ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]
Continue Reading