ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।
ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି। Facebook […]
Continue Reading