Continue Reading

ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।

କୃଷି ଆନ୍ଦୋଳକୁ ନେଇ ରିହାନା ଟ୍ୱିଟ କରିବାପରେ ଦେଶରେ ବିବାଦ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁକେଶ ଅମ୍ବାନିଙ୍କ ଏକ ଟ୍ୱିଟ ଭାଇାଲ ହେଉଛି। ଟ୍ୱିଟରେ ଲେଖାଯାଇଛି ଯେ, ରିହାନା ବୋଧେ ଭୁଲି ଯାଉଛନ୍ତି ଯେ, ଥରେ ଭାରତକୁ ଗରିବ କହିବାରୁ ମୁଁ ତାଙ୍କୁ ମୋ ଝିଅ ବାହାଘରରେ ରାତିସାରା ମୋ ବଙ୍ଗଳାରେ ନଚାଇଥିଲି। ଆମ ଅନୁସନ୍ଧାନରୁ ଭାଇରାଲ ଟ୍ୱିଟ ମିଥ୍ୟା ପ୍ରମାଣତ ହେଲା।  […]

Continue Reading

2019 ଭିଡିଓକୁ କୋରୋନା ସମୟରେ ମୁକେଶ ଅମ୍ବାନୀଙ୍କ ନାତିର ଏକୋଇଶା ମନାଉଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ମୁକେଶ ଅମ୍ବାନୀର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମକେଶ ଅମ୍ବାନୀ ଏକ ବଡ଼ ପାର୍ଟୀ ଦେଉଥିବାର ଦେଖାଯାଉଛି। 10 ଡିସେମ୍ବରରେ ମୁକେଶ ଅମ୍ବାନୀର ନାତୁଣି ଜନ୍ମ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଭାଇରାଲ ହେଇଥିଲା। ଏବେ ମଧ୍ୟ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, କୋଭିଡ -19 ମହାମାରୀର ନିର୍ଦ୍ଦେଶାବଳୀ କେବଳ ସାଧାରଣ ଲୋକଙ୍କ ପାଇଁ ଏବଂ ଅମ୍ବାନୀଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିମାନେ ଯେତେବେଳେ ଚାହିଁବେ ସେତେ […]

Continue Reading

ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading