କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡିକ କୁଏତର ସବୁଠାରୁ ଧନୀ ଲୋକ ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ସହିତ ଅନେକ ସୁନା, ମୁଦ୍ରା, ନୋଟ୍, ସୁନା ଗାଡି, ସୁନା ଜାହାଜ ଇତିଯାଡିର ଫୋଟୋ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ସୁନା ଏବଂ ଅନ୍ୟାନ୍ୟ ଫୋଟୋ କୁଏତର ଜଣେ ଧନୀ ବ୍ୟକ୍ତି ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ। ଫ୍ୟାକ୍ଟ କ୍ରିସେଣ୍ଡୋର ପାଠକମାନେ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ଏହି ଫୋଟୋ ଗୁଡିକ ପଠାଇ […]
Continue Reading